କାନ୍ଥ ଭୁଶୁଡି ଶାଶୁ ମୃତ,ବୋହୁ ଗୁରୁତର !
କାନ୍ଥ ଭୁଶୁଡି ଶାଶୁ ମୃତ,ବୋହୁ ଗୁରୁତର । ମୃତକ ଜଣଙ୍କ ହେଲେ କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମର ଶାଶୁ କଦଳି ସାହୁ ଏବଂ ଗୁରତର ବୋହୁ ହେଲେ ରିନା ସାହୁ। ଶୋଇଥିବା ବେଳେ ବିଳମ୍ବିତ ରାତିରେ କାନ୍ଥ ଖସି ପଡିଥିଲା।ଯାହା ଫଳରେ ଘଟଣା ସ୍ଥଳରେ ହିଁ କଦଳି ସାହୁଙ୍କର ମୃତ୍ୟୁ ଘଟିଥିଲା। ଘରଟି!-->…
୨ ମାସ ହେବ ମାଆ ଓ ଝିଅର ପତା ମିଳୁନି , ପୋଲିସ ହାତ ଖାଲି !
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷୋରିସିଆପଦା ପଞ୍ଚାୟତ ଚଟିଘର ଗାଁ ର ଘଟଣା। ଗତ ଅଗଷ୍ଟ ମାସର ସାତ ତାରିଖରେ ଏହି ଗାଁର ମାଟିରାମ ଶୁଣ୍ଡିଙ୍କର ପତ୍ନୀ ଲିଲିମୁନି ଶୁଣ୍ଡି ଓ ଝିଅ ଦିପାରାଣି ଶୁଣ୍ଡିର କୌଣସି ସୂଚନା ମିଳୁନାହିଁ। ଗଁଦିଆ ଥାନାରେ ମାଟିରାମଙ୍କର ତରଫରୁ ଏ ସମ୍ପର୍କରେ!-->…
ସମିତି ସଭ୍ୟ ହତ୍ୟାକାଣ୍ଡ ଘଟଣାରେ ୪ ଗିରଫ !
ଗତ ୨୪/୯/୨୦୨୧ ବିଳମ୍ବିତ ରାତିରେ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଜାମୁଝରା ଛକ ଠାରେ ବାରୁଆଁ ସମିତି ସଭ୍ୟ ଦୀପକ କୁମାର ମାହୁନ୍ତଙ୍କ ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିବା ତୁମୁଁସିଙ୍ଗା ଥାନା ସ୍ପଷ୍ଟ କରିଛି।
ସୂଚନା ମୁତାବକ ଶ୍ରୀ ମାହୁନ୍ତ!-->!-->!-->!-->!-->…
ସଂକଳ୍ପ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ
ପ୍ରତି ବର୍ଷ ସେପ୍ଟେମ୍ବର ୨୫ କୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ରୂପେ ପାଳନ କରାଯାଇଥାଏ । ଦିନରାତି ନିସ୍ୱାର୍ଥପର ସେବା କରି ଅନ୍ୟ ମାନଙ୍କ ପାଇଁ ଖଟୁଥିବା ଏହି ଯୋଦ୍ଧା ଙ୍କ ପାଇଁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଥାଏ । ଦିନ ହେଉ ବା ରାତି ବା ଥାଉ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସବୁ!-->!-->!-->…
ସ୍ମୃତିରେ ଅରିନ୍ଦମ
ଆରମ୍ଭରୁ ଛୋଟ ପରି ଲାଗୁଥିବା ଘଟଣାଟିଏ କେତେ ଜଲଦି ଉଗ୍ର ଭୟଙ୍କର ହୋଇଯାଏ ସେଇ ଉପରେ ମୋର ଏଇ ଅନୁଭୂତି । ଅରିନ୍ଦମ ଭାଇଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣିନି, କେବେ ତାଙ୍କ ସହ କାମ କରିବାର ସୁଯୋଗ ବି ପାଇନି। ସମ୍ପର୍କ କହିଲେ ଖାଲି ଏତିକି ଯେ ସେ IIMCର ଜଣେ ପୂର୍ବତନ ଛାତ୍ର ଯେଉଁଠି!-->!-->!-->…
ସମିତି ସଭ୍ୟ ଙ୍କୁ ଗୁଳି କରି ହତ୍ୟା ଘଟଣାରେ ୬ ଅଟକ
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ବାରୁଆଁ(କ) ସମିତି ସଭ୍ୟ ଦୀପକ କୁମାର ମାହୁନ୍ତଙ୍କ ହତ୍ୟାକାଣ୍ଡ ଘଟଣାରେ ପରିବାରର ଲୋକଙ୍କ ଅଭିଯୋଗ କ୍ରମେ ୬ ଜଣଙ୍କୁ ଅଟକ ରଖିଛି ଟାଉନ ପୋଲିସ ।
ବିଶେଷ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଘରେ ଥିବା ସମୟରେ ଦୀପକଙ୍କ ନିକଟକୁ ଏକ!-->!-->!-->…
ଆତ୍ମହତ୍ୟା କଲେ ସୁନାରୀ
ସୁନାକାରିଗର ଭାବେ ଦୀର୍ଘ ଦିନଧରି ଦେବଗଡରେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଥିବା ଜଣେ ବ୍ୟକ୍ତି ଆର୍ଥିକ ସଂଙ୍କଟ ଯୋଗୁ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଖବରନେବାରେ ଜଣାପଡିଛି ଯେ ଭୁବନ ସହରର ନୂଆଭୁବନ ବାସିନ୍ଦା ସ୍ୱର୍ଗତ ଙ୍କ ପୁଅ ମାଧବାନନ୍ଦ ସାହୁ (୫୯) ଗୁରୁବାର!-->…
ମଠକରଗୋଳା କଲେଜରେ ରକ୍ତଦାନ ଶିବିର ; ୬୫ ୟୁନିଟ ସଂଗ୍ରହ
ମଠକରଗୋଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି ରକ୍ତଦାନ ଶିବିର । ଏହି ଶିବିରକୁ ଅଧକ୍ଷ ଚିତରଂଜନ ଦାସ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥାର ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସେବାସଂସ୍ଥା ଆୟୋଜନାରେ ରକ୍ତଦାନ ଶିବିରରୁ ୬୫ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଢେଙ୍କାନାଳ ରକ୍ତ!-->…
ରେଲୱେ ଟ୍ରାକରୁ ମେଟାଲ ଚୋରି ଅଭିଯୋଗରେ କବାଡି ମାଲିକ ସହ ୨ ଗିରଫ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରୁ ଇଂଜିନିୟରିଂ ମେଟାଲ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ରେଲୱେ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କାମାକ୍ଷାନଗର ମେନରୋଡ଼ ସ୍ଥିତ ଏସାର ପେଟ୍ରୋଲ ପମ୍ପ ପାଖ କବାଡି ଦୋକାନର ମାଲିକ ଏମ.ଡି!-->…
କଙ୍କଡ଼ାହାଡ଼ କଲେଜରେ ଜାତୀୟ ସେବା ଦିବସ ପାଳିତ
କଙ୍କଡ଼ାହାଡ଼ କଲେଜ ପରିସରରେ" ଜାତୀୟ ସେବା ଯୋଜନା" ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ କୋଭିଡ-୧୯ କଟକଣା ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ସଭାପତିତ୍ବ କରି ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏହି ଦିବସର ଗୁରୁତ୍ୱ ବିଷୟରେ ସ୍ବେଚ୍ଛାସେବୀ ଓ ଛାତ୍ର ଛାତ୍ରୀ ମାନଙ୍କୁ!-->…