News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-62Institutional Quarantine-NilHome Quarantine- 57Local Contacts-NilIn Hospital- 05 Block/ULB wise new Positive cases : Hindol Block- 14(Dudurukote-2, Naukiari-2, Hatura-2, Thenga-2, Chitalpur-2,

ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ !

ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗ୍ରାମ ର ମଟକା ମୁଣ୍ଡା l ସୂଚନା ଅନୁଯାୟୀ , ମଟକା ଗତକାଲି ରାତିରେ ଘୁଷୁରୀ କିଣିବାକୁ କେଉଁଝର ଜିଲ୍ଲା ତେଲକୋଇ ଥାନା ରେକୁଟି ଗ୍ରାମ କୁ ଯାଇଥିଲେ । କିନ୍ତୁ କୌଣସି କାରଣ ରୁ ତାଙ୍କର ମୃତ୍ୟୁ

ବର୍ଷା ଦିନରେ କୂଅପାଣି ବନ୍ଦ ; ଥାନା ର ଦ୍ୱାରସ୍ଥ ଅଭିଯୋଗକାରୀ

ଭୁବନ ବ୍ଲକ ଧଳପଡା ପଂଚାୟତ ଅନଳ ଗ୍ରାମ ର ଗୋଟିଏ ପରିବାର କୁ କୂଅ ରୁ ପାଣି ନଦେବାରୁ ସେମାନେ ଥାନା ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।ଅନଳ ଗ୍ରାମର ସୁରେନ୍ଦ୍ର ସାହୁ ଙ୍କ ପତ୍ନୀ ଅନ୍ନପୂର୍ଣ୍ଣ। ସାହୁ ଦଣ୍ଡକାଳୀ ପୀଠ ନିକଟରେ ପନ୍ଦର ବର୍ଷ ହେଲା ଘର କରି ସର୍ବସାଧାରଣ ଙ୍କ ନିମନ୍ତେ

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ; ୧ ଶିଶୁ ସମେତ ୫ ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ-ବିରାଶାଳ ରାସ୍ତାର ହଳଦୀକୁଣ୍ଡି ଗାଁ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବାଟଗାଁର ବାବୁଲି ଦେହୁରୀ ,ଅଶାନ୍ତି ଦେହୁରୀ ,ସିପ୍ ଦେହୁରୀ ଏବଂ ସାଦୁଆମୁଣ୍ଡା ଗାଁର ହରିଶ୍ଚନ୍ଦ୍ର କଲଣ

ଘୋଷଯାତ୍ରା

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ।ନନ୍ଦିର ଅର୍ଥ ହେଉଛି ଆନନ୍ଦ।ଆନନ୍ଦ ଜନକ ଘୋଷ ଯାହାର ସେ ହଉଛି ନନ୍ଦିଘୋଷ।ଘୋଷ ଯାତ୍ରାର ଅନ୍ୟନାମ ଶ୍ରୀଗୁଣ୍ଡିଚା ଯାତ୍ରା।ଶ୍ରୀ ଅର୍ଥ ଲଷ୍ମୀ ଓ ଗୁଣ୍ଡିଚା ଅର୍ଥ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ପାଟରାଣୀ ଶ୍ରୀ ଜୀଉଙ୍କ ମାଉସୀ ଙ୍କ

ପଛକୁ ଫେରିଲା ଟ୍ରେନ,ଅଳ୍ପକେ ବର୍ତ୍ତିଲେ ଲୋକ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦାଣ୍ଡିମାଳ ପ୍ୟାସେଞ୍ଜର ହଲଟ ସଦାଶିବପୁର ରେଳ ବିଭାଗର ଗେଟ ଥରେ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଲୋକ।ସକାଳ ନଅଟା ପଚାଶ ମିନିଟ ସମୟରେ ତାଳଚେରରୁ କୋଇଲା ନେଇ ଏକ ମାଲବାହୀ ଟ୍ରେନ ଆସୁଥିଲା।ଦାଣ୍ଡିମାଳ ଷ୍ଟେସନ ନିକଟରେ ସିଗନାଲ ନଥିବାରୁ ଟ୍ରେନ ଟି

କର୍ଣ୍ଣପାତ କରୁନାହିଁ ପ୍ରଶାସନ ଠିକା କମ୍ପାନୀର ଦାଦାଗିରି, ଚାଷୀ ହତାଶ

ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କଲେ କିନ୍ତୁ କେହି ବି କର୍ଣ୍ଣପାତ କଲେନାହିଁ। ଏହାର ସୁଯୋଗ ନେଇ ଠିକାଦାର ଦାଦାଗିରି କରି ପୋଲ ନିର୍ମାଣ କରିବାରେ ବ୍ୟସ୍ତ।ଏହି ପୋଲ ଯୋଗୁ ଏକର ଏକର ଧାନ ଚାଷ ନଷ୍ଟ। ଏମିତି ଏକ ଘଟଣା ଘଟିଛି ପରଜଙ୍ଗ ବ୍ଲକ ପିତିରୀ

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଘରୋଇ ସଂଗରୋଧରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖନାରୁ ୩ ଜଣ ଚିହ୍ନଟ । ହିନ୍ଦୋଳ ବ୍ଳକ୍ ତରକାବେଡ଼ା ୧୦ , ମାଧପୁର ୧ , ଟାଙ୍ଗିଶାଳ ୧ , ଇଲିରସିଙ୍ଗା ୧ ଢେଙ୍କାନାଳ ମୁନିସିପାଲିଟି କାରିଗର ସାହି ୧ , ମହାବିର

ଆବାସ ଯୋଜନାରେ ଅନିୟମିତତା ନେଇ ନିଲମ୍ବିତ ହେଲେ ପିଇଓ !

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନିୟମିତତା ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଭୁବନ ବ୍ଳକ୍ ସୁରପ୍ରତାପପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ୱନ୍ଦୀପ୍ତ ସାହୁ । ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ପିଇଓ ଲାଞ୍ଚ ନେଉଥିବା ଭଡ଼ିଓ ଭାଇରାଲ ହୋଇଥିଲା

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଘରୋଇ ସଂଗରୋଧ ରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ମୁନିସିପାଲିଟି ଦକ୍ଷିଣକାଳୀ ୪ , କାଠଗଡ଼ା ୨ , ଚନ୍ଦନବଜାର୧ , ଷ୍ଟେସନ ବଜାର ୧ , ରଥଗଡା ୨ , ଜୁବୁଲି
error: Content is protected !!