News
lipub
samparksetu

ପ୍ରକାଶ ପାଇଲା ହିନ୍ଦୋଳ ବିଜ୍ଞାପିତ ପରିଷଦର ଅନାସ୍ଥା ପ୍ରସ୍ତାବ ଫଳାଫଳ ; ୧୨-୦ରେ ଅନାସ୍ଥା ହାରିଲେ ଅଧକ୍ଷା ରୀନା…

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୀର୍ଘ ଦଶମାସ ଧରି ଚାଲିଥିବା ଅନାସ୍ଥା ଫଳାଫଳର କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି! ସୂଚନା ଥାଉ କି ପରିଷଦର ଅଧକ୍ଷା ଶ୍ରୀମତୀ ରୀନା ବେହେରାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବାରଜଣ ଦଳୀୟ କାଉଁସିଲର ଅଧକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା

ବିଲ ଭିତରୁ ଚାଷୀର ମୃତଦେହ ଉଦ୍ଧାର, ଦନ୍ତା ଆକ୍ରମଣ ରେ ମୃତ୍ୟୁ ଘଟିଥିବାର ସୂଚନା

ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳ ମୁଣ୍ଡା ଗ୍ରାମରେ ଅଘଟଣ ରାତିରେ ବିଲ ଜଗିଥିବା ବେଳେ ସକାଳୁ ଉଦ୍ଧାର ହେଲା ଚାଷୀର ମୃତଦେହ । ସୂଚନା ଅନୁଯାୟୀ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ଗାଁର ଉପେନ୍ଦ୍ର ଅମାତ କୁମ୍ଭୀରପଶି ସ୍ଥିତ ନିଜ ଚାଷ

ଆମ୍ବଖୋଲ କାଟେଣୀ ଗାଁରେ ପାନୀୟଜଳ ସମସ୍ଯା

ନଳକୂପ ଅଛି ହେଲେ ଏହାର ପଣି ପାନୀୟ ଯୋଗ୍ୟ ନୁହେଁ କି ରୋଷେଇରେ ମଧ୍ୟ ବ୍ୟବହାର ଯୋଗ୍ୟ ନୁହେଁ। ନଳକୂପ ଦୁଇଟିର ପାଣି କ୍ଷାରୀୟ ହୋଇଥିବା ସହ ପାଣିରେ ଗୁଣ୍ଡ ଆସିବା ହେତୁ କୌଣସି କାମରେ ଆସୁ ନାହିଁ। ଏହି କାରଣ ପାଇଁ ଗାଁ ଠାରୁ ୩୦୦ ମିଟର ଦୂରରେ ଥିବା କୂଅରୁ ପାଣି ଆଣିବାକୁ ଯାଆନ୍ତି ଗାଁ ର

ଦୋକାନ ଘରୁ ଚୋରି ପରେ ଘରେ ମଧ୍ୟ କଳାକନା ବୁଲାଇଲେ ଦୁର୍ବୃତ୍ତ !

ବାରମ୍ବାର ଦୋକାନରୁ ଚୋରି ହେବା ପରେ ଦୋକାନ ଘରେ ରାତିରେ ଶୋଇଲା ପରେ ଘରୁ ଘରକରଣା ସାମଗ୍ରୀ ଚୋରି। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ତୁମୁଁସିଙ୍ଗା ଗାଁ ର ବିଦୁଲତା ବିଶ୍ବାଳ(୩୬) ଛୋଟ ଦୋକାନ କରି ନିଜ ପରିବାର ଚଳାନ୍ତି। ସ୍ବାମୀ ନଥିବାରୁ ସବୁ ଦାୟିତ୍ଵ ତାଙ୍କ ଉପରେ।

ରାସନରୁ ବଞ୍ଚିତ ଦିବ୍ଯାଙ୍ଗ ଦୁଲଣା

୩୦ ବର୍ଷ ବୟସରେ ମାନସିକ ଭାରସାମ୍ୟ ହରାଇ ପରିବାର ପାଇଁ ସାହାରା ହେବା ପରିବର୍ତ୍ତେ ଅନ୍ୟର ସାହାରା ନେଇ ବଞ୍ଚିଛନ୍ତି ଦୁଲଣା ପରୀଡା। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁ ର ଯୁଧିଷ୍ଠିର ପରୀଡାଙ୍କ ପତ୍ନୀ ଦୁଲଣା। ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ଡାକ୍ତର ମଧ୍ୟ

