ବାଟ ମାରଣା ଆବାସ ଯୋଜନା
ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତ ଅନ୍ତର୍ଗତ କୋଇଲିପଙ୍ଗି ଗ୍ରାମର ମାଳତୀ ବାରିକ ଗତ ୩ ବର୍ଷ ହେଲା ସ୍ୱାମୀଙ୍କୁ ହରାଇ ଦୁଇଟି ପିଲାଙ୍କ ସହ କାଳାତିପାତ କରୁଛନ୍ତି । ପିଲାମାନେ ସ୍କୁଲରେ ପାଠ ପଢ଼ୁଥିବା ବେଳେ ମାଳତୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବେ ମାତ୍ର ୧୧!-->…
ଘରକୁ ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସାପୁଆ ନାଳ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଘଟିଲା ଦୁର୍ଘଟଣା, ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ମେଡ଼ିକାଲ ରେ ଭର୍ତ୍ତି ।
ସୂଚନା ଅନୁଯାୟୀ ଢେଙ୍କାନାଳ ସହର ମାଣ୍ଡପା ସାହିର ପ୍ରଶାନ୍ତ ପାତ୍ର ମନ୍ଦାର ପଞ୍ଚାୟତ ର ରାମସୁଦା ପାଟଣାରୁ!-->!-->!-->!-->!-->…
ରାଜ୍ୟରେ ୨ ସପ୍ତାହ ପାଇଁ ଲାଗୁ ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କଣ କଟକଣା କଣ ହେଲା କୋହଳ
ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ଲକଡାଉନ୍ ସମୟରେ ଢେଙ୍କାନାଳ ସମେତ ୧୩ ଜିଲ୍ଲାର ରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ସମସ୍ତ ଜିଲ୍ଲାରେ!-->!-->!-->…
ଗୋଠପାଟଣାରେ ମହିଳାଙ୍କ ମୃତ ଦେହ ମିଳିବା ଘଟଣା, ବାହାରିବ କି ଢେଙ୍କାନାଳ ଲିଙ୍କ !
୯ ବର୍ଷ ତଳର ଫାଇଲ ଖୋଲିଲା ଚନ୍ଦକା ଥାନା ପୋଲିସ ।ଗୋଠପାଟଣାରେ ମହିଳାଙ୍କ ମୃତ ଦେହ ମିଳିବା ଘଟଣା ରେମହିଳାଙ୍କ ପରିଚୟ ପାଇବା ପାଇଁ ଜାରି ହେଲା ପୋଷ୍ଟର । ୨୦୧୨ ରେ ଟ୍ଵିନସିଟି କମିସନରେଟ ଅନ୍ତର୍ଗତ ଗୋଠପଟଣାର ଆମ୍ବତୋଟାରେ ମହିଳାଙ୍କୁ ହତ୍ୟା ହୋଇଥିଲା । ପୋଲିସ ପ୍ରଥମେ!-->!-->!-->…
ଖୁସି
ଜୀବନ ବଡ଼ ଅଜବ ନାଏଇଠି ସ୍ୱର୍ଗ ପୁଣି କେବେ ନର୍କହେଲେ ଖୁସି କେଉଁଠିଖୁସି କେବେ ଭଙ୍ଗା କୁଡ଼ିଆରେଚାଳ ଛପର ଫାଂକରୁ ପୁନେଇ ଚାନ୍ଦକୁଅଵଲୋକନ କରିବାରେ ।
ଖୁସି ମା ତାଳ ବରାର ଜାଲି ଚଟୁକୁଅପେକ୍ଷା ମୁଁ ଆଗ ଖାଇବିପୁଣି ସେଇ ସାଙ୍ଗ ମାନଙ୍କ ସହତେନ୍ତୁଳି ଖଟା ଖାଇବୁଢା ବାଡିରୁ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୫୪ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୪୦ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୧୪ ଚିହ୍ନଟ ହୋଇଛନ୍ତି ।
ସଦର ବ୍ଳକ୍ ମଙ୍ଗଳପୁର ୧ , ରାଜୁପାଟଣା ୧ , ତରଭା ୧ , ଗୋବିନ୍ଦପୁର ୧ , କୁରୁମାଟାଙ୍ଗରା ୧ , ଚାଉଳିଆ ୧ , ବରସୁପାଳ ୧ , ବାଲିଆମ୍ବା ୧!-->!-->!-->…
ଜିଲ୍ଲା ରେଡ଼କ୍ରସ ଶlଖା ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ଜିଲ୍ଲା ରେଡ଼କ୍ରସ ଶlଖା ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ଶାଖା ଅଧ୍ୟକ୍ଷ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଓ!-->!-->!-->…
ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ଶବ ଉଦ୍ଧାର ; ହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ଜଣେ ମହିଳାଙ୍କ ଶବ ବନ୍ଧା ହୋଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ଆଜି ସକାଳେ ନଦୀକୁ କିଛି ବ୍ୟକ୍ତି ଗାଧୋଇବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଘଟଣା ସ୍ଥଳରେ!-->…
ବର୍ଷା ଜଳରେ ୫୩ ନମ୍ବର ଜାତୀୟ ରାଜପଥରେ ଘାଇ ସୃଷ୍ଟି ହୋଇ ଭୁବନ କାମାକ୍ଷାନଗର ଯୋଗାଯୋଗ ବିଚ୍ଛିନ୍ନ !
ଗତକାଲିର ଲଗାଣ ବର୍ଷାରେ ବର୍ଷର ପ୍ରଭାବ ଦୟଣାବିଲ ଠାରେ ଥିବା ନାଳ ଉପରେ ନିର୍ମିତ ଆପ୍ରୋଚ ରୋଡ ଭାଙ୍ଗି ଯାଇଥିଲା। ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିଲା। ଯୁଦ୍ଧ କାଳୀନ ପରିସ୍ଥିତିରେ ଠିକା କମ୍ପାନୀ ପକ୍ଷରୁ କାମ କରାଯାଇଅଛି।
କାମାକ୍ଷାନଗର ଉପଜିଲ୍ଲାପାଳ ଏହାର!-->!-->!-->…
ବିଶ୍ୱ ରକ୍ତ ଦାନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ; ୭୪ ୟୁନିଟ ରକ୍ତ ସଂଗୃହିତ
ଆଜି ବିଶ୍ୱ ରକ୍ତ ଦାନ ଦିବସ ଉପଲକ୍ଷେ ଏବଂ ମହାମାରୀ କୋରନା ସମୟରେ ରକ୍ତର ଅଭାବକୁ ଦେଖି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୌତମ ପାଣୀ ଙ୍କ ନେତୃତ୍ୱରେ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଂପାଦକ ଦିନେଶ କୁମାର ପାଣୀ ଙ୍କ ତତ୍ୱବଧାନରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ!-->…