News
lipub
samparksetu

ବାପା ଥିଲେ ରୋଷେୟା , ପୁଅ ଏବେ ଆଇଏସଏସ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ତଳବେରଣା ଗ୍ରାମର ଶ୍ରୀ ପ୍ରଫୁଲ୍ଲ ଦାସ ଏବଂ ଝରଣା ଦାସ ଙ୍କ ୨ୟ ପୁତ୍ର ଡ଼ଃ ପ୍ରଭାତ ଦାସ ୟୁପିଏସସି ଅଧୀନରେ ଥିବା ଆଇଏସଏସ ୨୦୨୦ ପରୀକ୍ଷାରେ ସଫଳତା ଅର୍ଜନ କରି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ଵ ଆଣିଛନ୍ତି । ସର୍ଵଭାରତୀୟ ସ୍ତରରେ ଆଇ ଏସ ଏସ ପାଇଁ

ସଡ଼କ ଦୁର୍ଘଟଣା ରେ ଯୁବକ ମୃତ !

ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ରଙ୍ଗଥଳୀ ନିକଟରେ ସଡ଼କ ଦୁର୍ଘଟଣାରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଘାଗରାମୁଣ୍ଡା ପଞ୍ଚାୟତ ଖଇରିମୁଣ୍ଡା ର ଟିକୁ କବାଟ। ସୂଚନା ଅନୁଯାୟୀ , ଟିକୁ ତାଙ୍କ ଭିଣୋଇ ଘରକୁ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା

ଅଦିନର ଝଡିଗଲା ୨ଜୀବନ ;ପାଇଖାନା ଟାଙ୍କି ରେ ପଡ଼ି ୨ ଶିଶୁ ମୃତ !

ପାଇଖାନ। ଟାଙ୍କିରେ ପଡ଼ି ୨ ଶିଶୁ ମୃତ । ଭୁବନ ଥାନା କହ୍ନେଇପାଳ ଗାଁର ପାତ୍ରସାହି ରେଆଜି ସାନ୍ଧ୍ୟ। ପ୍ରାୟ ୬ଟା ବେଳେ ୨ ଶିଶୁ ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତର ଖାନାଁରେ ଗାଁ ର ଗାଡି ସାହାଯ୍ୟ ରେ ନିଆଯାଇଥିଲା ।

ଦୁଇବର୍ଷ ହେଲା କୋଟଗରା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର ସାଳିଆ ଗ୍ରାମରେ ୨ ରୁ ୩ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଉପସ୍ବାସ୍ଥ୍ୟ କେନ୍ଦ୍ର । ଏଠି ପାଇଁ ଯେ ଏହି ଗ୍ରାମ ଉପରେ ପାଖାପାଖି ୧୦ ଟି ଗ୍ରାମର ୫୦୦୦ ହଜାର ରୁ ଉର୍ଧ ଲୋକ ଏହିଠାରେ ନିଜର ପ୍ରାଥମିକ ଚିକିତ୍ସାର ସୁବିଧା

ଶ୍ରାବଣ ଆଣି ଦେଇଛି ଆନନ୍ଦ, ବର୍ଷା ଆଣିଲା ସଞ୍ଜିବନୀ

ମୌସୁମୀ ବର୍ଷାର ବୁଣା ଓ ତଳି ପକାରେ ହୋଇଥିଲା ଅହେତୁକ ବିଳମ୍ବ, ୮୦ ପ୍ରତିଶତ ଜମିରେ ଧାନ ତଳି କିମ୍ବା ଧାନ ବେଉଷଣ କାର୍ଯ୍ୟ ବର୍ଷାର ଅନିୟମିତତା ଯୋଗୁ ପ୍ରାୟ ହୋଇପାରି ନ ଥିଲା। ଯାହା ଦ୍ଵାରା ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଗତ କିଛି ଦିନର ବର୍ଷା ଚାଷୀଙ୍କ ମନରେ

ଦରଖାସ୍ତ

ସମୟ ବଦଳି ଗଲାଣିମଣିଷ, ପାଣି, ପବନହଜିଗଲାଣି ମଣିଷପଣିଆମାନବିକତା…. ଆଜି ଯେ ରାଜେନ୍ଦ୍ରାସନେକାଲି ସେ ଫକୀରଏକଥାକୁ ଭୁଲି ଜନେକ୍ଷମତାର କରନ୍ତିଅପବ୍ୟବହାର… ଯଦି ଆପଣାର ଭାବିଦୁଃଖ ଜଣାଅ ସେ ହିଁତୁମକୁ କରିବ ବ୍ୟବହାର….ହେ ଈଶ୍ୱର, ପଚାରେତୁମକୁ ଏ କେମିତିକାବିଚାର ତୁମର.. ?ଯିଏ

ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତ ର ଅରାଚୁଆ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ମହିଳା ଙ୍କର ମୃତ ହୋଇଛି । ମୃତକ ଜଣଙ୍କ ଧନିଆନାଳୀ ଗ୍ରାମରୁ ବାସନ୍ତୀ ଦାସ(୪୦) ସୂଚନା ଅନୁଯାୟୀ , ସେ ବିଲବାଡ଼ି କାମ କରିବାକୁ ମଠତେନ୍ତୁଳିଆ କୁ ଆସୁଥିବା ବାଟରେ ଏକ ଅଜଣା

କପିଳାସ ଉଚ୍ଚମାଧ୍ୟମିକ କଲେଜ ରେ ଅବସର କାଳୀନ ବିଦାୟ ସଭା ଅନୁଷ୍ଠିତ

ଆଜି କପିଳାସ ଉଚ୍ଚମାଧ୍ୟମିକ କଲେଜ ର ଚତୁର୍ଥଶ୍ରେଣୀ କର୍ମଚାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା ଙ୍କ ଅବସର କାଳୀନ ବିଦାୟ ସଭା କଲେଜର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ୧୯୮୮ମସିହାରୁ କଲେଜ ରେ ଯୋଗଦେଇଥିବା ମନୋଜ କଲେଜର ସମସ୍ତ ସୁଖ,ଦୁଃଖ

କରୋନା ପାଇଁ ପରିବାର ପ୍ରତିପୋଷଣ ଚିନ୍ତାରେ ରାମେଶ୍ଵର ମନ୍ଦିର ସେବାୟତ

କାମାକ୍ଷନଗର ରେ ଥିବା ପ୍ରସିଦ୍ଧ ଶୈବପୀଠ ରାମେଶ୍ଵର ମନ୍ଦିର ବଂଶାନୁକ୍ରମିକ ମହଦେବ ସେବା କରିଆସୁଛନ୍ତି ୬ଟି ପରିବାର |ମନ୍ଦିର ଟି ଦେବୋତ୍ତର ବିଭାଗ ଅଧୀନରେ ଥାଇ ମଧ୍ଯ ସେବାୟତ ଙ୍କୁ କୌଣସି ପ୍ରକାର ର ସାହାଯ୍ଯ ମିଳୁନାହିଁ | ମନ୍ଦିରରେ ଥିବା ୬ଟି ପରିବାର କରୋନା ପୂର୍ବରୁ ମନ୍ଦିର କୁ
error: Content is protected !!