News
lipub
samparksetu

ମଙ୍ଗଳପୁର ଗ୍ରାମର ନିତିଦିନିଆ ରାସ୍ତା ଶୋଚନୀୟ ; ୧୦କିମି ବୁଲିକି ଗଲେ ଚିକିତ୍ସାଳୟ

ସହର ନିକଟରେ ଥାଇ ବି ହଜାର ହଜାର ଲୋକ ରାସ୍ତା ପାଇଁ ଦଶ କିଲୋମିଟର ରାସ୍ତା ବୁଲିକି ଯିବା ଘଟଣା ଜିଲ୍ଲା ପ୍ରଶାସନର କାର୍ଯ୍ୟ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି।ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ।ସହର ଠାରୁ ମାତ୍ର ପାଞ୍ଚ କିଲୋମିଟର। କିନ୍ତୁ ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ

ଭରଚୁଆଲ ଢେଙ୍କାନାଳ ବିଜେପି କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ

ଢ଼େଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ନରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ

ଗୋପାଳ ର ସଫଳତା

ମୋହନପୁର ଗ୍ରାମ ରେ ଜଣେ ଲୋକ ଥିଲା ।ତାର ନାମ ଗୋପାଳ । ସେ ବହୁତ ଗରିବ ଥିଲା ।ତାକୁ ଦୁଇ ଓଳି ଖାଇବା ପାଇଁ ମଧ୍ୟ ମିଳୁନଥିଲା। ତାକୁ ମିଠା ତିଆରି କରିବା

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-61Institutional Quarantine-NilHome Quarantine- 47Local Contacts-NilIn Hospital-14 Block/ULB wise new Positive cases : Odapada block- 18(Ghatipiri-4, Brundabanpur-3, Indipur-2, Khuntijhari-2, Ostapal-2,

ବାଇକ୍ ଓ ହାଇୱା ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଛକ ରେଳବାଇ ଓଭର ବ୍ରିଜ ନିକଟରେ ଦୁର୍ଘଟଣା । ବାଇକ୍ ଓ ହାଇୱା ମଧ୍ୟରେ ଘଟିଲା ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ଗୁରୁତର ଓ ଆହତ ଜଣେ ମୃତ । ଗୁରୁତର ଜଣଙ୍କ ସୋଗରର ମଧୁ ମହାରଣା (୪୩) ହୋଇଥିବା ବେଳେ ମୃତକ ଜଣଙ୍କ ସାନୁ ଦେହୁରୀ ( ୨୩ ) । ଗୁରୁତର

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ସଭାଗୃହ ଉଦଘାଟିତ

ମୋ ସ୍କୁଲ୍ ଅଭିଯାନରେ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ସଭାଗୃହ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଲୁମିନି ସଭାପତି ଗୁପ୍ରେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ

ବନପାଳଙ୍କ ଅଫିସ ଭିତରେ ପଶି ବନପାଳଙ୍କୁ ଠେଙ୍ଗାରେ ପିଟି ଲହୁଲୁହାଣ କଲେ ଯୁବକ

ବନପାଳଙ୍କ କାର୍ଯ୍ୟାଳୟ ଭିତରେ ପଶି ବନପାଳଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ମଦ୍ୟପ ଯୁବକ । ଏମିତି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ବନପାଳଙ୍କ କାର୍ଯ୍ୟାଳୟରେ । କାର୍ଯ୍ୟାଳୟରେ ବନପାଳ ଚନ୍ଦ୍ର ଶେଖର ବେହେରା ଖାଉଥିବା

ବର୍ଷାରେ ବେହାଲ କାବେରା ରାସ୍ତା !

ଗଁଦିଆ ବ୍ଳକର ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ବେହାଲ ହୋଇପଡିଥିବା ବେଳେ କାବେରା ଗ୍ରାମ ପଞ୍ଚାୟତର କାବେରା ଗ୍ରାମର ବେଳାସାହି ଓ ଶବରସାହିକୁ ସଂଯୋଗ କରୁଥିବା ରାସ୍ତାଟି ବର୍ଷାରେ ବେହାଲ ହୋଇପଡିଛି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ

ଜନ୍ମରୁ ମାନସିକ ଅନଗ୍ରସର କିନ୍ତୁ ସରକାରୀ ଯୋଜନାରୁ ବଞ୍ଚିତ

ଓଡାପଡା ବ୍ଲକ ଅନ୍ତର୍ଗତ କୋତ୍ତମ ପଞ୍ଚାୟତ ଖଇରା ସାହିର କୀର୍ତନ ନାଏକ ଏବଂ ଅଶାନ୍ତି ନାଏକଙ୍କ ଔରସରୁ ଗତ ଆଠ ବର୍ଷ ହେଲା ଜନ୍ମିତ ପୁତ୍ର ସନ୍ତାନ ବୁଲୁ ନାଏକ ଜନ୍ମରୁ ମାନସିକ ଅନଗ୍ରସର ।ସମୟ କ୍ରମେ ପିଲାଟିର ମସ୍ତିଷ୍କ କାମ ନକରିବା ସହିତ ହାତ, ଗୋଡ଼ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ କାମ

ବଜ୍ରାଘାତରେ ଚାଷୀ ମୃତ, ୨ ଗୁରୁତର !

ଆଜି ବଜ୍ରାଘାତରେ ଜଣେ ଚାଷୀ ଙ୍କ ମୃତ୍ୟୁ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ପରଜଙ୍ଗ ଥାନା ମହୁଲପଶି ଗାଁର ରାଜୁ ଲାମାଏ l ଗୁରୁତର ମାନେ ଗଡ଼ପଳାଶୁଣୀ ଗାଁର ସୁଶାନ୍ତ ମୁଦୁଲି ଏବଂ ପ୍ରାଣବନ୍ଧୁ ବେହେରା l ସୂଚନା ଅନୁଯାୟୀ , ଆଜି ମଧ୍ୟାହ୍ନରେ ଚାଷୀ ମାନେ
error: Content is protected !!