ଉପାନ୍ତ ଅଞ୍ଚଳରେ ଆପ୍ ର ଗ୍ରାମ ସଭା
ଓଡାପଡା ବ୍ଲକ କୋତ୍ତମ ଗ୍ରାମ ପଞ୍ଚାୟତର ୫ନଂ ୱାର୍ଡ଼ ଖଇରା ସାହି ରେ ଆମ୍ ଆଦମୀ ପାର୍ଟି ର ଗ୍ରାମ ସଭା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଗ୍ରାମଟି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫,ଜିଲ୍ଲା ସଦର ମହକୁମା ଠାରୁ ୩୦ ଏବଂ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ତାପସ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->!-->!-->…
ଆବାସ ଯୋଜନାରୁ ବାଦ ପଡ଼ିଥିବା ଅସହାୟ ନବଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ଅଧିକାରୀ
ସରକାରୀ ଯୋଜନା ବା ସହାୟତା ରାଶି ସର୍ବଦା ଆର୍ଥିକ ସ୍ବଚ୍ଛଳ ପରିବାରକୁ ମିଳୁଛି ହେଲେ ପ୍ରକୃତ ଗରିବ ପାଉ ନାହିଁ। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗାଁରେ ଦେଖିବାକୁ ମିଳିଥିଲା ।
ଏହି ଗାଁ ର ନବ କିଶୋର ଜେନା, ବୃତ୍ତିରେ ଜଣେ ଶ୍ରମିକ। ଘରେ!-->!-->!-->…
ରାସ୍ତା ଉପରେ ପାର୍କିଂ ଯୋଗୁଁ ସର୍ବ ସାଧାରଣ ଅସୁବିଧାର ସମ୍ମୁଖୀନ
ରାସ୍ତା ଉପରେ ବିଭିନ୍ନ ପ୍ରକାର ଗାଡ଼ି ପାର୍କିଂ, ଗ୍ୟାରେଜ ଏବଂ ବାଲି, ମାଟି, ଗୋଡ଼ି,ଇଟା ଇତ୍ୟାଦି ପଡ଼ିଥିବା ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଏହିପରି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ପୌରାଞ୍ଚଳର ପ୍ରାୟ ସମସ୍ତ ୱାର୍ଡରେ l ନିଜସ୍ୱ!-->!-->!-->…
ସିମିତିଆ ତୁମେ ନୁହଁ
ତୁମେ ସିମିତିଆ ଝିଅ ନ ହେଲେବିମୁଁ ଇମିତିଆ ପୁଅ ବି ନୁହେଁବାଦଲର ରଙ୍ଗ ଚଷମା କହେନାନିଜ ରଙ୍ଗ ନିଜେ ବାଦଲ କହେ ।।
ଏଡେ ପୃଥିବୀରେ କେଡେ ଟିକେ ତୁମେଆଇନାରେ ଥରେ ନିଜକୁ ଦେଖଆକାଶକୁ ଟେକା ମାରିବା ଆଗରୁମାଟିକି ଥରଟେ ପଚାରି!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ୨୨ ଜଣ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଡାକ୍ତରଖନାରୁ ଚିହ୍ନଟ ହୋଇଛନ୍ତି ।
ପରଜଙ୍ଗ ବ୍ଳକ କଙ୍କଡ଼lଷୋଡ। ୫ , କାନ୍ତର ୧ , କୁଲେଇ ୧ , କୁଆଳୋ ୧ , ଦଦରାଘାଟି ୧
ସଦର ବ୍ଳକ୍ ଚାଉଳିଆ ୧ , ଛାଟିଆ ୧ ,!-->!-->!-->!-->!-->…
‘ ୱାଜା ଓଡ଼ିଶା ’ ର ଅଧ୍ୟକ୍ଷା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ
ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି । ଜାତୀୟ ସ୍ତରରେ ଲେଖକ ଓ ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ‘Writers and Journalist Association’ ବା “ୱାଜା ଇଣ୍ଡିଆ” ର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ,!-->…
ଗଁଦିଆ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ଉପ ସଭାପତିଙ୍କ ପରଲୋକ
ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମ ବାସିନ୍ଦା ଜୟ ଦେବ ବେହେରା(୭୪) ଙ୍କର ଗତ କାଲି ସନ୍ଧ୍ୟା ରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ହୃଦଘାତ ରୋଗରେ ପୀଡିତ ଥିବର ସୂଚନା ମିଳିଛି ।
ସେ ଜଣେ ପରଉପକାରୀ ମିଷ୍ଟ ଭାସି ସମାଜସେବି ଭାବରେ ଜଣାଶୁଣା ଥିଲେ । ତାଙ୍କର!-->!-->!-->…
Will the Dream of Biju Pattnaik Children’s Park in Dhenkanal town be a reality during Naveen…
The dream of thousand's of people to built the Biju Patnaik children's park in a govt piece of land in Dhenkanal town ward no 3 Madhuban area is being shattered by the unauthorised constructions though the National Commission for Child!-->!-->!-->…
ରେଙ୍ଗାଳି ଅଫିସ ମହିଳା କର୍ମଚାରୀଙ୍କୁ ଆକ୍ରମଣ କରି , ସୁନା ଚେନ ଓ ମୋବାଇଲ ଲୁଟ !
କାମାକ୍ଷାନଗର ଥାନା ରେଙ୍ଗାଳି ଅଫିସ ଭିତରୁ ମହିଳା କର୍ମଚାରୀଙ୍କୁ ଭୟବିତ କରି ସୁନା ଚେନ ଓ ମୋବାଇଲ ଲୁଟିଲେ ୨ଲୁଟେରା।ଲୁଟର ଶିକାର ହୋଇଥିବା ମହିଳା ହେଲେ ଲକ୍ଷ୍ମି ପାଣିଗ୍ରାହି।
ସୂଚନା ଅନୁଯାୟୀ , ଦିନ ୧ଟା ସମୟରେ ରେଙ୍ଗାଳି ଅଫିସରେ ମହିଳା କର୍ମଚାରୀ ଲକ୍ଷ୍ମି ପାଣିଗ୍ରାହି ଏକାକି!-->!-->!-->…