ଆବାସ ଯୋଜନା ରଞ୍ଜିତାଙ୍କ ପାଇଁ ସାତଶପନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ଅତିଣ୍ଡା ଗ୍ରାମର ରଞ୍ଜିତା ପ୍ରଧାନ ଙ୍କ ପାଇଁ ଆବାସ ଯୋଜନା ସାତଶପନ ପାଲଟିଛି l ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡି ପଡିଛି l ରଞ୍ଜିତାଙ୍କ ଘର ଆସବାବପତ୍ର ନଷ୍ଟ ହୋଇଯାଇଛି, ପରିବାର ଅବସ୍ଥା ଦୟନିୟ ସ୍ଥିତିରେ ଚାଲିଛି ।

ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ଶ୍ରୀମୁଳା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି ସଚିବ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଆଜି ଦିନ କାମାକ୍ଷାନଗର ବ୍ଳକ ଶ୍ରୀମୁଳା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜକୁମାର ସେଠୀ, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ

ଢେ଼ଙ୍କାନାଳ ରେଲୱେ ଷ୍ଟେସନରେ ନୂତନ ଷ୍ଟେସନ ପ୍ରଵନ୍ଧକ ଭାବେ ଯୋଗ ଦେଲେ ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ

ପୂର୍ବତଟ ରେଲୱେର ଢେ଼ଙ୍କାନାଳ ରେଲୱେ ଷ୍ଟେସନରେ ନୂତନ ଷ୍ଟେସନ ପ୍ରଵନ୍ଧକ ଭାବେ ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ ଗତ ୧୦ ସେପ୍ଟେମ୍ବରକୁ ପଦଭାର ଗ୍ରହଣ କରିଛନ୍ତି | ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ ଢେ଼ଙ୍କାନାଳ ଷ୍ଟେସନରେ ଷ୍ଟେସନ ପ୍ରଵନ୍ଧକ ଭାବେ ଯୋଗ ଦେଵା ପୁର୍ବରୁ ପୂର୍ବତଟ ରେଲୱେର

ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଆଣିଦେଲା ଲୁହ

ଯେଉଁ ଧାନ କ୍ଷେତ ଏବେ ହସିବା କଥା ସେଠାରେ ଧାନର ଚିହ୍ନ ନାହିଁ। କେଉଁ ଜମିରେ ଗୋରୁ ଚରିଲେଣି ତ କେଉଁଠି ପାଣି ଅଭାବରୁ ବିହୁଡା ବେଉଷଣ କାମ ହୋଇପାରି ନାହିଁ। କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତ ତଥା ଏହି ରାଜସ୍ବ ନୀରିକ୍ଷକ ଅଧିନ ଖୁଣ୍ଟବାଟି ଗାଁ। ଗାଁ ର ସମୁଦାୟ ଜମି ଶହେ ପଚାଶ

।। ବର୍ଷା ।।

ଏଇ ବର୍ଷାର ଆଗମନରେଏକ ଅହେତୁକ ଆକର୍ଷଣ ସାଥେମୂର୍ଚ୍ଛନା ହୋଇ ନାଚି ଉଠୁମୋର ହୃଦୟ ଅବସନ୍ନ ଓ କ୍ଲାନ୍ତିରେଥକି ଯାଇଥିବା ର ଅଭିଯୋଗଅହରହ ଖୁବ୍ କୋଳାହଳସୃଷ୍ଟି କରୁଛି ଜୀବନରେ ପତ୍ରଝଡ଼ା ଦେଇଥିବାଏ ଶୁଖିଲା ଗଛର ଡାଳଅନେକ ଦିନରୁ ଖୋଜିବୁଲୁଚିବିହଙ୍ଗ ବିଚରଣ ଏକ ନୂତନ ଅୟମାରମ୍ଭ
error: Content is protected !!