News
lipub
samparksetu

ବନ୍ଧୁତ୍ବପୂର୍ଣ୍ଣ ଫୁଟୁବଲ ଖେଳ ରେ ଦାଣ୍ଡିମାଳ ଫୁଟବଲ କ୍ଳବ୍ ବିଜୟୀ

ଢେଙ୍କାନାଳ ସହର ଉପକଣ୍ଠ ଦାଣ୍ଡିମାଳ ଫୁଟବଲ ପଡିଆରେ ସଦାଶିବପୁର୍ ଫୁଟବଲ କ୍ଳବ୍ ତଥା ଦାଣ୍ଡିମାଳ ଫୁଟବଲ କ୍ଲବ୍ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଭାଗ ରେ ସଦାଶିବପୁର୍ ଫୁଟବଲ କ୍ଲବ୍ ପକ୍ଷରୁ ଚଗଲି ଗୋଟିଏ ଗୋଲ୍ ସ୍କୋର କରିଥିଲେ ଅଵଂ

କାର୍ଯ୍ଯରେ ଆସୁ ନାହିଁ ରେଙ୍ଗାଳି ଦକ୍ଷିଣ କେନାଲ!

ଢେ଼ଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାରିଅଁ ଗ୍ରାମର ୫୦ ଏକର ଜମି ଏବେ ମରୁଡିଗ୍ରସ୍ତ। ଏହି ଅଞ୍ଚଳରେ ରେଙ୍ଗାଳି କେନାଲର ଗଭୀରତା ଅଧିକ ହୋଇଥିବା ହେତୁ କେନାଲର ପାର୍ଶ୍ଵବର୍ତ୍ତୀ ଜମି ଶୁଷ୍କ ହୋଇ ଯାଉଛି। କେବଳ ଯେ ଚାଷ ଜମି ଉପରେ ଏହାର ପ୍ରଭାବ ପଡିଛି ତାହା ନୁହେଁ ଏହି କାରଣରୁ ଦୁଇ

ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ଖେଳ ରେ ବଳରାମପୁର ଫୁଟବଲ ସଂଘ ବିଜୟୀ

ଢେଙ୍କାନାଳ ସହର ଉପକଣ୍ଠ ବଳରାମପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବଳଦେବଜୀୟୁ ଫୁଟବଲ ସଂଘ ବଳରାମପୁର ତଥା Eleven Football Star Dhenkanal ଫୁଟବଲ ସଂଘ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ବହୁତ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ ।

ଚଳିତ ବର୍ଷ ପାଳିତ ହେବ ନାହିଁ ଭୁବନ ର ଐତିହାସିକ ବଳଦଯାତ୍ରା; ବିଧି ଓ ପରମ୍ପରା ସହିତ କରୋନା କଟକଣା ଭିତରେ ଦୁଇଟି…

ଢେଙ୍କାନାଳ ଜିଲ୍ଲାର ଭୁବନ ରେ ପାଳିତ ହୋଇ ଆସୁଥିବା ପାରମ୍ପରିକ ଐତିହାସିକ ବଳଦଯାତ୍ରା ଚଳିତ ବର୍ଷ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ମହାମାରୀ କରୋନା ପାଇଁ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ୨ ଟି ବଳଦ କୁ କଟକଣା ସହିତ ବଦଳଯାତ୍ରାକୁ ଶାନ୍ତିକମିଟି ର ପ୍ରସ୍ତାବ କୁ

ଢେଙ୍କାନାଳ ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି, ଧନଜୀବନ ନଷ୍ଟ ହୋଇ ନଥିବାର ସୂଚନା

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରଥଗଡା ସ୍ଥିତ ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି । ଗନମ୍ୟାନ ଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଫୁଟିଥିବାର ସୂଚନା ତେବେ ଗୁଳିଟି ଛାତ ସିଲିଂ ରେ ବାଜିଥିବା ବେଳେ କାହାର କିଛି କ୍ଷତି ଘଟିନଥିବାର ସୂଚନା । ସୂଚନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ରଥଗଡା

ଟାୟାର ପମ୍ପଚର ହେବାରୁ ଅଟକିଲା ମଦବୋଝେଇ ଗାଡି, ମାଡି ବସିଲେ ପୋଲିସ ବାବୁ

କଟକ ଜିଲ୍ଲାକୁ ଏକ ପିକପ ଭ୍ୟାନ ଯୋଗେ ଚାଲାଣ ହେଉଥିଲା ଦେଶୀ ମଦ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରୁ ସମ୍ପୃକ୍ତ ଗାଡିକୁ ଜବତ କରିଛି କାମାକ୍ଷାନଗର ପୋଲିସ । ସୂଚନା ଅନୁଯାୟୀ ଏକ ପିକଅପ ଗାଡି ଯୋଗେ କଟକ କୁ ଚୋରା ମଦ ଚାଲାଣ ହେଉଥିବାର ଖବର ପାଇ କାମାକ୍ଷାନଗର ପୋଲିସଗାଡିଟିକୁ ପିଛା କରିଥିଲା

ଜୟ ମା’

ମହିଷା ମାତିଛି ବୋଲି ପ୍ରତି ବର୍ଷ ଶରତ ଋତୁରେ ଲାଗିଥାଏ ଗୋଳ।କ୍ଷେପିଲେଣି ଜଳ ,ସ୍ଥଳ ଆକାଶ ଆବର।ଆମର ମଣ୍ଡପ ଆଉ ମହିଷା ର ପେଣ୍ଡାଲ,ବାରି ହୁଏ ନାହିଁ ଭେଦ ସବୁ ଲାଲେ ଲାଲ।

ସହାୟତା ଅପେକ୍ଷାରେ ଜଗବନ୍ଧୁ!

ବୟସ ୧୨ ବର୍ଷ ହୋଇଥିଲା ପରିବାରର ବୋଝ ଅଧିକ ହେବାରୁ ପାଠ ପଢା ଛାଡ଼ି ହୋଟେଲରେ କମ କରିବା ପାଇଁ ପଡିଲା। ହଠାତ୍ ଦିନେ ଦଇବ ଦାଉ ସାଧିଲା। ବସର ଦୁର୍ଘଟଣାରେ ଜୀବନ ବଞ୍ଚିଗଲା ହେଲେ ସବୁଦିନ ପାଇଁ ଦିବ୍ଯାଙ୍ଗ ହୋଇଗଲେ। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଗାଁ ର ତୀର୍ଥବାସୀ ସାହୁଙ୍କ ବଡ଼

ଜୟ ମା ଦୁର୍ଗା

ନନ୍ଦିନୀ ନିୟତି ପ୍ରକୃତି ରଜନୀରାଜରାଜେଶ୍ୱରୀ ରେବତୀ ରୁଦ୍ରାଣୀ l ଦକ୍ଷଜା ଦେବେଶୀ ଚଣ୍ଡିକା ଦର୍ଶିନୀଇଶାନୀ କୌସିକୀ କାମାକ୍ଷୀ କଲ୍ୟାଣୀ l କୁମ୍ଭାରୀ ଲଳିତା ମାଧବୀ ମାଳିନୀଶୈଳଜା ସରଣ୍ୟl ସାରିକା ତାରିଣୀ l ନିତ୍ୟା ନିରଞ୍ଜନା ମାୟା ମନସ୍ଵିନୀସୌମ୍ୟା ତ୍ରିନୟନା ଆଦ୍ୟା

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସୌମ୍ୟକାନ୍ତ ମାଝୀ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ
error: Content is protected !!