ଢେଙ୍କାନାଳ ଜିଲ୍ଲାରେ ନୂତନ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୯୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୮୭ ଜଣ , ଚିକିତ୍ସାଳୟରୁ ୬ ଜଣ ଚିହ୍ନଟ ।
ହିନ୍ଦୋଳ ବ୍ଳକ୍ ମଗୁବେରଣୀ ୩ , କାରନ୍ଦା ୩ , ଖଜୁରିଆକଟା ୨ , ବଡ଼ମୁଣ୍ଡା ୨ , ବହଲୁଣ୍ଡା ୧ , ସାନହିନ୍ଦୋଳ ୧ , ଖଣ୍ଡିତିରି ୧ , ପତଳା ୧ , କଡ଼ଲା ୧ , ପିପି!-->!-->!-->…
ଅଙ୍ଗନବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ; ଖବର ପ୍ରସାରଣ ପରେ ବନ୍ଧା ହେଲା ଅଭିଯୁକ୍ତ !
ଗତ ୨୧ ଜୁନ ସନ୍ଧ୍ୟା ୮ ଟା ବେଳେ ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ଗୋପାଳପୁର ଗ୍ରାମର ସୁଧୀର ନାୟକ, ପିତା ରବିନାରାୟଣ ନାୟକ ନିଶା ଶକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ର ଧରି ସେହି ଗ୍ରାମର ଅଙ୍ଗନବାଡି କର୍ମୀ ନିରlବତୀ ନାୟକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲା । କାରଣ ସୁଧୀର!-->…
ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫୋପଡା ହେଉଛି ବ୍ୟବହୃତ ପିପିଇ କିଟ ; କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ପରେ ପୋଡାହେଲା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଅନିମିୟତା , କରୋନା ଟେଷ୍ଟ ସରିବା ପରେ ,ଟେଷ୍ଟ କିଟ ଓ ସ୍ୱାସ୍ଥ୍ୟ କର୍ମୀମାନେ ପିନ୍ଧିଥିବା ପିପିଇ କିଟକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃବିଭାଗ ଠାରୁ ମାତ୍ର ୫୦ ମିଟର ଭିତରେ!-->!-->!-->…
ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିଲେ ଦୁର୍ବୃତ୍ତ !
ଗୋଟିଏ ରାତିରେ ତିନି ତିନୋଟି ମନ୍ଦିରରେ ସିରିଜ ଲୁଟ । ମନ୍ଦିରରୁ ପିତ୍ତଳ ଓ ପୂଜା ସାମଗ୍ରୀ ସହ ଠାକୁର ଙ୍କ ସୁନା ଅଳଙ୍କାର ଓ ଦାନହୁଣ୍ଡିକୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
କାମାକ୍ଷାନଗର ଥାନା ଖୋକସା ଗାଁର ନୀଳକଣ୍ଠେଶ୍ବର ଶିବ ମନ୍ଦିର ,କଙ୍ଗେଇଲୋ ଗାଁର ଗଣେଶ ମନ୍ଦିର ଓ ମୋଟା ଗାଁର!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ କରୋନା ଆକ୍ର।ନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୯ ଜଣ ଚିହ୍ନଟ ହୋଇଛନ୍ତି ।
