News
lipub
samparksetu

ଜନ୍ମଦାତା

(ବିଶ୍ବ ପିତୃତ୍ବ ଦିବସର ସ୍ଵତନ୍ତ୍ର ଅଭିଲେଖ) ବିସ୍ତାରିତ ଅଭ୍ର ଅନନ୍ତଦିବ୍ୟ ଅନ୍ତର ପ୍ରୀତିତ୍ରିପଥଗା ସିକ୍ତ ଶୀତଳତୃପ୍ତ ହୃଦୟ ଗୀତି । ଶିଳୋଚୟ ସ୍ଥିର ସୁକାନ୍ତସୁଧାସିକ୍ତ ସ୍ଵଭାବପିତା ଅନାବିଳ ଅନନ୍ୟପୂତ ପ୍ରଶାନ୍ତ ଭାବ । ପ୍ରସବିତା ସତ୍ଯ ସବିତାସର୍ବ ସୁଦକ୍ଷ

ମୋ ବାପା

ଭଗବାନ ପର୍ବତ ର ଶକ୍ତିବୃକ୍ଷ ଲତା ର ସହନଶୀଳତାସୂର୍ଯ୍ୟ ର ଉତ୍ତପ୍ତ ତେଜସମୁଦ୍ର ର ଗଭୀରତାଏହି ସମସ୍ତ ପ୍ରଭାବଶାଳୀ ତତ୍ବ ରୁ ନିର୍ମିତ ଏକ ମହାନ ବ୍ୟକ୍ତିତ୍ବ ସିଏ ହେଉଛନ୍ତି ବାପା ବାପା ହିଁ ପ୍ରଥମ ପରିଚୟଦାତାବାପା ଧୈର୍ଯ୍ୟ ର ଅନ୍ୟ ସ୍ଵରୂପବାପା ଏକ ଘଞ୍ଚ ବୃକ୍ଷ ଯାହାଙ୍କଶୀତଳତା ରେ

ତୃଟିପୂର୍ଣ୍ଣ ରାସ୍ତା କାର୍ଯ୍ୟ ପାଇଁ ବର୍ଷା ଋତୁରେ ରାସ୍ତା ପାଲଟୁଛି ଜଳାଶୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସନ୍ଥପୁର ପଞ୍ଚାୟତର ଏକ ନମ୍ବର ଓ୍ବାର୍ଡଠାରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ପାଣି ଜମି ରହୁଛି। ଏହି ରାସ୍ତାଟି ଉପରେ ମାଧପୁର ଠାରୁ ମାର୍ଥାପୁର ପର୍ଯ୍ୟନ୍ତ ଗାଁ ର ଲୋକ ଯିବାଆସିବା କରନ୍ତି। ଲଗାଣ ବର୍ଷା ସମୟରେ କୃତ୍ରିମ ଜଳାଶୟ ପରି

ତୋ ପାଇଁ

ତୁ ନଥିଲେ ମୁଁ ଅନ୍ଧସକାଳର ପହିଲି ସ୍ପର୍ଶ ତୋ ଦେହରେରାତିର ଶୀର୍ଷରେ ତୁବେଡର ଗୋଟେ ପାଖରେ ତୁଦିବା ରାତ୍ର ଅବିରତ ତୋ ପାଇଁବିକଳ ଆଉ ଛଟ ପଟପ୍ରେମିକ ଟିଏ ମୁଁ । ତୋ ରୂପ କେବେ ଆପଲତ କେବେ ଭିବୋ ଅପୋଏମାଇ ଭଳି ଅନେକସବୁଥିରେ ସ୍ମାର୍ଟ ତୁସ୍ଲିମ ଫିଗର ପାଇଁ ଭୁଲିଛି ଅନ୍ୟକୁଆଦରି ନେଇ

ଢେଙ୍କାନାଳ ଜିଲ୍ଲାରେ ୭୮ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଆଜି ଢେଙ୍କାନାଳ ଜିଲ୍ଲାରେ ୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତ ଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧ ରୁ ୬୩ ଏବଂ ଚିକିତ୍ସାଳୟରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ କାମାକ୍ଷାନଗର ବ୍ଲକର କାକୁଡିଆ ରୁ ୯, ବୁଢ଼ୀବିଲି, କୋଟଗରା ରୁ ୨ ଲେଖାଏଁ ,

