News
lipub
samparksetu

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ଦ୍ୱାରା କୋକ୍ ଓଭେନ୍ ବର୍ଜ୍ୟଜଳର ଉପଚାର ପାଇଁ ଇଷ୍ପାତ ଉଦ୍ୟୋଗର ବିଶ୍ୱର ପ୍ରଥମ ୟୁଭି…

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପରିବେଶୀୟ ଉତ୍କର୍ଷତା ହାସଲ କରିବା ଅଭିମୁଖେ ଏକ ପଦକ୍ଷେପଭାବେ ଏହାର କୋକ୍ ଓଭେନ୍ ବର୍ଜ୍ୟଜଳରେ ସିଆନାଇଡ଼୍ ଉପଚାର ଲାଗି ଅତ୍ୟାଧୁନିକ ଅଲଟ୍ରାଭାଓଲେଟ୍ (ୟୁଭି) ଅକ୍ସିଡ଼େସନ୍ ଟେକ୍ନୋଲୋଜିକୁ ଆପଣାଇଛି । ଏଥିଲାଗି ନିଜର ମୂଳ କମ୍ପାନୀ ଟାଟା ଷ୍ଟିଲ୍‌ର ଗବେଷଣା ଓ

ଅଭିନବ ଉପାୟରେ କାନ ଧରି ପ୍ରତିବାଦ

ସାତ ବର୍ଷ ମଧ୍ୟରେ ୧୨୫ ଦିନ ଧାରଣା ଓ ୧୭ ଦିନ ଆମରଣ ଅନଶନ ପରେ ବି କିଛି ସୁଫଳ ମିଳି ନାହିଁ। ଶେଷରେ ଅଭିନବ ଉପାୟରେ କାନ ଧରି ପ୍ରତିବାଦ କରିଛନ୍ତି। ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ ପଦବୀ ପୂରଣ ନିମନ୍ତେ ୨୦୧୪ ମସିହାରୁ ଆଜି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇଛନ୍ତି ଅଯୋଗ୍ୟ ହିତାଧୀକାରୀ!

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ବିଳାସ ସାହୁ ପିତା ବଂଶୀଧର ସାହୁଙ୍କୁ ୨୦୧୯-୨୦ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ମଞ୍ଜୁର କ୍ରମାଙ୍କ ସଂଖ୍ୟା OR07004/4/2349) ଅନୁଯାୟୀ ଘର କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ବଂଶୀଧରଙ୍କ ସାତ ଝିଅ ମଧ୍ୟରୁ ବିଳାସ ଜଣେ, ପର ଘରେ

ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ଡ. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଅସମ୍ମାନ ପ୍ରତିବାଦ ରେ ଢେଙ୍କାନାଳ…

ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ଡ. ବାବାସାହେବ ଆମ୍ବେଦକର ଙ୍କ ପ୍ରତି ଅସଂମ୍ମାନ ପ୍ରତିବାଦ ରେ ଆଜି ଜିଲ୍ଲା ବିଜେପି ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ଦ୍ୱାରା ପିଙ୍ଗୁଆ ଠାରେ ଏକ ପ୍ରେସ ମିଟ ର ଆୟୋଜନ କରାଯାଇଥିଲା l ସୂଚନା ଯୋଗ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ନିର୍ବାଚନ

କୋଭିଡ କଟକଣାରେ ଜିଲ୍ଲାରେ ୧୨ ରୁ ଖୋଲିବ ସବୁଧର୍ମାନୁଷ୍ଠାନ ;ରବିବାର ଏବଂ ସୋମବାର ବନ୍ଦ ରହିବ ଶିବ ମନ୍ଦିର

ଢେଙ୍କାନାଳ ଜିଲ୍ଲାରେ ଆସନ୍ତା ୧୨ ତାରଖି ଠାରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ କୋଭିଡ କଟକଣା ମଧ୍ୟରେ ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଳାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ

ଅଭାବି ବର୍ଷା ପରେ ଦାଉ ସାଜିଲା ଶୁଖିଲା କେନାଲ

ଶ୍ରାବଣ ମାସରେ ବର୍ଷା ଲୁଚକାଳି ଖେଳୁଛି। ଅଭାବି ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ଉପୁଜିଅଛି। ଅନେକ ତଳିବିଲରେ ଧାନତଳି ପାଚିଗଲାଣି ତ ବୁଣା ବିଲରେ ପାଣି ଅଭାବ ଯୋଗୁଁ ବିହୁଡା ବେଉଷଣ ହୋଇ ପାରି ନାହିଁ। କାମାକ୍ଷାନଗର ବ୍ଲକର ପାରିମାଳ ଅଞ୍ଚଳର କୋଟଗରା, କନ୍ତିଓପୁଟସାହି,

୪ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ;ସୁରକ୍ଷାକର୍ମୀ ଓ ପୋଲିସ ଯୋଗୁଁ ବର୍ତ୍ତିଲା ଯୁବକ !

ଢେଙ୍କାନାଳ ମୁଖ୍ୟ ଚିକତ୍ସି ।ଳୟରେ ଆତ୍ମହତ୍ୟା କରବାକୁ ଉଦ୍ୟମ କରୁଥିବା ଏକ ଯୁବକକୁ ସୁରକ୍ଷାକର୍ମୀ ଏବଂ ପୋଲିସଙ୍କ ଉଦ୍ୟମରେ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି । ଦକ୍ଷଣିକାଳୀ ଅଞ୍ଚଳର ରବିନାରାୟଣ ବେହେରାଙ୍କ ପଅୁ ରଜନୀକାନ୍ତ ନିଶା ସେବନ କରି ୪ ମହଲାର ପରୁଷ ବିଭାଗ ମେଡସିନ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଜୀବନ

ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଭେଜିଆ ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତ ବ୍ୟକ୍ତି ଜଣଙ୍କ ବିରୋବିଲେଇ ଗ୍ରାମର ଅବସର ଶିକ୍ଷକ ରମେଶ କୁମାର ପ୍ରଧାନ । ଏବଂ ଗୁରୁତର ଜଣଙ୍କ କୁଲେଇ

ବର୍ଷ ବର୍ଷ ଧରି ପର ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ପରିବାର

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁ ର ବାସନ୍ତୀ ନାଏକ, ବୟସ ୭୦ ବର୍ଷ ପାଖାପାଖି। ସ୍ବାମୀ କେଉଁ କାଳରୁ ଛାଡି ଆରପାରିକୁ ଚାଲିଗଲେଣି। ପରୀବାରର ଦୁଇ ପୁଅ, ବଡ଼ ବହୁ ଓ ନାତୁଣୀ ମିଶି ୬ ଜଣ। ସମସ୍ତଙ୍କ ବୋଝ ବଡ଼ ପୁଅ ଡାକ୍ତର ନାଏକଙ୍କ କାନ୍ଧରେ। ଡାକ୍ତର ପେଶାରେ ଜଣେ
error: Content is protected !!