News
lipub
samparksetu

ବାଲି ଘାଟ କୁ ନେଇ ହଣାକଟା !

ଭୁବନ ମାର୍ଥାପୁର ବାଲିଘାଟ କୁ ନେଇ ଯମୁନକୋଟ ଗ୍ରାମ ରେ ଜନୈକ ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ l ସୂଚନା ଅନୁଯାୟୀ , ଯମୁନକୋଟ ର ସଂଜିତ ବାରିକ (୨୩)ତାଙ୍କ ବାପା ସର୍ବେଶ୍ୱର ବାରିକ ଙ୍କୁ ସେହି ଗ୍ରାମ ର କେତେଜଣ ଯୁବକ ଶୁକ୍ରବାର ରାତି ପ୍ରାୟ ୯.୩୦ଟା ରେ ଆକ୍ରମଣ କରିଛନ୍ତି । ବାପ ପୁଅ

ଜିଲ୍ଲାସ୍ତରୀୟ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୫ମ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ବା ଇଣ୍ଡୋର ହଲରେ ଆଜି ଆୟୋଜିତ ଉଦଘାଟନୀ ଇତ୍ସବରେ

ବନ୍ଦେ ଦେବୀ ମହାଲକ୍ଷ୍ମୀ

ଇଶ୍ଵରୀ ସୁରଭି ସୁଧା ବସୁଧା ଇନ୍ଦିରାଆଦିତି ଅମଳା ଅର୍ଣ୍ଣl ଅମୀୟl ଅକ୍ଷରା l ସମ୍ପଦା ସିନ୍ଧୁଜା ଶ୍ରେୟା ଭାର୍ଗବୀ ଶ୍ରୀଦେବୀକଲ୍ୟାଣୀ କମଳା କୁହୁ ଭାମା ଧନ୍ୟା ଦେବୀ l ପଦ୍ମିନୀ ମଙ୍ଗଳା ଶାନ୍ତl ମାୟା ନେତ୍ରୀ ନିତ୍ୟlପଦ୍ମଜା ରାଗିଣୀ ରମା ପୁଷ୍ଟି ଜୟା ସତ୍ୟା l ପଦ୍ମାଳୟା

ଚାନ୍ଦା ଆଦାୟ କୁ ନେଇ ବଚସା ,ଆକ୍ରମଣରେ ଜଣେ ଆହତ

ବାଟରେ ଛେକି ବେଆଇନ ଭାବରେ ଚାନ୍ଦା ଆଦାୟକୁ ନେଇ ବଚସା ରେ ଜଣେ ଗୁରୁତର ଭାବରେ ଆହତ ହୋଇଥିବାର ଜଣାଯାଇଛି । ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧୀନ ବିରିଖୁଣ୍ଟି ଗ୍ରାମର ଉତ୍କଳ ପରିଡା ଙ୍କର ଜେସିବି ମେସିନ କୁ ତାଙ୍କର ଡ୍ରାଇଭର ଚଳେଇ କରି ଆସୁଥିବା ବେଳେ

ଢେଙ୍କାନାଳ ଲକ୍ଷ୍ମୀ ପୂଜା

ସହରରେ ଆମ ଶୁଭିଲାଣି ଶଙ୍ଖବାଜିଲାଣି ଢ଼ୋଲ ବାଜା,ବହୁ ଦିନ ପରେ ଆସିଛି ଆଜି ଏଢ଼େଙ୍କାନାଳ ଲକ୍ଷ୍ମୀ ପୂଜା ll ଚାନ୍ଦି ମେଢ଼ ସାଥେ ସୁନାର ମୁକୁଟପାଲଟିଛି ଆକର୍ଷଣ,ଦେଖିବା ପାଇଁ କି ଗଜଲକ୍ଷ୍ମୀ ପୂଜାଶିହରିତ ମନ ପ୍ରାଣ ll ଆଲୋକ ସଜ୍ଜାକୁ ସୁଉଚ୍ଚ ତୋରଣଦିଶେ କେଡେ ମନଲୋଭା,ସତେ କି

