ଜିଲ୍ଲାରେ ନୂତନ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୩୭ , ଘରୋଇ ସଂଗରୋଧରୁ ୧୨୬ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।
ହିନ୍ଦୋଳ ବ୍ଳକ୍ କଡ଼ଲା ୩୧ , କୋଥାଲୁ ୬ , ଗୋବିନ୍ଦପୁର ୬ , ଝାଡୁବେରଣୀ ୫ , ବେରୁଆଁପାଳ ୪ , କଙ୍କାଳୁ ୩ , ବଡ଼ ମୁଣ୍ଡା ୧ ,!-->!-->!-->…
ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସ ର ସାଇକେଲ ରାଲି
ବର୍ତ୍ତମାନ କରୋନା ର ୨ୟ ଲହରରେ ସାରା ଦେଶକୁ କବଳିତ କରିଥିବା ବେଳେ କେନ୍ଦ୍ର ର ମୋଦି ସରକାର ଲଗାତାର ଭାବେ ତୈଳ ଦର ବୃଦ୍ଧି କରିବାରେ ଲାଗିଛି । ଦେଶରେ କେତେକ ସ୍ଥାନରେ ୧୦୦.୦୦ ଟଙ୍କା ପାର ହୋଇସାରିଛି ଯାହାଦ୍ୱାରା କି ନିତ୍ୟବ୍ୟବହାର ସାମଗ୍ରୀ ତଥା ପନିପରିବା ଆଦି ର ଦର ଆକାଶ ଛୁଆଁ ରେ!-->…
ଢେଙ୍କାନାଳ ରେ ଆରମ୍ଭ ହେବ ୟୁ-ଟ୍ୟୁବ୍ କ୍ଳାସ, ୟୁ-ଟ୍ୟୁବ ଲାଇଭ ରେ ପଢିବେ ଛାତ୍ରଛାତ୍ରୀ
ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ହେତୁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ଶିକ୍ଷା ଆଦୌ ସମ୍ଭବ ହୋଇପାରି ନାହିଁ। ଯେତେବେଳେ କି ୯ମ ରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା ।!-->!-->!-->…
ପ୍ରବଳ ବର୍ଷା ପ୍ରଭାବରେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସଜାଗ ହେଲା ଜିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀ ରହିବେ…
ରାଜ୍ୟରେ ଆସନ୍ତା ୧୧ତାରିଖ ରୁ ୩ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହାକୁ ନେଇ ଭରଚୁଆଲ ମୋଡ଼ରେ ଆଜି ଏକ ଜରୁରୀ କାଳୀନ ଆଲୋଚନା କରିଥିଲେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ।
ଏହି ଆଲୋଚନା ରେ ଦୁର୍ବଳ ନଦୀବନ୍ଧ ଅଞ୍ଚଳ ଗୁଡ଼ିକ ଉପରେ ନଜର ରଖି ସଜାଗ ରହିବା ପାଇଁ ଜଳସେଚନର!-->!-->!-->…
ବାଇକରୁ ପଡି ମହିଳା ଗୁରୁତର
କଙ୍କଡାହାଡ ବ୍ଲକ କୁଟୁରିଆ ଗାଁ ଛକ ନିକଟରେ ବାଇକରୁ ପଡି ଜଣେ ମହିଳା ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ମହାବିରରୋଡ ଗ୍ରାମର ଝିଲ୍ଲୀ ବେହେରା ଓ ତାଙ୍କ ସମ୍ପର୍କୀୟକଙ୍କ ସହିତ ପର୍ଜଙ୍ଗ ରୁ ଗାଁ କୁ ଫେରୁଥିବା ସମୟରେ କୁଟୁରୀଆ ଛକ ନିକଟରେ ଭାରସାମ୍ଯ ହରାଇ ବାଇକରୁ!-->…
ଓଡ଼ିଶାର ଗର୍ବ ଭୁବନର ଲିନାଶ୍ରୀ
ଦଶକୋଟି ବର୍ଷ ପୂର୍ବେ ଭାରତର ମେଘାଳୟର ଖାସି ପର୍ଵତରେ ସୌରପୋକ ଜାତୀୟ ଡାଇନାସୋର ପ୍ରଜାତିଥିଲେ । ଯାହାର ଆବିଷ୍କାର କରିଛନ୍ତି ଭାରତର ତିନି ଜଣିଆ ମହିଳା ଭୂତତ୍ୱବିତ । ଏହି ତିନି ଜଣିଆ ଦଳରେ ଅନ୍ୟତମ ମୁଖ୍ୟ ହେଉଛନ୍ତି ଢେଙ୍କାନାଳ ଝିଅ ଲିନାଶ୍ରୀ ଦଳବେହେରା ।ସେ ୨୦୧୯ ରୁ ଏହି ବିଷୟରେ!-->…
ଢେଙ୍କାନାଳର କିନ୍ନର ମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ
ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଢେଙ୍କାନାଳର ହିମାଳୟ କିନ୍ନର ବସ୍ତି ରେ କିନ୍ନର ମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ ହୋଇଥିଲା ।
ନାରୀମାନେ ଯେଭଳି ଭାବେ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି ସେହିପରି ଭାବେ କିନ୍ନର ମନେ ଆଜି ନିଜ ଗୁରୁଙ୍କୁ!-->!-->!-->…
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନ ନଟାକଟା କଲୋନିସାହିର ଜଣେ ଯୁବକଙ୍କ ଗତକାଲି ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନୃସିଂହ ଦାସଙ୍କ ମଝିଆ ପୁଅ ବୋଲି ଜଣା ପଡ଼ିଛି ।
ତାଙ୍କୁ ଚିକିତ୍ସା ପାଇଁ ଗତକାଲି ରାତିରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସେ ୫୩ ନଂ ଜାତୀୟରାଜପଥ ରେ ନିର୍ମାଣ ହେଉଥିବା ଡ୍ରେନ!-->!-->!-->…
ଚଳିତ ବର୍ଷ ମଧ୍ୟ ରଥଗଡା ରେ ଗଡିବନି ରଥ ! କେବଳ ପୁରୀରେ ହେବ ରଥଯାତ୍ରା
କେବଳ ପୁରୀରେ ହେବ ରଥଯାତ୍ରା । ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ୨ଟି ଡୋଜ କରୋନା ଟିକା ନେଇଥିବା ସେବାୟତମାନେ ଏହି ଯାତ୍ରାରେ ସାମିଲ ହେବେ । ଯଦି ୨ଟି ଡୋଜ ଟିକା ନେଇ ନଥିବେ ତେବେ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ!-->!-->!-->…