News
lipub
samparksetu

ଚୋରି ଅଭିଯୋଗ ଆସାମୀ କୋର୍ଟ ଚାଲାଣ

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସତ୍ୟଜିତ ନାୟକ ଓରଫ ଡିବିରି (୧୮) ନାମକ ଜଣେ ଯୁବକ ତିନୋଟି ଚୋରି ଅଭିଯୋଗରେ ଶନିବାର କାମାକ୍ଷାନଗର ପୋଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ କରାରାଇଛି। ପ୍ରକାଶ ନିକଟରେ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଅନୁସୂଚିତ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

କଣ୍ଟାବଣିଆ ଥାନା ଓଲିଙ୍ଗା ମୁଣ୍ଡା ହାଟିଙ୍ଗ ରେ ଦେବଗଡ ଅଞ୍ଚଳର ଅଜୟ କିଷାନ ରହୁଥିଲେ।ତାଙ୍କ ସହିତ ପାଲଲହଡା ଘଡାପଡା ଅଞ୍ଚଳରେ ଲଷ୍ମୀ ପୂର୍ତ୍ତି(୨୮)ଙ୍କୁ ବିବାହ କରିଥିଲେ। ଅଜୟ ଜଣେ ଟ୍ରକ ଡ୍ରାଇଭର ହୋଇଥିବା ବେଳେ ଗତକାଲି ଦିନ ୩ଟାରେ ଘରକୁ ଫେରିଥିଲେ। ସେ ଲଷ୍ମୀଙ୍କୁ ନିଜ ପିନ୍ଧା

ମହଙ୍ଗା ପଡିଲା ପରକୀୟା ପ୍ରୀତି ; ପ୍ରମୀଯୁଗଳଙ୍କ ବିବାହ କରାଇଦେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଵାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳାଙ୍କ ସହ ପରକୀୟା ସମ୍ପର୍କ ରଖିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି ।ଏହାକୁ ନେଇ ଅଞ୍ଚଳରେ ନାନା ଆଲୋଚନା ହେଉଛି।

କାର୍ଯ୍ୟକ୍ଷମ ହେଲା ମେରାମଣ୍ଡଳୀ ବିଦ୍ୟୁତ ସବଷ୍ଟେସନ ; ଉପକୃତ ହେବେ ୧୨ ପଞ୍ଚାୟତର ଲୋକେ

ତାଳଚେର ବିଦ୍ୟୁତ୍ ଖଣ୍ଡ ଚାଇଁପାଳ ଅନ୍ତର୍ଗତ ମେରାମଣ୍ଡଳୀ ସେକ୍ସନର ୩୩\୧୧ କେଭିଏ ବିଦ୍ୟୁତ୍ ଗ୍ରୀଡ୍ ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହୋଇଛି । ମେରାମଣ୍ଡଳୀ ସେକ୍ସନରେ ବିଦ୍ୟୁତ୍ ସମସ୍ୟା ଜଟିଳ ଋପ ଧାରଣ କରିଥିଲା ଲୋ ଭୋଲ୍-ଟେଜ୍ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିପକାଇଥିଲା । ବିଦ୍ୟୁତ୍

ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ଟ୍ରକ୍ ରୁ ଲୁଟିଲେ ଲୁଟେରା !

ଗତକାଲି ବିଲମ୍ବିତ ରାତ୍ରିରେ ଲୁହପଥର ବୋଝେଇ ଏକ ଟ୍ରକ ଭୂଷଣ- ଟାଟା ଅଭିମୁଖେ ଯାଉଥିବା ବେଳେ ପରଜଙ୍ଗ ସ୍ଥିତ ଜଟିଆ ନଦୀ ବ୍ରିଜ଼ ନିକଟରୁ କିଛି ହାଇୱେ ଲୁଟେରା ଡ୍ରାଇଭର ଅଶୋକ କୁମାର ମଣ୍ଡଳ ଓ ହେଲ୍ପର ସିଫନ ଖାଁ ଙ୍କୁ ବନ୍ଧୁକ ମୁନ ଦେଖାଇ ତାଙ୍କୁ ବାନ୍ଧି ପକେଇ ଉକ୍ତ ଟ୍ରକ୍ ଟିକୁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫୦ ଆକ୍ରାନ୍ତ ଚିହ୍ନଟ ଏଥି ମଧ୍ୟରୁ ୧୩୩ ଜଣ ଘରୋଇ ସଂଗରୋଧ ଏବଂ ୧୭ ଜଣ ଡାକ୍ତରଖାନାରୁ ଚିକିତ୍ସିତ ହେଉଛନ୍ତି । ଓଡ଼।ପଡ଼ା ବ୍ଳକ ଚିନ୍ତାପୋଖରୀ ୧୩ , ବିଡୋ ୭ , ବାଛୁରିବାଙ୍କ ୫ , ମଲିବିଡୋ ୨ , ରାଣୀବଣିଆ ୧ , ହଳଦିବାହାଳି ୧ , କୁଳୁସାହି କାଟେଣି ୧ ,

