News
lipub
samparksetu

ଟିକା ନେଇ ଶିଶୁ ମୃତ୍ୟୁ ; ଅଭିଯୋଗ ଆଣିଲେ ପରିବାର

ଟିକା ନେଇ ଶିଶୁ ମୃତ୍ୟୁର ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରେ। ଗ୍ରାମର ମହେଶ୍ୱର ଦାସଙ୍କର ୨ ମାସର ଝିଅ ଆଜି ଟିକା ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧.୩୦ ଘଟିକାରେ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ,ପେଣ୍ଟାଭାଇରସ ଓ ନୂତନ ଭାବେ ଆସିଥିବା

ସୂର୍ଯ୍ୟଙ୍କ ପ୍ରଥମ ସୁନେଲି କିରଣ

ସୂର୍ଯ୍ୟଙ୍କ ପ୍ରଥମ ସୁନେଲି କିରଣଧରାକୁ ଯେ ଛୁଇଁ ଗଲାଘାସ ଗାଲିଚାରେ ବରଷାର ଟୋପାମୋତି ପରି ଦେଖାଗଲା ।ବାଛୁରୀଟି ଭଲ ଡିଆଁ ମାରୁ ଅଛିଲାଙ୍ଗୁଡ ଦେଇଛି ଟେକିହମ୍ବା ରଡି କରି ଧାଇଁ ଆସୁଥାଏତା ମାଆ ଦିଅଇ ଚାଟି ।ଆମ୍ବ ଗଛ ଡାଳେ ହନୁ ମାଙ୍କଡ଼ଟିମାରୁଅଛି ଭଲ ଡିଆଁଥଣ୍ଟେ ରୁଟି ଧରି ଚାଳ ପରେ

“ଢେଙ୍କାନାଳ ମୋର ଜନମଭୂଇଁ”

ଢେଙ୍କାନାଳ ମୋର ଜନମଭୂଇଁମୋ' ମାଟି ମାଆର ତୁଳନା ନାହିଁ,ନଈ ନାଳ କ୍ଷେତ ବଣ ପରବତସବୁଜିମା ଭରା ପାହାଡଭୂଇଁ।ଢେଙ୍କାନାଳ…ସାତ ପରବତ ମାଳା ଶିଖରକପିଳାସ ରୂପ ଶୋଭା ଆଧାର,ମାଆର ମୁକୁଟ ପରାୟେ ଶୋଭଇଭାଷାରେ ବର୍ଣ୍ଣିବା ସହଜ ନୋହି। ଢେଙ୍କାନାଳ…ସପ୍ତଶଯ୍ୟା ଗିରି କନ୍ଦର ଶୋଭାତା' ବନଝରଣା

ପାରିବାରିକ କଳହ କୁ ନେଇ ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା !

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା , ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ।ଜଂଖିରା ଗ୍ରାମର ବଳିଆ ନାୟକ ନିଜ ସ୍ତ୍ରୀ ଫୁଲ ନାୟକ ଙ୍କୁ ନେଇ ୩ଦିନ ତଳେ ତରଭା ନିଜ ଶ୍ୱଶୁର ଘରକୁ ଆସିଥିଲେ । ତେବେ ତାଙ୍କ ମଧ୍ୟରେ ପାରିବାରିକ କଳହ ପରେ ବଳିଆ

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପରମହଂସପୁର ଛକ ନିକଟରେ ପୋଖରୀ କୁ ଗାଧୋଇ ଯାଇଥିବା ବେଳେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଲେ କନ୍ଦରସିଂହା ଗ୍ରାମର ବାନାମ୍ବର ବିଶ୍ଵାଳ (୫୧) । ସୂଚନା ଅନୁଯାୟୀ ,ପରମହଂସପୁର ର ଏକ ହୋଟେଲ ରେ କାର୍ଯ୍ୟରତ ଥିଲେ । ସେ ଆଜି ଦିନ

ଗାଧୋଇବାକୁ ଯାଇ ଆଉ ଫେରିଲେନି , ପୋଖରୀ ରୁ ମିଳିଲା ମୃତଦେହ

ପୋଖରୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଖରିଡାଳି ଗ୍ରାମରେ ଆଜି ସକାଳୁ ଗ୍ରାମର ପୋଖରୀ ରେ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବୃଦ୍ଧ ଜଣଙ୍କ ଉକ୍ତ ଗ୍ରାମର ଲିଙ୍ଗ ପଧାନ (୬୦) ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ ,ସୋମବାର

ଲଗାଣ ବର୍ଷାରେ ଭାଙ୍ଗିଲା ୬୦ ବର୍ଷର କୂଅ; ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ

ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତର ସିଂହଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ୬୦ ବର୍ଷୀୟ କୂଅ ରବିବାର ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି । ଉକ୍ତ ଗ୍ରାମର ୨୦୦ ପରିବାର ପାନୀୟ ଜଳ ପାଇଁ ଉକ୍ତ କୂଅ ଉପରେ ନିର୍ଭର କରନ୍ତି । ଲଗାଣ ବର୍ଷାରେ ମାଟି ଅତଡ଼ା ଖସି କୂଅଟି ଭଶୁଡ଼ି ପଡିଛି
error: Content is protected !!