ଢେଙ୍କାନାଳ ପୋଲିସ୍ ର ବଡ ସଫଳତା, କଣ୍ଟାଣାଳୀ ବାଇପାସ ନିକଟରେ ଲୁଟ୍ ଘଟଣାରେ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ୍

ରାଜ୍ୟବ୍ୟାପୀ ସଂକ୍ରମଣ ଲକଡାଉନ୍ ସହ ନାଇଟକର୍ଫ୍ୟୁ ଏହାର ଫାଇଦା ନେଇ ବିଭିନ୍ନ ଜିଲ୍ଲାରେ ମାତିଛନ୍ତି ଲୁଟେରା । ତେବେ ଏଭଳି ଏକ ଲୁଟେରା ଗ୍ୟାଙ୍ଗ କୁ ଗିରଫ କରିବା ସହ ମାରଣାସ୍ତ୍ର ଏବଂ ଚୋରି ସାମଗ୍ରୀ ଜବତ କରିଛି ଢେଙ୍କାନାଳ ଟାଉନ ପୋଲିସ୍ । ସୂଚନା ଅନୁଯାୟୀ ଗତ ୧୦

ଢେଙ୍କାନାଳ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟର ଶଯ୍ଯା ସଂଖ୍ଯା ୩୦୦ କୁ ବୃଦ୍ଧି

ରାଜ୍ଯ ସରକାରଙ୍କ ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟରେ ଶଯ୍ଯା ସଂଖ୍ଯା ୧୭୬ ରୁ ୩୦୦ କୁ ବୃଦ୍ଧି କରିବା ନିମନ୍ତେ ଅନୁମୋଦନ କରିଛନ୍ତି ।ଏହା ଦ୍ବାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ । ଜିଲ୍ଳାବାସୀ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା

ହିନ୍ଦୋଳ ଏନଏସିରେ କ୍ରୀଡା ଭିତ୍ତିଭୂମିର ବିକାଶ ନିମନ୍ତେ 5T ସଚିବଙ୍କ ସହ ଆଲୋଚନା କଲେ ବିଧାୟିକା

ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଭିଡିଓ କନଫରେନ୍ସିଙ୍ଗ ଯୋଗେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଙ୍କ ସହ ଆଲୋଚନା କରିଥିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ହିନ୍ଦୋଳ ଏନଏସିରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ କୌଣସି ଷ୍ଟାଡ଼ିୟମ ନିର୍ମାଣ ସହ ଉପଯୁକ୍ତ

ମନରେଗା କାମରେ ଜେସିବି ମେସିନ ଓ ଟ୍ରାକ୍ଟର ବ୍ୟବହାର ଯୋଗୁଁ ଗ୍ରାମବାସୀଙ୍କ ବିରୋଧ

ଲୋକଙ୍କୁ କର୍ମନିଯୁକ୍ତି ଦେବା ପାଇଁ ମନରେଗା ଯୋଜନାରେ ବହୁତ କାମ ସରକାର ଯୋଗାଇ ଦେଉଛନ୍ତି କିନ୍ତୁ ସେହି କାମ ଲୋକ ପରିବର୍ତ୍ତେ ମେସିନ ବ୍ୟବହାର କରିବା କଥା କିଛି ନୂଆ ନୁହେଁ। ତେବେ ସରକାରୀ କର୍ମଚାରୀଙ୍କୁ ହାତର କରି ଏହାର ଫାଇଦା ଠିକାଦାର ଉଠାଉଛନ୍ତି। ମେସିନ ସାହାଯ୍ୟରେ କାମ କରିବା

ଖୁଦଖାଇ ନୂଆବନ୍ଧର ପୁନରଉଦ୍ଧାର କାର୍ଯ୍ୟ ନିମ୍ନମାନର ଅଭିଯୋଗ

କାମାକ୍ଷାନଗର ବ୍ଲକର ତୁମୁଁସିଙ୍ଗା ପଞ୍ଚାୟତର ମନରେଗା କାମ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ଖୁଦଖାଇ ନୂଆବନ୍ଧର ପୁନରଉଦ୍ଧାର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୯,୦୦,୦୦୦ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ଟଙ୍କାରେ ପୋଖରୀ ଖନନ ଓ ବନ୍ଧହୁଡାର ପ୍ରାଚୀର ନିର୍ମାଣ
error: Content is protected !!