News
lipub
samparksetu

ଆବାସ ପାଇଁ ୨୦ ହଜାର ଲାଞ୍ଚ ମାଗିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ହାତ ଗୁଂଜା ନେଦେଲେ ଘର ଖଣ୍ଡେ ମିଳିବା ସ୍ଵପ୍ନ ହୋଇ ଯାଇଛି। ଥିଲା ଵାଲା ପାଉଛି ଘର ନଥିଲା ଵାଲା ମୁଣ୍ଡ କାନ ଆଉଁସି ରହିବାକୁ ପଡୁଛି।ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଂଚାୟତ ଆନ୍ତର୍ଗତ ରାଜୁଆପାଟଣା ଗ୍ରାମର ରବୀନ୍ଦ୍ରନାଥ ସାହୁଙ୍କ ଅଭିଯୋଗ ଅନୁସାରେ ପରଘରେ ମୂଲ ନ ଲାଗିଲେ ପେଟକୁ

ରଚିଛି ରଚିନି ଇଛି

ସରିଛି ସରିନି ଜୀବନ ସଂଗ୍ରାମ ମରିଛି ମରିନି ଆଶାପାଳିଛି ପାଳିନି ପ୍ରତିଶୃତି ଯେତେ ଛାଡ଼ିଛି ଛାଡ଼ିନି ଉଷା କହିଛି କହିନି ମନ କଥା ଯେତେ ପଢ଼ିଛି ପଢିନି ବିଶ୍ୱଲେଖିଛି ଲେଖିନି ଚିନ୍ତା ଓ ଚେତନା

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ , ୧୦୮ ଜଣ ଘରୋଇ ସଂଗରୋଧ ରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଳକ୍ ଇଲିରିସିଙ୍ଗା ରୁ ୧୧ , କୁକୁଟା ୨ , ବାରସିଙ୍ଗା ୨ , ସୋଲାନାଳୀ ୨ , କୁକୁଟା ୨ , ରାସୋଳ ୨ , ପତଳା ୧ ,

ରାସ୍ତାକଡ଼ରେ ଝାଡୁର ପସରା, ଗ୍ରାହକଙ୍କୁ ଚାହିଁ ବସିଛି କୋମଳମତି ରାନି

କରୋନା ସଂକ୍ରମଣ ରେ ଠପ ହୋଇ ପଡିଛି ସାରା ଭାରତ, କେଉଁଠି ଲକଡାଉନ୍ ତ କେଉଁଠି ସଟଡାଉନ୍ । କାହିଁକେତେ ଜୀବିକା ହରାଇ ବସିଛନ୍ତି ଜନ ସାଧାରଣ । କେଉଁଠି ବ୍ୟବସାୟ ବନ୍ଦ୍ କେଉଁଠି ମାନ୍ଦା କେଉଁଠି ଛଟେଇ ତ କେଉଁଠି ଦରମା କାଟ । ଏଥିରେ ବହୁ ମାତ୍ରାରେ ଦୁର୍ଦ୍ଦଶା ଭୋଗିଛନ୍ତି

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ; ପୋଲିସ ଅଭିଯୋଗ ନ ରଖିବାରୁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଢେଙ୍କାନାଳ ସଦର ଥାନା ଅଂଚଳର ଜଣେ ୧୫ବର୍ଷର ଦଳିତ ନାବାଳିକାକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ପରି ଲଜ୍ୟାଜନକ ଘଟଣା ଘଟିଛି । ମାତ୍ର ସଦର ପୋଲିସ ଅଭିଯୋଗ ନରଖି ପିଡିତାକୁ ପାଲଟା ଜୁଲମ କରିଥିବାରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଫଳରେ ପିଡିତା ପରିବାର ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହେବା

