ରାସ୍ତା ହେତୁ ହିନସ୍ତା ହେଉଛନ୍ତି ଯୋରନ୍ଦା ନୂଆସlହି ବାସିନ୍ଦା
ଗଁଦିଆ ବ୍ଲକ ଅନ୍ତର୍ଗତ ଯୋରନ୍ଦା ପଞ୍ଚାୟତର ପାଞ୍ଚ ନମ୍ବର ଓ୍ବାର୍ଡର ୧୨୦ ମିଟର ରାସ୍ତାର ଦୟନୀୟ ଅବସ୍ଥା। ଇଲେକ୍ଟ୍ରି ଅଫିସ ଠାରୁ ସାନ ମଠ ଆମ୍ବ ତୋଟା ଠାରେ ଥିବା ସମାଧି ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ବର୍ଷା ଦିନେ ପାଣି ଜମୁଥିବା ହେତୁ ଲୋକଙ୍କ ଯିବାଆସିବାରେ ଅସୁବିଧା ସୃଷ୍ଟି ହେଉଛି।
!-->!-->…
ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବିଦ୍ୟାଳୟ ୧୨ ବର୍ଷ ହେଲା ବନ୍ଦ ପଡ଼ିଛି !
ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବିଦ୍ୟାଳୟ ବନ୍ଦ ପଡ଼ିଛି। ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥରେ ନିର୍ମିତ ବିଦ୍ୟାଳୟର ଗୃହ ଏବେ ବାସଗୃହରେ ପରିଣତ ହୋଇଛି।
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ରଘୁନାଥଜୀଉ ହାଇସ୍କୁଲ। ୧୯୯୩ ମସିହାରେ ଧୋବାବାହାଳି ଗ୍ରାମବାସୀ!-->!-->!-->…
ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ
ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ ଆଜି କାମାକ୍ଷାନଗର ତେନ୍ତୁଳିଶିଙ୍ଗା ରେ ସର୍ବପୁରାତନ ଶୈବ ପୀଠ ରାମେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ ବି କେ ମହାପାତ୍ର ଙ୍କ!-->…
ହାତୀ ଆକ୍ରମଣ ରେ ଜଣେ ଗୁରୁତର ଆହତ
ଗତ ୨/୩ ଦିନ ହେଲା କେତେକ ଜଙ୍ଗଲୀ ହାତୀ ପରଜଙ୍ଗ, ସାନ୍ଦ। ଓ ପାଳସାହି ଆଦି ଅଂଚଳ ରେ ରହି ଭୟର ବାତାବରଣ ସୃଷ୍ଟି କରିବା ସହ ବ୍ୟାପକ ଫସଲର କ୍ଷୟକ୍ଷତି କରୁଛନ୍ତି।
ଗତକାଲି ବିଳମ୍ବିତ ରାତିରେ ନିଜ କ୍ଷେତ କୁ ଫସଲ ଜଗିବାକୁ ଯାଇଥିବା ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର!-->!-->!-->…
କେନାଲ ରୁ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର
ପରଜଙ୍ଗ ଥାନା ମେଣ୍ଢାପଦ। ଗ୍ରାମର ଶାଖା କେନାଲ ରୁ ଆଜି ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ମେଣ୍ଢାପଦ। ଗ୍ରାମର ଦିଲେଶ୍ୱର ବିଶ୍ୱାଳ (୬୦) ।
ସୂଚନା ଅନୁଯାୟୀ , ଗତକାଲି ରାତିରେ ଭୋଜି କରି କେନାଲରେ କଂସା ବାସନ ଧୋଇବା ପାଇଁ ଯାଇଥିବା ସମୟରେ ତାଙ୍କର ହଠାତ ଗୋଡ଼!-->!-->!-->…
ମରଣ ଯନ୍ତା ପାଲଟିଛି ଭୁବନ ଏନଏସି ର ମୁଖ୍ୟ ରାସ୍ତା !
