ଝିପି ଝିପି ବର୍ଷ।ରେ ବେହାଲ ଡୋଲିଆ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା
ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ କାମର ସୁଫଳ ସାଧାରଣ ଜନତାଙ୍କୁ ମିଳୁ ନାହିଁ।
ବିନା କାମରେ ବିଲ୍ ବି ଉଠାଇ ନେଉଛନ୍ତି ଠିକାଦାର। ତେବେ ଏଠାରେ ଆମେ ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଗୋଟିଏ ଗ୍ରାମ୍ୟ ରାସ୍ତାର ଚିତ୍ର ଉପସ୍ଥାପନ କରୁଛୁ। ଏହି!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୪୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ ପଜିଟିଭ୍ ଚିହ୍ନଟ , ୩୭ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ଏବଂ ଢେଙ୍କାନାଳ ଜିଲ୍ଲାରୁ ୪୩ ପଜିଟିଭ୍ ଚିହ୍ନଟ ।
ସୂଚନା ଅନୁଯାୟୀ ୪୩ ଚିହ୍ନଟ ଙ୍କ ମଧ୍ୟରୁ ଆଣ୍ଟିଜେନ ଟେଷ୍ଟ ଦ୍ୱାରା ଘରୋଇ ସଂଗରୋଧ ରୁ ୨୯, ଏବଂ!-->!-->!-->!-->!-->…
ଖବର ପ୍ରସାରଣ ପରେ ବଦଳିଲା ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ମୁକ୍ତାପଶି-ବସୋଇ ରାସ୍ତା ର ରାହାବେରେଣୀ ଗ୍ରାମ ନିକଟ ରାସ୍ତା କଡ଼ରେ ଏକ ୧୧ କେଭି ବିଦ୍ୟୁତ ଖୁଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ!-->…
ଢେଙ୍କାନାଳ ଜିଲ୍ଲାରେ ୧୧୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ୨୪ ଘଂଟାର କରୋନା ମିଟର : ୩୬୩୧ ନୂଆ ପଜିଟିଭ ଚିହ୍ନଟ; ସଂକ୍ରମଣ ହାର ୫. ୭୨%, ସାମାନ୍ୟ କମିଲା ମୃତ୍ୟୁ,ଢେଙ୍କାନାଳ ଜିଲ୍ଲାରୁ ୧୧୪ ନୂଆ ଆକ୍ରାନ୍ତ ଚିହ୍ନଟ । ଚିହ୍ନଟ ଙ୍କ ମଧ୍ୟରୁ ୯୮ ଜଣ ଘରୋଇ ସଙ୍ଗରୋଧ ରୁ ଏବଂ ମେଡ଼ିକାଲ ରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି ।
ସୂଚନା!-->!-->!-->!-->!-->…
କମ୍ପିଲା କାମାକ୍ଷାନଗର ;ରାତି ଅଧିଆ ଗୁଳିକାଣ୍ଡ ଓ ବୋମାମାଡ଼
ସବୁ ଆଡେ ଲକଡାଉନ୍ ପୁଣି ନାଇଟ କର୍ଫ୍ୟୁ, ଚାରିଆଡେ ସୁନସାନ୍ । ସତେ ଯେମିତି ମାଡି ବସିଛି ଅନ୍ଧାର ରାଣୀର ମିରିଚିକା । ଠିକ ସେହି ସୁନସାନ୍ ଭିତରେ ଫୁଟିଲା ଗୁଳି, ଫୁଣି ଗୋଟିଏ କି ଦୁଇ ରାଉଣ୍ଡ ନୁହେଁ ଫୁଟିଲା ୫-ରାଉଣ୍ଡ ଗୁଳି ହେଲେ ସେତିକିରେ ଥମି ଯାଇନଥିଲା ଆରମ୍ଭ ହୋଇଥିଲା ବୋମା!-->!-->!-->…
ରାତି ଅଧିଆ ଗୁଳିକାଣ୍ଡ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ରେ ଗୁଳିକାଣ୍ଡ । ଗୁଳିକାଣ୍ଡ ରେ କାମାକ୍ଷାନଗର ଅନନ୍ତପୁର କଲୋନୀ ର ତୋଫାନ ପାତ୍ର (୨୮) ଓ ଆକାଶ ନାୟକ ଗୁରୁତର ଏବଂ ରାଜକିଶୋର ନାୟକ ଆହତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବାର ସୂଚନା ।
ଚିକିତ୍ସା!-->!-->!-->!-->!-->…
ଟ୍ରକ ଧକ୍କାରେ ଛେଳି ଚରାଳି ଗୁରୁତର
ଢେଙ୍କାନାଳ-ଭୁବନ ପୂର୍ତ୍ତ ବିଭାଗ ରାସ୍ତାରେ ଛେଳି ଚରାଇ ଘରକୁ ଫେରୁଥିବା ସମୟରେ ଜଣେ ଛେଳି ଚରାଉଥିବା ଯୁବକଙ୍କ ଉପରେ ଚଢିଗଲା ଟ୍ରକ । ଫଳରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତର!-->!-->!-->…
ଦୁର୍ଘଟଣାରେ ଗୁରୁତର ପୋଡି ହୋଇଥିବା ଅସହାୟ ଗୌତମ କୁ ସରକାରୀ ସହାୟତା ଦାବି
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରି ପଞ୍ଚାୟତ ର ସୁରେଶ ନାଏକଙ୍କ ପୁଅ ଗୌତମ ନାଏକ।ଏକ ଦୁର୍ଘଟଣା କ୍ରମେ ଗୁରୁତର ଭାବେ ପୋଡି ହୋଇ ଔଷଧ ଟିକେ ପାଇଁ, ପେଟ ଚାଖେଣ୍ଡ ପାଇଁ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ଚାରିମାସ ତଳେ ଦାଦନ ଖଟିବାକୁ କେରଳ ଯାଉଥିଲେ ମାତ୍ର!-->…
ଘରେ ରୋଷେଇ କରୁଥିବା ସମୟରେ ନିଆଁ ଲାଗି ବୃଦ୍ଧା ଗୁରୁତର
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବୃଦ୍ଧା ଜଣଙ୍କ ବେଲ ବେହେରା (୬୦) ଏବଂ ତାଙ୍କ ଘର କଣ୍ଟାପାଳ ପଂଚାୟତ ଗୋତମରା ଗାଁରେ ବୋଲି ସୂଚନା ମିଳିଛି ।
ଘରେ ରୋଷେଇ କରୁଥିବା ସମୟରେ ଅସାବଧାନତା ପାଇଁ ଲାଗି ଯାଇଥିଲା ନିଆଁ । ତାଙ୍କୁ!-->!-->!-->…
ସଂଘବଦ୍ଧ ଆକ୍ରମଣ ;୩ଜଣ ଗୁରୁତର
ବାଡିରେ ଗାଇ ପସି ଫସଲ ଖାଇବାକୁ କେନ୍ଦ୍ର କରି ସଙ୍ଗବଦ୍ଧ ଭାବେ ଆକ୍ରମଣ। ନାବାଳକ ସମେତ ୩ ଗୁରୁତର। ସମସ୍ତ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ କାମାକ୍ଷାନଗର ଥାନା ଜୟପୂରାକାଟେଣି ଗ୍ରାମରେ ଆଜି ସକାଳେ କାଳନ୍ଦୀ ପରିଡାଙ୍କ ବାଡ଼ିରେ ଗ୍ରାମର ଅନ୍ୟ!-->!-->!-->…