କିଡନୀ ପ୍ରତ୍ୟାରୋପଣ ପାଇଁ ଆର୍ଥିକ ସହାୟତା ନିବେଦନ

ଜୀବନ ବି ଏମିତି।ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି।ତା ପରେ ବି ଜୀବନ ବଞ୍ଚିବା ପାଇଁ ଚାଲିଛି ସଂଗ୍ରାମ।ଯାହା ସଞ୍ଚୟ ଜମିବାଡ଼ି ଥିଲା ବିକି ଭାଙ୍ଗି ଚିକିତ୍ସା କରାଇବା ପରେ ଡାକ୍ତର କହିଛନ୍ତି କିଡନୀ ପ୍ରତ୍ୟାରୋପଣ ନହେଲେ ଜୀବନ ବଞ୍ଚିବା କଷ୍ଟ କର ହୋଇପଡିବ। ଦୁଃଖ ରେ ଭାଙ୍ଗି ପଡିଛନ୍ତି

ଟଙ୍କା ନଦେଲେ ଘର ନାହିଁ ; ଦିନମଜୁରିଆ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଏମିତି ବି ହେଉଛି। ହାତ ଗୁଂଜା ନେଦେଲେ ଘର ଖଣ୍ଡେ ମିଳିବା ସ୍ଵପ୍ନ ହୋଇ ଯାଇଛି। ଥିଲା ଵାଲା ପାଉଛି ଘର ନଥିଲା ଵାଲା ମୁଣ୍ଡ କାନ ଆଉଁସି ରହିବାକୁ ପଡୁଛି।ଏମିତି ଏକ ଘଟଣା ଘଟିଛି ସଦର ବ୍ଲକ ମଧୁସାହୁ ପାଟଣା ପଂଚାୟତ ଆନ୍ତର୍ଗତ ରାଜୁଆପାଟଣା ଗ୍ରାମରେ।ଗ୍ରାମର ରବୀନ୍ଦ୍ରନାଥ ସାହୁଙ୍କ ଅଭିଯୋଗ

ଆବାସ ଯୋଜନାରେ ମିଳିବାକୁ ଥିବା ଘର ତାଲିକାରୁ ବାଦ୍ ପଡ଼ିଛନ୍ତି କିଶୋର ଙ୍କ ପରିବାର !

ତେଲିଆ ମୁଣ୍ଡରେ ତେଲ! ସରକାରୀ ଯୋଜନା ବା ସହାୟତା ରାଶି ସର୍ବଦା ଆର୍ଥିକ ସ୍ବଚ୍ଛଳ ପରିବାରକୁ ମିଳୁଛି ହେଲେ ପ୍ରକୃତ ଗରିବ ପାଉ ନାହିଁ। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗାଁରେ ଦେଖିବାକୁ ମିଳିଛି। ଏହି ଗାଁ ର ନବ କିଶୋର ଜେନା, ବୃତ୍ତିରେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଙ୍ଗରୋଧରୁ ୧୯ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ମୁନିସିପାଲିଟି ଖମାର ସାହି ୨ , କୋରିଆଁ ୨ , କାଞ୍ଚନ ବଜାର ୧ , ଆଗ୍ରୀକଲଚର ଅଫିସ ୧ , ମୀନା ବଜାର ୧ ,ଗୁଡ଼ିଆନାଳୀ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ମନ୍ତ୍ରାଳୟ

ମନ୍ତ୍ରୀମଣ୍ଡଳ ବିସ୍ତାର ପାଇଁ ଶେଷ ହୋଇଛି କାଉଣ୍ଟଡାଉନ । ରାଷ୍ଟ୍ରପତି ଭବନରେ ମୋଦିଙ୍କ ନୂଆ ଟିମର ହୋଇଛି ଶପଥ ଉତ୍ସବ। କେନ୍ଦ୍ର କ୍ୟାବିନେଟର ନୂତନ ମନ୍ତ୍ରୀ ମଣ୍ଡଳ ଘୋଷଣା ହୋଇଛି । କିଛି ନୂଆ ମୁହଁ ମିଳିଥିବା ବେଳେ କିଛି ଜଣଙ୍କୁ ନିଜ ପଦବୀ ହରାଇବାକୁ ପଡିଛି । ରାଜ୍ୟପାହ୍ୟା ଟିମ୍ ରେ
error: Content is protected !!