News
lipub
samparksetu

କେନାଲରେ ବୁଡି ନାବାଳିକା ମୃତ !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ପଂଚାୟତ କଟା ଗାଁର କେନାଲରେ ଆଜି ଗାଁର ତପନ ମୁଣ୍ଡାଙ୍କ ଝିଅ ରାଧି ମୁଣ୍ଡା (୧୩) ଗାଧୋଇଲା ବେଳେ ଅସାବଧାନତା ହେତୁ କେନାଲ ରେ ବୁଡ଼ି ଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ

ଭାଙ୍ଗିଲା ରେଙ୍ଗାଳୀ ଡିଷ୍ଟ୍ୟୁବୁଟାରୀ କେନାଲ ; ୧୦ ଫୁଟର ଘାଇ !

ଭୁବନ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଂଚାୟତ ର ଧଳପଡା ଗ୍ରାମର ଚଣ୍ଡୀ ମନ୍ଦିର ନିକଟରେ ନିକଟରେ ଭାଙ୍ଗିଲାଭାଙ୍ଗିଲା ରେଙ୍ଗାଳୀ ଡିଷ୍ଟ୍ୟୁବୁଟାରୀ କେନାଲ । ଉଦଘାଟନ ଗୋଟିଏ ସପ୍ତାହ ପୁରିନଥିବା ବେଳେ ରେଙ୍ଗାଳୀ ବାମ ଚଣ୍ଡୀ ମନ୍ଦିର ନିକଟରେ ୧୦ ଫୁଟର ଘାଈ ଶୃଷ୍ଟି ହୋଇଛି।

ଦନ୍ତାହାତୀ ର ମୃତଦେହ ଠାବ

ଦିନକୁ ଦିନ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । କେତେବଳେ ଦାନ୍ତ ପାଇଁ ଯାଉଛି ଜୀବନ ତ କେତେବଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜୀବନ ହାରୁଛନ୍ତି ଗଜରାଜ, ଗ୍ରାଫ ଦେଖିଲେ ଲାଗୁଛି ସତେ ଯେପରି ଲୋପ ପାଇଯିବେ ଗଜରାଜ । ଏଭଳି ଏକ ଦନ୍ତାହାତୀର ମୃତ ଦେହ ଠାବ କରାଯାଇଛି । ସୂଚନା

ଭୋଜି ଖାଇ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା ; ୬ ଜଣ ଗୁରୁତର !

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମ ରୁ ଢେଙ୍କାନାଳ ଜିଲ୍ଲା ହୋନ୍ଦୋଳ ବ୍ଲକ ଦୁଦୁରକୋଟ ଗ୍ରାମ କୁ ବାହାଘର ଭୋଜି ପାଇଁ ଆସୁଥିବା ଏକ ବୋଲେରୋ ଗାଡି କପିଳାସ ରୋଡ଼ କାଇମାଟି ଛକରେ ଭାରସ୍ୟାମ ହରାଇ ଗଛ ରେ ପିଟିହେବା ଫଳରେ ୬ ଜଣ ଗୁରୁତର ହୋଇଛନ୍ତି । ତାଙ୍କୁ ଅଗ୍ନିକାଣ୍ଡ ଗାଡ଼ି ଯୋଗେ ଜିଲ୍ଲା

ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର !

ପଣ୍ଡୁଆ-ମାର୍ଥାପୁର ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ବାରୁଆଁ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର। ଗୁରୁତର ଆହତ ଯୁବକ ଦ୍ବୟ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ମହୁଲଡଗର ଗାଁ ର ବଟ ବିରୁଆଙ୍କ ପୁତ୍ର ପିଣ୍ଟୁ ବିରୁଆ ଓ ମଧୁ ବାନ୍ଦ୍ରା ଙ୍କ ପୁଅ ନନ୍ଦୁ ବୋଲି

ଗାଧୁଆ ଘରୁ ବିଷଧର ସର୍ପ ଉଦ୍ଧାର

ଭୁବନ ତହସିଲ ଅନ୍ତର୍ଗତ ଦିଘି ପଞ୍ଚାୟତ ସରଦେଇପୁର ଗ୍ରାମର ମନୋଜ ପ୍ରଧାନଙ୍କ ଗାଧୁଆ ଘରୁ ଏକ ବିଷଧର ସର୍ପ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ମନୋଜଙ୍କ ଘର ଲୋକ ଗାଧୁଆ ଘରକୁ ଯାଇଥିବା ବେଳେ ସାପଟିକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସଂସ୍ଥାର ବିକ୍ରମ ସାମଲ

ରାତି ଅଧିଆ ଫଳ ଦୋକାନରୁ ଚୋରି !

ହିନ୍ଦୋଳ ଥାନା ଅନ୍ତର୍ଗତ ମେଡ଼ିକାଲ ଛକରେ ଥିବା ଏକ ଫଳ ଦୋକାନ ଭାଙ୍ଗି ଟଙ୍କା ଓ ଫଳ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ , ମେଡ଼ିକାଲ ଛକରେ ଶ୍ରୀକାନ୍ତ ସାହୁ ଙ୍କ ଫଳ ଦୋକାନରୁ ଦୁର୍ବୃତ୍ତ ରବିବାର ରାତିରେ ଲୁଟ କରି ଫେରାର ହୋଇ ଯାଇଛନ୍ତି ବୋଲି ଥାନାରେ ଅଭିଯୋଗ

ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଟ ଜମିରେ ବେଆଇନ ନିର୍ମାଣ ନେଇ ଜାତୀୟ ଶିଶୁ ଅଧିକାର ଆୟୋଗ କୁ ଅବଗତ କଲେ ସୁପ୍ରିମକୋର୍ଟ…

ଢେଙ୍କାନାଳ ପୋୖରପାଳିକା ୩ ନମ୍ବର ୱାର୍ଡ ଅନ୍ତର୍ଗତ ଏକ ଜମି ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଟ ଥିବା ବେଳେ ସେଠାରେ ବେଆଇନ ନିର୍ମାଣ କୁ ନେଇ ଜାତୀୟ ଶିଶୁ ଅଧିକାର ଆୟୋଗ କୁ ଅବଗତ କରିଛନ୍ତି ସୁପ୍ରିମକୋର୍ଟ ର ବରିଷ୍ଠ ଓକିଲ ତଥା ମାନବାଧିକାର ଓ ଶିଶୁ ଅଧିକାର କର୍ମୀ ରାଧାକାନ୍ତ
error: Content is protected !!