News
lipub
samparksetu

” ପ୍ରାୟଶ୍ଚିତ “

ପ୍ରାୟଶ୍ଚିତ ର ଅଗ୍ନିର ଜ୍ୱାଳାରେଉତ୍ତାପରେ ସିଜି ଯାଏପ୍ରେମିକାର ହୃଦୟରେତଥାବି ପ୍ରାୟଶ୍ଚିତ ଖୋଜେ ତା ପ୍ରେମରେ || ଖାଲି ଅନୁତାପ, ଅବସାଦ ଆଉ ଅବଶୋଷବିଦଗ୍ଧ କ୍ଷତାକ୍ତ ହୋଇ ଉଠେମନ ଆଉ ଅଷ୍ଟାଙ୍ଗ ଶରୀର ର ସବୁ ଶୋଷ || ଜିଜ୍ଞାସା ଜ୍ୱାଳାରେମନ ଥାଏ ସ୍ବପ୍ନ ସ୍ମଶାନରେ ,ଅଶ୍ରୁ ସବୁ

ନୂଆ ଶିକ୍ଷାନୀତିରେ ଗବେଷଣା ପାଇଁ ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

ଘୋଷଣା ହୋଇଛି ନୂଆ ଜାତୀୟ ଶିକ୍ଷା ନୀତିଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନ ହେବ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ । ଏହା ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ (ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି

ମିଶନ ଶକ୍ତି ଶୌଚାଳୟ ହଡପ !

ଢେଙ୍କାନାଳ ବସଦର ବ୍ଲକ ଅନ୍ତର୍ଗତ ମାଣିପୁର ଦୁଇ ନମ୍ବର ୱାର୍ଡ ହରିଜନ ସାହିରେ ମିଶନ ଶକ୍ତି ଶୌଚାଳୟକୁ ହରିଜନ ସାହିରେ ନକରି ସବର୍ଣ୍ଣ ସାହିରେ କରାଯାଇଥିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଶୌଚାଳୟ ସବର୍ଣ୍ଣ ସାହିରେ ନିର୍ମାଣ କରି ହରିଜନ ସାହିରେ ହୋଇଥିବାର ଦର୍ଶା

ଦେଢ଼ ବର୍ଷ ହେବ ଶଯ୍ୟାଶାୟୀ ବାବୁଲି !

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ କାଳିଆହତା ଗ୍ରାମର ଦଣ୍ଡଧର ପ୍ରଧାନଙ୍କ ପୁଅ ବାବୁଲି ପ୍ରଧାନ, ବୟସ ମାତ୍ର ୧୭ ବର୍ଷ ,ସାଙ୍ଗପିଲା ମାନଙ୍କ ସହିତ ଖେଳୁ ଥିବା ସମୟରେ ଖସିପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଡାକ୍ତରଖାନାରେ ଜଣାପଡିଲା ମେରୁଦଣ୍ଡର ହାଡ ଟି ଭାଙ୍ଗି

ପିକଅପ ଭ୍ୟାନ -ଟ୍ରକ ମୁହାଁ ମୁହିଁ ଧକ୍କା , ଓଲଟିଲା ଟ୍ରକ ; ଡ୍ରାଇଭର ସମେତ ୩ ଗୁରୁତର !

ଢେଙ୍କାନାଳ ସଦର ଥାନା ବଳଦିଆବନ୍ଧ ନିକଟରେ ଏକ ପିକଅପ ଭ୍ୟାନ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଡ୍ରାଇଭର ସମେତ ୩ଜଣ ଆହତ ହୋଇଛନ୍ତି । ଆହତ ୩ଜଣ ହେଲେ ମହାରାଷ୍ଟ୍ର ର ଓଁ ପ୍ରକାଶ ଯାଦବ ଏବଂ ଅନ୍ୟ ୨ଜଣ ଙ୍କ ପରିଚୟ ମିଳି ପାରିନି । ସୂଚନା ଅନୁଯାୟୀ , ଟ୍ରକ ଟି କଟକ ରୁ

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ, ଶ୍ରେଣୀଗୃହରେ ପଢିଲେ ଛାତ୍ରଛାତ୍ରୀ

ଦୀର୍ଘଦିନ ପରେ ବାଜିଲା ଘଣ୍ଟି ଛାତ୍ରଛାତ୍ରୀ ଙ୍କ ପାଇଁ ଖୋଲିଲା ସ୍କୁଲ ।  କରୋନା କଟକଣା ଭିତରେ ଆଜିଠାରୁ ଖୋଲିଚି ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶ୍ରେଣୀଗୃହରେ  ପାଠପଢା ଆରମ୍ଭ କରିଛନ୍ତି । ସରକାର ଜାରି କରିଥିବା ଏସଓପି

ଖାଁ ଖାଁ କପିଳାସ ସୁଭୁନି ବୋଲବମ୍‌ ସ୍ୱର 

ଶ୍ରାବଣ ମାସର ପ୍ରଥମ ସୋମବାର, ଆଜିର ଦିନରେ ଶୈବପୀଠ ଗୁଡିକରେ କାଉଡ଼ିଆଙ୍କ ନାହିଁ ନଥିବାର ଭିଡ଼ ଦେଖିବାକୁ ମିଳିଥାଏ । ମନସ୍କାମନା ପୂରଣ ପାଇଁ କାନ୍ଧରେ ଜଳଭାର ନେଇ ଦେବଦେଵ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ । କିନ୍ତୁ ପୂର୍ବବର୍ଷ ପରି କରୋନା କଟକଣା ଯୋଗୁଁ କାଉଡ଼ିଆଙ୍କ ଉପରେ

ଆଧାର ନଥିବାରୁ ମିଳୁନି ରାଶନ ସାମଗ୍ରୀ ; ଅସହାୟ ରେ ୭ ଆଦିବାସୀ ପରିବାର

ପରିଚୟପତ୍ର କହିଲେ ତାଙ୍କ ପାଖରେ ଭୋଟର ପରିଚୟ ପତ୍ର ଅଛି ହେଲେ ନା ତାଙ୍କର ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ମିଳୁଛି ସରକାରୀ ସହାୟତା! ଭୋଟ ହାତେଇବାକୁ କିଏ ଜଣେ ତାଙ୍କ ପରିବାରର ଭୋଟର ପରିଚୟପତ୍ର କରାଇ ଦେଇଛନ୍ତି ଆଉ ତା ସହ ପୁଳାଏ ମିଛ ପ୍ରତିଶ୍ରୁତି ଦେଇଥିଲେ। ଢେଙ୍କାନାଳ ଜିଲ୍ଲା

ଗାଈ ଗୁହାଳରେ ପାଞ୍ଚ ବର୍ଷ ଧରି ରହି ଆସୁଛନ୍ତି ବୃଦ୍ଧ ଦମ୍ପତ୍ତି!

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଧୁସାହୁପାଟଣାର ଗୁରୁବାରୀ ବେହେରା ଓ ତାଙ୍କ ପତ୍ନୀ। ୨୦୧୧ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ। ଝିଅର ବିବାହରେ କରଜ ବାଡି ଯୋଗୁଁ ଘରଟିକୁ ବାଧ୍ୟ ହୋଇ ବିକ୍ରି କରିବାକୁ ପଡିଲା। ୧୦ କିଲୋ ରାସନ ଓ ଜଣେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି।
error: Content is protected !!