ଭୁବନ ବିଜ୍ଞାପିତ ଅଚଂଳ ପରିଷଦକୁ ସରସସୁନ୍ଦର କରି ଗଢି ତୋଳାଯିବ । ରାସ୍ତାଘାଟ ଚକାଚକ ହେବ, ସବୁଠି ତୁରନ୍ତ ଜଳ ନିଷ୍କାସନ ପାଇଁ ନିର୍ମାଣ ହେବ ଡ୍ରେନ । ଏମିତି କେତେ ସୁନେଲି ସ୍ୱପ୍ନ ଦେଖାଇଥିଲା ଭୁବନ ଏଏନସି ।
ସହର ମଧ୍ୟରେ ଥିବା ମୁଖ୍ୟ ରାସ୍ତାଟି ର ମରାମତି କାମ ଜାତୀୟ ରାଜପଥ ବିଭାଗ!-->!-->!-->…
ଫୁଲ
ସଞ୍ଜ ନଇଁବା ଆଗରୁଅଲାଜୁକୀ ମାଟି ଟାରେକେତେ ଫୁଲମଉଳି ଯାଆନ୍ତି...ଫୁଟିବା ଆଗରୁ କିଏ ଜାଣେ??ଫୁଟିଥିବା ଫୁଲ କେତେମକଚି ହୁଅନ୍ତି ଜହ୍ଲାଦ ରପାଦ ତଳେ
ସେ ହିସାବ କିଏ ବା ରଖିଛି??ବିଲୁଆଖାଇ ନଦୀ ପଠା ରୁମହାଲିଙ୍ଗ ଯାଏକୁଢ଼ କୁଢ଼ ମଉଳା ଫୁଲ ରେଇତିହାସ କର୍ଦ୍ଦମାକ୍ତଛବିରାଣୀ ଖାଲି!-->!-->!-->…
କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ
କାମାକ୍ଷାନଗର ବ୍ଲକ୍ ନୂଆ ଅଁଳାବେରେଣୀ ସ୍ଥିତ ମା' ବ୍ରାହ୍ମଣୀ ଦେବୀ ୟୁଥ କ୍ଳବ୍ ଓ ନେହେରୁ ଯୁବକେନ୍ଦ୍ର ଢ଼େଙ୍କାନାଳର ମିଳିତ ଆନୁକୁଲ୍ୟରେ ଏକ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆ ଅଁଳାବେରେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁସୁମଯୋଡି!-->…
ବାଲିଘାଟ କୁ କେନ୍ଦ୍ର କରି ଯମୁନାକୋଟ ଗାଁରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ ,ଉଭୟ ଗୋଷ୍ଠିର ୬ଜଣ ଆହତ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ମlର୍ଥ।ପୁର ବାଲିଘାଟକୁ କେନ୍ଦ୍ର କରି ଖଣ୍ଡା ଓ ଭୁଜାଲିରେ ଉଭୟ ଗୋଷ୍ଠି ମୁହଁ।ମୁହିଁ ୬ ଜଣ ଆହତ ।ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ ଯୁବକଙ୍କ ଆକ୍ରମଣ ରେ ଗାଁର ଗୁରୁତର ମାନେ ହେଲେ ଗାଁର ସଂଜିତ ବାରିକ, ତାଙ୍କର ବାପା ସର୍ବେଶ୍ବର ବାରିକ୍ ଓ ଶିବ!-->…
ସହର ମଧ୍ୟରେ ପୂଜା ଚାନ୍ଦା ନେଇ ବ୍ୟବସାୟୀ ଙ୍କୁ ଆକ୍ରମଣ !
ଢେଙ୍କାନାଳ ଲକ୍ଷ୍ମୀପୂଜା ରେ ଚାନ୍ଦା କୁ ନାଁ । ପୂଜା ସମୟରେ ଜବରଦସ୍ତି ଚାନ୍ଦା ମାଗି ପାରିବେ ନାହିଁ କମିଟି । କିଛି ଏଭଳି ନିଷ୍ପତ୍ତି ହୋଇଥିଲା ପୂଜା ପ୍ରସ୍ତୁତି ବୈଠକ ରେ । ବୈଠକରେଖୋଦ ଉପସ୍ଥିତ ଥିଲେ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ତ୍ତୃପକ୍ଷ ଏବଂ ବିଭିନ୍ନ ପୂଜା!-->!-->!-->!-->!-->…