ଢ଼ାବା ଭିତରୁ ବିପୁଳ ପରିମାଣର ମଦ ଜବତ

ଆକ୍ସନ ମୋଡ଼ରେ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ।ଲକଡାଉନ୍ ରେ ଚାଲିଥିଲା ଚୋରା ମଦ ବ୍ୟାପାର, ହଠାତ ଚଢ଼ାଉ କରି ଜବତ କଲେ ଲକ୍ଷାଧିକ ଟଙ୍କାର ଚୋରା ମଦ । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାରଗାଡ଼ିଆ ଛକ ନିକଟରେ ଥିବା ଏକ ଢାବାରେ ବିଗତ ଦିନ ହେବ ଚୋରା

କିଏ ପୋଛିଦେଵ ଲୁହ

ଲକ୍ଷେ ଶିବ ପୁଜି ଘରଣୀ ଦେଇଛିସୁନାମୁଣ୍ଡା ଉପହାରଯତନେ ପାଳିଛି ଝାଳ ନିଗାଡିଛିରହି କେତେ ଅନାହାର । ଅଳି ଅରଦଳି ଅଝଟ ସହିଛିଦେଇଛି ଓଠରେ ହସନିଦ ଭୁଲି କେତେ ରାତି ଯେ ଅନିଦ୍ରାଭୁଲି ଅଛି ଭୋକ ଶୋଷ । ପୁତ୍ରସ୍ନେହ କେବେ କରିନି ସେ ଉଣାକରିଛି ଜଗତଜିତାଏ ସୁନ୍ଦର ପୃଥିବୀ ଉପହାର

ଅବ୍ୟବସ୍ଥାରେ ଖଙ୍କିରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ; ଡାକ୍ତର ନ ଆସିବାରୁ ରୋଗୀ ଦେଖୁଛନ୍ତି ଏନଏମ ଦିଦି

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଅନ୍ତର୍ଗତ ଖଙ୍କିରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସରକାର ପରିଚାଳନା ପାଇଁ ଢେ଼ଙ୍କାନାଳ ସ୍ଥିତ ନ୍ୟୂ ଇଣ୍ଡିଆ ଏକ ଏନଜିଓ କୁ ଦେଇଛନ୍ତି । ଏଠାରେ ଜଣେ ଏମବିବିଏସ ଓ ଆୟୁଷ ଡାକ୍ତର ନିଯୁକ୍ତ ଦେଇଛନ୍ତି । ଏମବିବିଏସ ଡାକ୍ତର ସପ୍ତାହ କୁ ତିନି ଦିନ ଆସିବା

ଖବର ପ୍ରସାରଣ ପରେ ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ଲାଗିଲା ସୁରକ୍ଷା ପ୍ରାଚୀର

ଅଧିକାଂଶ ସମୟରେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ହେତୁ ଅନେକ ଧନ ଜୀବନ ହାନି ହେଉଛି । କେଉଁଠି ମୁକୁଳା ଟ୍ରାନ୍ସଫର୍ମର ତ କେଉଁଠି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହୁଛି । ଯାହା ଉପରେ ନଜର ଦେଉ ନାହିଁ ବିଦ୍ୟୁତ ବିଭାଗ । ଏହି ପରି ଏକ ଘଟଣା ଦେଖିବାକୁ ମିଳିଥିଲା ଢେଙ୍କାନାଳ
error: Content is protected !!