ସମାଜ ଗଠନ ପାଇଁ
ଆଜିର ସମାଜ ବଦଳି ଯାଇଛିସ୍ୱାର୍ଥରେ ବନ୍ଧା ସଭିଏଁସୁରୁଯ ଯାଉଛି ଲୁଚିବ୍ୟସ୍ତ ମଣିଷ.....ପାଏ ନାହିଁ ରାହା ଖୋଜିତତ୍ତ୍ୱ ବୁଝୁଛି କିଏ.....?
ସତ୍ୟ ବିରୁଦ୍ଧେ ସଫେଇ ଦେବାରେଚାତୁରୀ ପ୍ରକାଶ ପାଏରଙ୍ଗ ଦିଅନ୍ତି ବୋଳିଚିକ ଚିକ କଲେ ସବୁ ସୁନା ନୁହେଁଏ 'କଥା ଯାଆନ୍ତି!-->!-->!-->…
ଆସିଲା ନୂଆ ଗାଇଡଲାଇନ, ଢେଙ୍କାନାଳ ଜିଲ୍ଲାରେ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର, ଖୋଲିବ ଜିମ୍ ଓ ପାର୍ଲର
ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ । କଟକଣା ଭିତରେ ସମଗ୍ର ରାଜ୍ୟରେ ପାର୍ଲର, ସେଲୁନ, ବିୟୁଟି ପାର୍ଲର କାଲିଠୁ ଖୋଲା, ସମସ୍ତ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ । କାଟେଗୋରୀ ‘A’ରେ ଥିବା ୨୦ ଜିଲ୍ଲା :!-->!-->!-->…
ବକେୟା ଦରମା ପ୍ରଦାନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ମଜଦୂର ସଂଘ
ମହାମାରୀ ସମୟରେ ବିନା କୌଣସି କାରଣ ନାଦର୍ଶାଇ କମ୍ପାନୀ କରୁଛି ଛଟେଇ କାଟୁଛି ଦରମା । ଏଭଳି ଅଭିଯୋଗ ଆଣିଛନ୍ତି ଓଡ଼ାପଡା ବ୍ଲକ କୁସପଙ୍ଗା ସ୍ଥିତ ବିଆରଜି ଆଇରନ ଇ ଷ୍ଟିଲ ମଜଦୂର ସଙ୍ଘର କର୍ମକର୍ତା ।
ଅନ୍ୟପଟେ ବକେୟା ଟଙ୍କା ପ୍ରଦାନ ନକରି ବିନା ନୋଟିସ ରେ କର୍ତ୍ତୃପକ୍ଷ କମ୍ପାନୀକୁ!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-35Institutional Quarantine-NilHome Quarantine- 30Local Contacts-NilIn Hospital-5
Block/ULB wise new Positive cases :
Hindol Block- 16(Khanditiri-2, Kumursinga-1, Sanjapada-1, Karanda-1, Nimabahali-3,!-->!-->!-->!-->!-->!-->!-->…
କରୋନା ଓ କଲର ଟ୍ୟୁନ
କରୋନା ମହାମାରୀ ଆସିବା ଦିନ ଠାରୁ ଆପଣ ଯାହାକୁ ବି କଲ୍ କରନ୍ତୁ ବିଭିନ୍ନ କଲର ଟ୍ୟୁନ ଶୁଣିଶୁଣି ବିରକ୍ତ ହେଇଯାଉଥିବେ ନିଶ୍ଚିତ । ସଂକ୍ରମଣ ଆରମ୍ଭ ଦିନରୁ କାସ ଓ ଛିଙ୍କ ଶବ୍ଦ ରେ ଫୋନ ଟି ଆରମ୍ଭ ହୋଇଥିଲା । ବିଭିନ୍ନ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏହା ବାରମ୍ବାର ଟ୍ରଲ ହୋଇଥିବାର!-->!-->!-->…
ଏଠି ଏମିତି କଣ ?
ଶ୍ରାବଣ ଥିଲେ ବି ବରଷା ନାହିଁଫଗୁଣ ଥିଲେ ବି ଭରସା ନାହିଁଚାଲିବାକୁ ଇଚ୍ଛା ନଥାଏ ବାଟକିଣିବାକ ଇଚ୍ଛା ନଥାଏ ହାଟ ଜିଣିବୁ କେମିତି ମନ କିଣିଥିଲେ!-->!-->!-->…
ପୁଅର ଫେରିବା ବାଟକୁ ଚାହିଁ ଶେଷ ନିଶ୍ଵାସ ତ୍ୟାଗକଲେ ମା ; ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କଲେ…
ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମର ଜଣେ ଯୁବକ ସଉଥ ଆଫ୍ରିକା ଯାଇ ଫେରି ପାରିନଥିଲେ। ପୁଅର ଫେରିବା ବାଟକୁ ଚାହିଁ ହୃଦଘାତରେ ମାର ମୃତ୍ୟୁ ହୋଇଛି। ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ଲୁହ ଝରାଉଛି ପୁରା ପରିବାର ।
ସଚନା ଅନୁଯାୟୀ , ବେଲଟିକିରି ଗ୍ରାମର!-->!-->!-->…
ରେଙ୍ଗାଲି କେନାଲ ରେ ଅଜଣା ଯୁବକର ମୃତ ଦେହ ଉଦ୍ଧାର !
ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ହଳଦୀକୁଣ୍ଡି ଓ ବାଲିକୁମା ଗାଁକୁ ଯାଇଥିବା ରାସ୍ତାରେ ଥିବା କେନାଲରେ ଜଣେ ଅଜଣା ଯୁବକର ମୃତଦେହ କେନାଲ ରେ ଭାସୁଥିଲା ସ୍ଥାନୀୟ ଲୋକମାନେ ଦେଖିବା ପରେ କଙ୍କଡାହାଡ଼ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଘଟଣା ସ୍ଥଳକୁ ଯାଇ ସବ ଜବତ କରି ଶବ ବ୍ୟବେଛଦ!-->!-->!-->…
କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ତରଫରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ
କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ତରଫରୁ ଆଜି କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରେ ବ୍ଲକ ର ସମସ୍ତ ଡ୍ରାଇଭର ଏକତ୍ରିତ ହେଇ ପ୍ରଥମେ ଗାନ୍ଧି ଛକ ଠାରେ ମହାତ୍ମାଗାନ୍ଧି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ସଭାପତି ଚତୃଭୋଜ ମାହନ୍ତ ଙ୍କ!-->…
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଯୋଗଦାନ
ଢେଙ୍କାନାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବରେ ଆଜି ଅଂଶୁମାନ ପଟ୍ଟନାୟକ ଯୋଗ ଦେଇଛନ୍ତି । କିଛିଦିନ ହେବ ଏହି ପଦବି ଖାଲି ପଡ଼ିଥିବାରୁ ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ଅତିରିକ୍ତ ଭାବରେ ଏହି ଦାୟିତ୍ୱ ତୁଲାଉ ଥିଲେ ।
ଉକ୍ତ ଉତ୍ସବରେ ଗ୍ରାମ୍ୟ କୃଷି!-->!-->!-->…