ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଥମୁନି ବିବାଦ : ଆଜି ଢେଙ୍କାନାଳ ସହରରେ ଥିବା ଟିକା କେନ୍ଦ୍ରରେ…
ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ପୋଷ୍ଟର ଲାଗିବାକୁ ନେଇ ଥମୁନି ବିବାଦ । ଗତକାଲି ବାଲେଶ୍ୱର, ଅନୁଗୁଳ ଓ ନବରଙ୍ଗପୁର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ବିବାଦ ଦେଖାଦେବା ପରେ ଆଜି ଢେଙ୍କାନାଳ ସହର ସ୍ଥିତ ଏକ ଟିକା କେନ୍ଦ୍ରରେ ସମାନ ଦୃଶ୍ୟ!-->…
ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ଘଂଟାରେ ୨୯୫୭ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ । ଢେଙ୍କାନାଳ ଜିଲ୍ଲାରୁ ନୂଆ ୪୨ ପଜିଟିଭ ଚିହ୍ନଟ । ଚିହ୍ନଟ ଙ୍କ ମଧ୍ୟରୁ ଘରୋଇ ସଙ୍ଗ ରୋଧରୁ ୩୨ ଏବଂ ମେଡ଼ିକାଲ ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।
ସୂଚନା ଅନୁଯାୟୀ!-->!-->!-->!-->!-->…
ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ !
କାମାକ୍ଷାନଗର ଥାନା ରଙ୍ଗମାଟିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟୁ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି ।ମୃତଦେହଟି ଏକ ଶାଗୁଆନ ଗଛରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି
। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳ ଯୁବକଙ୍କର ବୟସ ୩୦ ରୁ ୩୫ ହେବ ବୋଲି!-->!-->!-->…
ଓଡ଼lପଡାରେ ବିଶାଳ ରକ୍ତଦାନ ଶିବିର
ସାରା ଦେଶରେ ବ୍ୟାପିଥିବା ମହାମାରୀ କରୋନା କାଳରେ ସଙ୍କଟାପନ୍ନ ରୋଗୀଙ୍କ ଚିକିତ୍ସା ନିମନ୍ତେ ରକ୍ତ ର ଅଭାବ ଦେଖାଦେଇଥିବା ପରିପ୍ରେକ୍ଷୀରେ ସାମାଜିକ ଦାଇତ୍ୱ ବୋଧ କୁ ଆଖି ଆଗରେ ରଖି ଢେଙ୍କାନାଳ ଜିଲ୍ଲାର ଓଡାପଡା ପ୍ରେସ କ୍ଲବ ସୌଜ୍ୟନ ରେ ୨୦ ତାରିଖ ରବିବାର ଦିନ ହିନ୍ଦୋଳ ରୋଡ଼ ସାପ୍ତାହିକ!-->…
ବାପା
ମାଁ ମତେ କେତେ ଭଲ ପାଉଥିଲେ ବାପା କରୁଥିଲେ ଗାଳିଗାଳି ନୁହେ ସିଏ,ଆଜି ମୁ!-->…
ରଙ୍ଗ ତୁଳୀ ଦୁନିଆର ମନବେନ୍ଦ୍ର
ରଙ୍ଗରେ ହସନ୍ତି ରଙ୍ଗରେ ଅଭିମାନ କରନ୍ତି କେତେବଳେ ବର୍ଜ୍ୟବସ୍ତୁ ରୁ ତିଆରି କରନ୍ତି ସୁନ୍ଦର କଳାକୃତି ତ କେତେବଳେ ନିର୍ଜୀବକୁ ଦିଅନ୍ତି ଦିଅଁ ର ରୂପ । ଏଭଳି ରଙ୍ଗ ତୁଳି ଦୁନିଆର ସମ୍ରାଟ ହେଉଛନ୍ତି ମହେଶ ପ୍ରସାଦ ହେନ୍ତାଳିଆ ।
କଙ୍କଡ଼ାହାଡ଼ ବ୍ଲକ ଶଶାପସି ବାସିନ୍ଦା ମହେଶ!-->!-->!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ୮୬ ଜଣ ଘରୋଇ ସଂଗରୋଧ ଏବଂ ୧୦ ଜଣ ଚିକିତ୍ସାଳୟ ରୁ ଚିହ୍ନଟ ହୋଇଛନ୍ତି ।
ହିନ୍ଦୋଳ ବ୍ଳକ୍ ବରଦାପାଳ ରୁ ୧୭ , କନ୍ତାମିଲା ୨ , ରଞ୍ଜ।ଗୋଳ ୧ , ନୂଆବେଗା ୧ , ଈଶ୍ୱରପାଳ ୧ , ହାତୁରା ୧ , ନୂଆକୋଟ ୧ , କାରନ୍ଦା ୧
ଢେଙ୍କାନାଳ!-->!-->!-->!-->!-->…
ପାରିବାରିକ କଳହ କୁ ନେଇ ଶ୍ୱଶୁରକୁ ହତ୍ୟା କଲା ଜ୍ୱାଇଁ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାତ୍ରଭାଗ ଗ୍ରାମରେ ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ପାତ୍ରଭାଗ ବିଲିସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବୃଦ୍ଧ ଜଣଙ୍କ ପାତ୍ରଭାଗ ବିଲିସାହିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କ ଝିଅ ଜ୍ବାଇଁଙ୍କର!-->…
ଯୁବକଙ୍କୁ ବୀଭତ୍ସ ହତ୍ୟା ; ୪ଅଟକ
ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ କାଲି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବଳଦିଆବନ୍ଧ ନିକଟରେ ବନ୍ଦ ହୋଇ ପଡିଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ଜଣେ ଯୁବକକୁ ଅତି ବୀଭତ୍ସ ଭାବରେ ଗତକାଲି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ବଳଦିଆବନ୍ଧ ଗ୍ରାମର!-->…
ବାପାଙ୍କୁ ବିନ୍ଦୁଏ
ବାପାଙ୍କର କଥା ତୀର ପରି ଛାତିକୁ କରତେ କେବେ ଲାଗେ ମହୁ ଠାରୁ ମିଠା l
ବାପାଙ୍କର ଆଖି ଢଳ ଢଳ କମଳର ତୁଲ ଘୁରି ବୁଲେ ଆମ ପାଖା ପାଖି l
ବାପାଙ୍କର!-->!-->!-->!-->!-->!-->!-->…