ସଦର ବ୍ଳକ୍ ବିମ୍ବୋଳ ୪ , କୋଇଲିପଙ୍ଗି ୪ , ତରଭା ୨ , ତାଳବରକୋଟ ୨ , ବଣସିଂହ ୧ , ବାଉତିବେରଣା ୧ , ମଜୁରୀ ୧ , ଭାଗିରଥିପୁର ୧ ,!-->!-->!-->…
ଖବର ପ୍ରସାରଣ ର ୨ଦିନ ପରେ ବନମାଳୀପ୍ରସାଦ ରାସ୍ତା ରେ ପଡିଲା କ୍ରସର ଡଷ୍ଟ ; ଖୁବ ଶୀଘ୍ର ଆରମ୍ଭ ହେବ ରାସ୍ତା କାର୍ଯ୍ୟ
ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନଂ ୱାର୍ଡ ବନମାଳୀପ୍ରସାଦ ନୂଆସାହି ର ରାସ୍ତା , ଯାହାକି ସାମାନ୍ୟ ବର୍ଷାରେ ରାସ୍ତାଟିର ଅବସ୍ଥା ଏତେ ଶୋଚନୀୟ ହୋଇଯାଏ ଯେ ଏହି ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଥିଲା ।
ଏ ନେଇ ଜୁନ ୨୯ ରେ ଢେଙ୍କାନାଳ ଅପଡେଟ ରେ ଏକ ଖବର ପ୍ରସାରଣ ହେବା!-->!-->!-->…
ଆହତ ଷଣ୍ଢ କୁ ଚିକିତ୍ସା ଦାବି
କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ତୁମୁସିଂଗା ପଞ୍ଚାୟତ ଶ୍ରୀମୂଳ। ଗ୍ରାମରେ ଚାରିଦିନ ତଳେ ୨ଟି ଷଣ୍ଢଙ୍କ ମଧ୍ୟରେ ଲଢେଇ ହପିଥିଲା । ସେଥିରେ ଗୋଟିଏ ଷଣ୍ଢ ଗୁରୁତର ଆହତ ହୋଇ ଗ୍ରାମର ବରୁଣମୂଳ ଓ କୁମ୍ଭାର ସାହି ରାସ୍ତା ମଝିରେ ପଡିଥିଲା ।
ତାକୁ କେତେକ ଗ୍ରାମବାସୀ ରାସ୍ତା କଡ଼କୁ ନେଇ ତାକୁ!-->!-->!-->…
ଅବସର ପ୍ରାପ୍ତ ଯବାନ ଙ୍କୁ ଆକ୍ରମଣ !
ଭୁବନ ଥାନା ମୁର୍ଦାଙ୍ଗ ଗ୍ରାମ ନିକଟରେ ବର୍ଷା ପାଣି ଘର ମଧ୍ୟରେ ପସିବାରୁ ପ୍ରତିବାଦ କରିଥିଲେ ପୂର୍ବତନ ସୈନିକ । ପୂର୍ତବିଭାଗ ଦ୍ୱାରା ନିୟୋଜିତ ଠିକାଦାରଙ୍କ ସୁପର ଭାଇଜ଼ରର ରଡମାଡରେ ସୈନିକଙ୍କ ମୁଣ୍ଡ ଫାଟିଥିବାର ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉମ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଂଗରୋଧରୁ ୭୨ ଏବଂ ୧୩ ଜଣ ଡାକ୍ତରଖାନାରୁ ଚିହ୍ନଟ ।
କାମାକ୍ଷାନଗର ବ୍ଳକ୍ କାଳିଆହତା ୩ , ସୋଗର ୩ , ଅଁଳାବେରଣୀ ୨ , ବାଇସିଙ୍ଗା ୨ , କନ୍ତିଓ କାଟେଣି ୧ , ବାଙ୍ଗୁରା ୧, ଶିବୁଲାପଶି ୧ , ଜୟପୁରାକାଟେଣୀ ୧ ,!-->!-->!-->…
ଖବର ପ୍ରସାରଣ ର ୨ ଘଣ୍ଟା ମଧ୍ୟରେ ହେଲା ସମାଧାନ, ଅଞ୍ଚଳବାସୀ ଙ୍କ ପକ୍ଷରୁ ଛୁଟିଲା ଧନ୍ୟବାଦ ର ସୁଅ
ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ ୱାର୍ଡ ନମ୍ବର ୩ରେ ଥିବା ପୂର୍ବତନ ସାଂସଦଙ୍କ ବାସଭବନ ନିକଟସ୍ଥ ଗଳିରେ ସଫେଇ ନେଇ ବ୍ୟାପକ ଅବ୍ୟବସ୍ଥା, ବିପଦସଙ୍କୁଳ ଟେଲିଫୋନ ଖୁଣ୍ଟି ଏବଂ ତାହାତଳେ କୁଢ଼କୁଢ଼ ଅଳିଆ । ବର୍ଷାର ଆରମ୍ଭରେ ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।!-->…