ଗୁଣ୍ଡିଚାପଡ଼ା ସାରଳା କ୍ଲବ୍ ବିଜୟୀ ଘୋଷଣା
ଗଣେଶ ଚତୁର୍ଥୀ ଉପଲକ୍ଷେ ଢେଙ୍କାନାଳ ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ମର୍ଣିଙ୍ଗକ୍ଲବ୍ ଢେଙ୍କାନାଳ ଏବଂ ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।
ମ୍ୟାଚର ୨୩ ମିନିଟ୍ ରେ ସାରଳା କ୍ଲବ୍ ତରଫରୁ ଶେଖ୍ ମୁଜାହିର୍ ଅହମ୍ମଦ (ଲୁଲୁ)!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୯ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 09-09-2021Number of new Positive cases-09Institutional Quarantine-NilHome Quarantine-07Local Contacts-NilIn Hospital-02
Block/ULB wise new Positive cases:
Hindol-03(Gopalpur-1, Nuabaga-1,!-->!-->!-->!-->!-->!-->!-->…
୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ ସମ୍ପାଦନା ନିମନ୍ତେ ପୁରସ୍କୃତ ହେଲେ ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ…
୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ ସମ୍ପାଦନା ନିମନ୍ତେ ପୁରସ୍କୃତ ହେଲେ ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ କର୍ମଚାରୀ
ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ କର୍ମଚାରୀ ଙ୍କୁ ଓଡ଼ିଶା ପୋଲିସ ମହା ନିର୍ଦେଶକଙ୍କ ସ୍ୱୀକୃତି କ୍ରମେ ୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ!-->!-->!-->…
ଦରମା ବୃଦ୍ଧି ଏବଂ ଛଟେଇ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ସଂଘର ଦାବିପତ୍ର
ଢେଙ୍କାନାଳ ଜିଲ୍ଲା ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ସଂଘ ୩ ଦଫା ଦାବି ନେଇ ଦରମା ବୃଦ୍ଧି ଏବଂ ଛଟେଇ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ଜିଲ୍ଲାରେ ୫୯ ଜଣ ଭିନ୍ନକ୍ଷମ ଶିକ୍ଷା!-->!-->!-->…
ଚୋରା କୋଇଲା ଟ୍ରକ ଜବତ, ଡ୍ରାଇଭର ଗିରଫ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ଠାରେ ଏକ ଚୋରାକୋଇଲା ବୋଝେଇ ଟ୍ରକକୁ ପୋଲିସ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି ।
ପୋଲିସ ପାଟ୍ରୋଲିଂ ସମୟରେ ଏକ ୧୨ ଚକିଆ ଟ୍ରକ ନଂ ଓଡି୧୬ବି୯୮୨୮ରେ କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ!-->!-->!-->…
ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ
କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମ ନିକଟ ଏକ ଆମ୍ବଗଛରେ ଯୁବକଙ୍କ ମୃତ ଦେହ ଆଜି ଝୁଲୁଥିବାର ଦେଖିବାକୁ ମିଳିଛି ।ଯୁବକ ଜଣକ ଏକ କଳାରଙ୍ଗର ହାପପ୍ୟାଣ୍ଟ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ପାଦରେ ଚପଲ ମଧ୍ୟ ପିନ୍ଧିଛନ୍ତି।
ବାଙ୍ଗୁରା ଗାଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ!-->!-->!-->…
ପାନ ବ୍ୟବସାୟୀଙ୍କୁ ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ୩ ଗିରଫ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ରାସ୍ତାର ଲୁଟ ଘଟଣାରେ ପୋଲିସ ମୁଖ୍ୟ ଅପରାଧୀକୁ ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲ କଲେଜରୁ ଚିକିତ୍ସାଧିନ ଅବସ୍ଥାରେ ଗିରଫ କରିଛି ।
ଅନ୍ୟ ତିନି ଅପରାଧୀଙ୍କୁ ଦଦରାଘାଟି କଲୋନୀରୁ ଗରିଫ କରି କୋର୍ଟ ଚାଲାଣ କରିଛି ।!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨ ଟି କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-12Institutional Quarantine-NilHome Quarantine-11Local Contacts-NilIn Hospital-01
Block/ULB wise new Positive cases:
Kamakhyanagar block-06(Sidheswari High School)
Odapada block-04(Ekgharia-1, Nua!-->!-->!-->!-->!-->!-->!-->…
ଯୋରନ୍ଦା ମହିମାଗାଦିରେ ନବାନ୍ନ ଉତ୍ସବ, ଓଡିଶାର ପୁରପଲ୍ଲୀରୁ ଭକ୍ତଙ୍କ ସମାଗମ ; ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ…
ବିଶ୍ବବିଦିତ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦୀରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ପକ୍ଷ ଦ୍ବିତୀୟା ଅବସରରେ ମହିମା ଧର୍ମର ପରମ୍ପରା ମୁତାବକ ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ ନିକଟରେ ନୂଆ ଲାଗି କରାଯାଇଛି । ଏହାକୁ ମହିମାଗାଦିରେ!-->…
ପାଟରପଦା ଗାଁ ରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ ; ଅଧାରେ ବନ୍ଦ ହେଲା ଜନଶୁଣାଣି
ଆଧୁନିକ ଯୁଗରେ ଲୋକମାନେ ଯେଉଁ ଜୀବନଶୈଳୀ ନିର୍ବାହ କରୁଛନ୍ତି, ତାହା ଦ୍ବାରା କୁଢ଼ କୁଢ଼ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ପରିସ୍ଥିତି ଏପରି ହେଲାଣି ସୁଦ୍ଧ ଜଳ ବା ବାୟୁ ଟିକିଏ ପାଇବାକୁ ସଂଘର୍ଷ କରିବାକୁ ପଡୁଛି। ସହର ବଜାର ପରିସ୍ଥିତି ତ ଅତି ଗମ୍ଭୀର!
ତେବେ ଏହି ସବୁ ବର୍ଜ୍ୟବସ୍ତୁର!-->!-->!-->…