ଆତ୍ମଘୋଷିତ ସାରଥୀ ନାଁ ରେ ଲୋକଙ୍କୁ ଭୂଆଁ ବୁଲାଉଛି ସୁକାନ୍ତ ଓ ତା ପରିବାର

ବିଗତ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସନ୍ତୋଷ ରାଉଳ ଓରଫ ଆତ୍ମଘୋଷିତ ସାରଥୀ ବାବା ଲୋକ ମାନଙ୍କୁ ଅନ୍ଧାରରେ ରଖି ନିଜକୁ ଭଗବାନ କହି ଲୁଟିଥିବା ପର୍ଦ୍ଦାଫାଶ ହୋଇ ଜେଲ ମଧ୍ୟ ଯାଇଥିଲେ । କିନ୍ତୁ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କନ୍ଦରସିଂହା ପଞ୍ଚାୟତର

ରାସ୍ତା ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି

ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ବାଇପାଶ ରାସ୍ତା ହେବା ପରେ ସହର ମଧ୍ୟ ଦେଇ ଯାଇଥିବା ରା୍‌ତାର ଅବସ୍ଥା ପାଦଚଲା ରାସ୍ତା ଠାରୁ ହୀନ ହୋଇପଡିଛି । ଏନେଇ ଗ୍ରାମବାସୀ ମାନେ ବାରମ୍ବାର ସ୍ଥାନୀତ ବିଜ୍ଞାପିତ ଅଚଂଳ ପରିଷଦର ନିର୍ବାହୀ ଅଧିକାରୀ , ତହସିଲଦାର, ଉପଜିଲ୍ଲାପାଳ , ଏପରିକ

ମର୍ଣ୍ଣିଙ୍ଗ ୱାକ ବେଳେ ଲକ୍ଷେ ଟଙ୍କିଆ ସୁନାହାର ଲୁଟ

ଭୁବନ ଥାନା ଅଚଂଳରେ ଦିନକୁ ଦିନ ଚୋରୀ ରାହାଜାନୀ ବୃଦ୍ଧି ପାଉଥିବାର ଦେଖାଦେଇଛି । ବୁଧବାର ଭୋର ସମୟରେ ପୃଷ୍ଟିପାଟଣା ପେଣ୍ଠସାହିରୁ ବିଧେଶ୍ୱର ରାସ୍ତାରେ ମର୍ଣ୍ଣିଙ୍ଗ ୱାକ ଯାଇଫେରୁଥିବା ବେଳେ ଜଣେ ବୃଦ୍ଧା ମହିଳାଙ୍କ ବେକରୁ ଲକ୍ଷେ ଟଙ୍କାର ଏକ ସୁନାହାରକୁ ଜଣେ ଦୁର୍ବୃତ୍ତ ଛିଡାଇ

ସତ୍ୟ ଆଗେ ମିଥ୍ୟା କାହିଁ ହୋଇବ ତୁଳନ

ମହାପୁରୁଷ ହଜରତ ମୁହମ୍ମଦଙ୍କ ଜନ୍ମ ଜୟନ୍ତୀର ଶୁଭ ଅବସରରେ ତାଙ୍କ ଜୀବନର ଗୋଟିଏ ଶିକ୍ଷାପ୍ରଦ ଘଟଣା_ ସତ୍ୟ ଆଗେ ମିଥ୍ୟା କାହିଁ ହୋଇବ ତୁଳନମାଣିକର ସଙ୍ଗେ ସମ ହେବକି କାଞ୍ଚନ , ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ ସଲ୍ଲମ ସତ୍ୟର ଜ୍ୱଳନ୍ତ ଉଦାହରଣ ଥିଲେ, ତାଙ୍କ

୨ବାଇକ ମୁହାଁମୁହିଁ ଧକ୍କା ; ଜଣେ ମୃତ,ଜଣେ ଗୁରୁତର

୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି ।ମୃତକ ହେଲେ କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ଗୁରୁଚରଣ ବିଶ୍ବାଳ ଓ ଗୁରୁତର ହେଲେ କଇରାଟାଙ୍ଗର ଗ୍ରାମର ବିଚିତ୍ରା ଦେହୁରୀ। ସୂଚନା ଅନୁଯାୟୀ , ଉଭୟ ବିରାଶାଳରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା
error: Content is protected !!