News
lipub
samparksetu

୬ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଢେଙ୍କାନାଳ ପାଇଁ ସୌମ୍ୟରଞ୍ଜନ, ପର୍ଯ୍ୟବେକ୍ଷକ ଦାୟିତ୍ୱ…

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ତାପୂର୍ବରୁ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛି ବିଜେଡି । ୩୦ ଜିଲ୍ଲା ପାଇଁ ଦଳ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ସଙ୍ଗଠନକୁ ମଜବୁତ କରିବାକୁ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ ଢେଙ୍କାନାଳ ଜିଲ୍ଲାରେ ୯୭.୯୪% ପାସ ହାର

କରୋନା ସଂକ୍ରମଣ ରେ ସମୟରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ରାଜ୍ୟର ୮,୯୩୪ ସ୍କୁଲରେ ୫,୭୪,୧୨୫ ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଥିବା ବେଳେ ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଛନ୍ତି । ମାତ୍ର ୭,୭୦୩ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ତେବେ ଢେଙ୍କାନାଳ ଜିଲ୍ଲାରେ ୯୭.୯୪

ବ୍ରଜନାଥ ବଡଜେନା ଉଚ୍ଚବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା

ଚଳିତବର୍ଷର କୋଭିଡ-୧୯ ମହାମାରୀ ହେତୁ ବାର୍ଷିକ ଦଶମ ବୋର୍ଡ ପରୀକ୍ଷା ବିଦ୍ୟାଳୟସ୍ତରୀୟ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ବୋର୍ଡ ଦ୍ୱାରା ପ୍ରସ୍ତୁତ ଅଭ୍ୟାସ ପରୀକ୍ଷା ପ୍ରଶ୍ନପତ୍ର ବ୍ୟବହାର କରି ବିଦ୍ୟାଳୟ ଦ୍ୱାରା ପରିଚାଳିତ ପରୀକ୍ଷା ଓ ମୂଲ୍ୟାୟନ ଆଧାରରେ ଶତାୟୁ, ବ୍ରଜନାଥ ବଡଜେନା

ଢେଙ୍କାନାଳ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୯୪% ରହିଛି

ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ମହାମାରୀ କରୋନା ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି। କଟକ ସ୍ଥିତ

ଅସରାଏ ବର୍ଷାରେ ଗୋଟିଏ ୱାର୍ଡର ଏକ କିଲୋମିଟର ରାସ୍ତା ପାଣିରେ ଉବୁଟୁବୁ

ଆଜି ସନ୍ଧ୍ୟାରେ ଅସରାଏ ବର୍ଷାରେ ଢେଙ୍କାନାଳ ପୌରାଞ୍ଚଳର ୧୩ ନଂ ୱାର୍ଡ଼ର ପ୍ରାୟ ଏକ କିଲୋମିଟର ରାସ୍ତା ଉପରେ କୁମ୍ଭାର ସାହି ଠାରୁ କଇଁଥ ପୋଲିଆ ପର୍ଯ୍ୟନ୍ତ ପାଣି ଘେରରେ ରହିଥିଲା । ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ସ୍ଥାନୀୟ ବାସିନ୍ଦା ମାନେ ଏଥିରୁ ବଞ୍ଚିବା ପାଇଁ ପ୍ରଶାସନକୁ ଗୁହାରି

ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ; ୯୭.୮୯ ପ୍ରତିଶତ ପିଲା କଲେ ପାସ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ କଟକ ବୋର୍ଡ ଅଫିସରରୁ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏଥର ୯୭.୮୯ ପ୍ରତିଶତ ପିଲା କଲେ ପାସ । ଛାତ୍ରଛାତ୍ରୀ ମାନେ www.bseodisha.ac.in କୁ ଯାଇ ରେଜଲ୍ଟ

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ଙ୍କ ମଧ୍ୟରୁ ୩୪ ଜଣ ଘରୋଇ ସଙ୍ଗରୋଧରୁ ଏବଂ ୮ ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି । ସଦର ବ୍ଲକ ୧୦ ଜଣ ଙ୍କ ମଧ୍ୟରୁ ରାଇଡ଼ିହି, ତରଭା, ଗୋହିରାଖାଲ, ଗୋବିନ୍ଦପୁର , ବାଲ୍ୟାମ୍ବା, ମଙ୍ଗଳପୁର, ବେଗୁଣିପାଳ, ମଙ୍ଗଳପୁର,

ଭତ୍ତା ପାଇଁ ପାଞ୍ଚ ପାଞ୍ଚ ଥର ଦରଖାସ୍ତ ଦେଲେଣି ହେଲେ ମିଳୁନାହିଁ ଭତ୍ତା !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ଭୋଳେଶ୍ୱର ପରିଡା, ବୟସ ପ୍ରାୟ ୬୭ବର୍ଷ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ପାଞ୍ଚ ପାଞ୍ଚ ଥର ଦରଖାସ୍ତ କରିଥିଲେ ମଧ୍ୟ ମିଳୁନାହିଁ ଭତ୍ତା । ଶେଷରେ ଅନଲାଇନ ଦରଖାସ୍ତ କରିବାକୁ କହିଲେ ପଞ୍ଚାୟତ ଅଧିକାରୀ ।

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ କଟକଣା ;ଜିଲ୍ଲାର ୧୧ ମନ୍ଦିରରେ ୧୪୪ ଧାରା ଜାରି

ଢେଙ୍କାନାଳ ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଏପର୍ଯ୍ଯନ୍ତ ନିୟନ୍ତ୍ରଣକୁ ଆସିପାରିନାହିଁ। ପ୍ରତ୍ୟେକ ଦିନ ସହର ସମେତ ଗ୍ରାମାଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।ଆଗକୁ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଥିବାରୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଗହଳି ହେବା ତଜ୍ଜନିତ ସଂକ୍ରମଣ

ଢେଙ୍କାନାଳ ଜିଲ୍ଲାରେ ୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୫୭ ନୂଆ ପିଜିଟିଭ ଚିହ୍ନଟ, ଚିହ୍ନଟ ଙ୍କ ମଧ୍ୟରୁ ୫୧ ଜଣ ଘରୋଇ ସଂଗରୋଧରୁ ଏବଂ ୬ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ ଢେଙ୍କାନାଳ ମୁନିସିପାଲିଟି ରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ୧୫ ଜଣଙ୍କ ମଧ୍ୟରେ
error: Content is protected !!