ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର ! ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି
ବ୍ରାହ୍ମଣିଆ ଗ୍ରାମରେ ଅଘଟଣ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର, ଜଣେ ଆହତ ୨ ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି ।
ସୂଚନା ଅନୁଯାୟୀ କାମାକ୍ଷାନଗର ଥାନା ଅନ୍ତର୍ଗତ ବ୍ରାହ୍ମଣିଆ ଗ୍ରାମର ୩ ଜଣ ବ୍ୟକ୍ତି ଆଜି ସକାଳେ ନିକଟସ୍ଥ ଜଙ୍ଗଲକୁ ଛତୁ!-->!-->!-->!-->!-->…
ଗରାଖ ସାଜିଲା ଦୁର୍ବୃତ୍ତ, ଟେଷ୍ଟ ରାଇଡ଼ ଆଳରେ ବାଇକ୍ ଚୋରି
ନିଜର ପୁରୁଣା ବାଇକ୍ ବିକ୍ରି ନିମନ୍ତେ ଓଏଲଏକ୍ସ ରେ ଦିଆଗଲା ଆଡ଼୍ , ଗାଡି ପସନ୍ଦ ଆସିବା ଜଣାଇ ଟ୍ରାଏଲ ରାଇଡ଼ ନିମନ୍ତେ କଲେ ଅନୁରୋଧ । ଗାଡି ମାଲିକ ମଧ୍ୟ ଜଣାଇଲେ ସହମତି ଗରାଖ ଆସିଲେ ଟ୍ରାଏଲ ରାଇଡ଼ କଲେ ହେଲେ ଆଉ ଫେରିଲେ ନାହିଁ ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା!-->!-->!-->…
କିନ୍ନର ବସ୍ତି ରେ କରୋନା ସଚେତନତା ଓ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଯୋଗାଭ୍ୟାସ
ଏକ ଉନ୍ନତସମାଜ ର ପରିକଳ୍ପନା ଓ ବିକଶିତ ଢେଙ୍କାନାଳ ର ସ୍ବପ୍ନ ରେ ବିଭୋର ଯୁବ ଗୋଷ୍ଠୀ ଙ୍କୁ ନେଇ ଗଠିତ "ପରିବର୍ତ୍ତନ - ଓଡିଶା", ଢେଙ୍କାନାଳ ଦ୍ୱାରା କିନ୍ନର ବସ୍ତି ରେ କରୋନା ସଚେତନତା ଓ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଯୋଗା ଭ୍ୟାସ କରାଯାଇଥିଲା ।
ଢେଙ୍କାନାଳ ସହର ଉପକଣ୍ଠସ୍ଥ!-->!-->!-->…
ନିଜ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ପଛରୁ ଧକ୍କା ଦେଲା ଟ୍ରକ ; ବାଇକ ଚାଳକ ମୃତ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗ୍ରାମର କାଜୁ ପଡିଆ ନିକଟରେ ଜଣେ ବାଇକ ଆରୋହୀ ଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଘୋଷାଡି ନେବାରୁ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବାଙ୍ଗୁରା ଗ୍ରାମର ବିନୋଦ ସାମଲ (୪୮) ।
ସୂଚନା ଅନୁଯାୟୀ , ବିନୋଦ ତାଳଚେର କୋଇଲା ଖଣିରେ!-->!-->!-->…
ହାତୀ ଆକ୍ରମଣରେ ମହିଳା ମୃତ !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚକ ରାସୋଳ ସେକ୍ସନ ପଶାସିଂ ଗ୍ରାମ୍ୟ ଜଙ୍ଗଲରେ ଆଜି ପୂର୍ବାହ୍ନ ରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବାର ଜଣାଯାଇଛି।
ଖବରରୁ ଜଣା ଯାଏ ଏହି ଗ୍ରାମରେ ଯାଯାବର ଜୀବନ ବିତାଉଥିବା ମଲ୍ଲାର ସମ୍ପ୍ରଦାୟର ମାନସ ପ୍ରଧାନ ଙ୍କ!-->!-->!-->…
ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ବିହୀନ ଚିତ୍ର କୁ ନେଇ ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ ପ୍ରତିବାଦ
ଢେଙ୍କାନାଳ ଜିଲ୍ଲା ର ସଦର ମହକୁମା ରେ ଏକ ପ୍ରମୂଖ ସ୍ଥାନ ଗାନ୍ଧୀ ପାର୍କ |ଏହି ପାର୍କ ରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି |ଉକ୍ତ ଗାନ୍ଧୀ ପାର୍କ ଟି ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଏବଂ ଢେଙ୍କାନାଳ ଉପଜିଲ୍ଲାପାଳ ଙ୍କ ସରକାରୀ ବାସଭବନ ସାମ୍ନାରେ!-->…
ଗ୍ରାମବାସୀ ମାନଙ୍କ ଦ୍ଵାରା ପରିବାରକୁ ଗାଁରୁ ବାଛନ୍ଦ
ପରଜଙ୍ଗ ଥାନା ଅନ୍ତର୍ଗତ କଲଦା ପଂଚାୟତର ଶୁଣ୍ଢିତଇଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି, ଗ୍ରାମବାସୀ ମାନେ ଗୋଟିଏ ପରିବାରକୁବାଛନ୍ଦ କରିବା ସହ ଘରସାମ୍ନାରେ କଣ୍ଟା ତାରବାଡ଼ ଦେଇଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ମୁତାବକ ସେହି ଗ୍ରାମର ଦୁଷ୍ମନ୍ତ ବିଶ୍ବାଳ ପିତା,ପଦ୍ମ!-->!-->!-->…
ମାଂସ ଭାଗ ବଣ୍ଟାକୁ ନେଇ ହତ୍ୟାକାଣ୍ଡ
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କାଠ କୁମ୍ପା ଗ୍ରାମରେ ଘଟିଛି ଏହି ଅମାନବୀୟ ହତ୍ୟାକାଣ୍ଡ। ମୃତକ ଜଣଙ୍କ ହେଉଛନ୍ତି କୁମ୍ଭ ବେହେରା (୩୫)
ହିନ୍ଦୋଳର ରାସୋଳ ଥାନା କାଠକୁମ୍ପା ଗାଁରେ ଯାଜାବର ଭାବେ ମଲ୍ଲlର ସମ୍ପ୍ରଦାୟର ଦୁଇ ପରିବାର ରହି ମହୁ ସଂଗ୍ରହ କରି ବିକ୍ରି କରୁଥିଲେ ।!-->!-->!-->…
ଅସହାୟ ମହିଳାଙ୍କୁ ମାରପିଟ ଅଭିଯୋଗ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୁଟୁଣିଆ ନୂଆ ସାହିର ଜଣେ ଅସହାୟ ମହିଳାଙ୍କୁ ସେହି ଅଞ୍ଚଳର କେତେକ ଅସାମାଜିକ ଯୁବକ ମାଡ ମାରିଥିବାର ଅଭିଯୋଗ ହୋଇଛି ।ସ୍ବର୍ଗତ ଅଜୟ ଭୋଇଙ୍କ ସ୍ତ୍ରୀ ସୁନିତା ଙ୍କ କହିବା ଅନୁଯାୟୀ ସ୍ବାମୀଙ୍କ ମୃତ୍ଯୁବରଣ ପରେ ସେ ଦୁଇ ପିଲାମାନଙ୍କୁ ନେଇ କୁଟୁଣିଆ ରେ!-->…
ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ଟୀକା କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ଆମ୍ ଆଦମୀ ପାର୍ଟି ର ବୈଠକ
ଢେଙ୍କାନାଳ ଜିଲ୍ଲା ରେ ବିଭିନ୍ନ ଟୀକା ଦାନ କେନ୍ଦ୍ର ରେ ଜନଗହଳି ଯୋଗୁଁ ଟୀକା ଦାନ କେନ୍ଦ୍ର ଗୁଡିକ ରେ ସାମାଜିକ ଦୂରତା ବଜାୟ ରଖିବାକୁ ଆଦେଶ ଦେବା ପାଇଁ ଜିଲ୍ଲାପାଳ ଙ୍କୁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ତରଫରୁ ଦାବୀ କରିବା ପାଇଁ ଆପ୍ ର ବୈଠକ ।
ଉକ୍ତ ବୈଠକ ରେ ଦଳ ର ବରିଷ୍ଠ ସଦସ୍ୟ!-->!-->!-->…