ଯୁବତୀଙ୍କୁ ଦୁଷ୍କର୍ମ ଏବଂ ହତ୍ଯା ଉଦ୍ୟମ, ଉଦ୍ଧାର କରିବାକୁ ଯାଇ ପରିବାର ର ପାଞ୍ଚ ଆହାତ
କରୋନା ମହାମାରୀର ସମୟରେ ଲୋକମାନେ ଜୀବନ ବଞ୍ଚାଇବାକୁ ବ୍ୟାକୁଳ। କିନ୍ତୁ ଏଭଳି ସଂଙ୍କଟ ସମୟରେ ମଣିଷ ଯେ ନିଜର ପୈଶାଚିକ ପବୃତି ରେ ପଡି ନାବାଳିକା କନ୍ୟା ଉପରେ ଲୋଲୁପ ଦୃଷ୍ଟି ପକାଇପାରେ, ଏକଥା ଭାବିଲାବେଳକୁ ଖରାପ ଲାଗୁଛି । କିନ୍ତୁ ଆଜି ଏଭଳି ଏକ ଅଭାବନୀୟ ଅମାନୁଷିକ ଘଟଣା ଘଟିଛି ଭୁବନ!-->…
ଲୋ-ଭୋଲ୍ଟେଜର ସମାଧାନ ପାଇଁ ଭାଗିରଥି ବିହାର “ବି” ବ୍ଲକ ବାସିନ୍ଦା ଟାଟା ପାୱାର ମ୍ୟାନେଜରଙ୍କ ଦ୍ୱାରସ୍ଥ
ବିଦ୍ୟୁତ ବିଭାଗର ସମସ୍ୟା ଏବଂ ସରବରାହକୁ ନେଇ ପୌରାଞ୍ଚଳର ୱାର୍ଡ ନଂ୪ ଭାଗିରଥି ବିହାର "ବି" ବ୍ଲକ ବାସିନ୍ଦାମାନେ ସମାଜସେବୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଟାଟା ପାୱାର ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ଅଂଚଳରେ ଦିନକୁ ଦିନ ଜନ ବସତି ବଢୁଥିବା ବେଳେ ବିଦ୍ୟୁତ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୩ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରୁ ନୂତନ ୧୨୩ ଆକ୍ରାନ୍ତ ଚିହ୍ନଟ ହସ୍ପିଟାଲରୁ ୧୮ ଚିହ୍ନଟ ହୋଇଥିବା ବେଳେ ୧୦୫ ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି ।
ହିନ୍ଦୋଳ ବ୍ଳକ ପଞ୍ଚପଡା ୧୧, ବେଡ଼ାପଡ଼ା ୩ , ନୂଆବଗ ୨ , ଦୁଦୂରକୋଟ ୨ , କଡ଼ଲା ୨ , ବମ୍ପା ୧ , କଳିଙ୍ଗା ୧ ,ଖରଚୋଲି ୨, ବାଉଁଶପୋଖରୀ ୧ ,!-->!-->!-->…
ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ; ବହତ୍ୟା ଅଭିଯୋଗ ପରେ ବନ୍ଧାହେଲେ ସ୍ୱାମୀ
କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମ ର ଶ୍ରୀକାନ୍ତ ସାହୁ ଙ୍କ ଝିଅ ସୀମା ସାହୁ ଆଜିକୁ ପାଞ୍ଚ ବର୍ଷ ତଳେ ଗୋରଡିଆ ଗ୍ରାମ ର ବେଣୁ ସାହୁ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ । ବିବାହର ପରଠାରୁ ଅଧିକ ଯୌତୁକ ଦାବି ନେଇ ଶ୍ୱଶୁର ଘର ଲୋକ ଦାବି କରି ଆସୁଥିଲେ।ଏବଂ ଅନେକ ସମୟରେ ନିର୍ଯ୍ୟାତନେ!-->…
” ଥୁଣ୍ଟା ଗଛ “
ସନ୍ଧ୍ୟାର ଲାଲ ଗାରିମା ଦୃଶ୍ୟରେ
ପ୍ରକୃତିର ସୁନ୍ଦରତାରେ
କାନଭାସର ଅଙ୍କା ଛବିରେ
ଅବା କେଉଁ ଏକ ହତାଶ ମନରେ
ଥୁଣ୍ଟା ଗଛ ମୂଳ ପଥରରେ ......
ପତ୍ର ବିହୀନ
ଶବ୍ଦ ବିହୀନ
ଯୌବନ ବିହୀନ
ରସ ବିହୀନ
ବାସ୍ତବ ବିହୀନ
ଥୁଣ୍ଟା ଗଛର ଜୀବନ .......
!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ମୁକ୍ତାପଶି-ବସୋଇ ରାସ୍ତା ର ରାହାବେରେଣୀ ଗ୍ରାମ ନିକଟ ରାସ୍ତା କଡ଼ରେ ଏକ ୧୧ କେଭି ବିଦ୍ୟୁତ ଖୁଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଛି।
ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ!-->!-->!-->…
ଜିଲ୍ଲାରେ ନୂତନ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୯୮ ,ଏବଂ ଡାକ୍ତରଖାନାରୁ ୯ ଚିହ୍ନଟ ।
ସଦର ବ୍ଳକ୍ ନାରଣପୁର ୩ , କୁରୁମାଟାଙ୍ଗରା ୨ , ଗୋବିନ୍ଦପୁର ୨ , ନଡିଆଳି ୧ , ଦେରସିଂହ ୧ , ସୁଆଖାଇକାଟେଣି ୧ , ମହୁଲପାଳ ୧ , ମଙ୍ଗଳପୁର ୧ , ଭାପୁର ୧ , ନଛିପୁରା!-->!-->!-->…
‘ମହାପ୍ରୟାଣ’
ଘର ଠାରୁ ମଶାଣି ର ରାସ୍ତାଲମ୍ବିଯାଇଛି ଦୂରକୁ ଦୂରକୁଭୟ ର ଚଦର କୁ ଘୋଡେଇ ହୋଇଶୋଇଯାଇଛି ନିଶ୍ଚିନ୍ତ ନିଦରେ।ହଠାତ୍ ଭାଙ୍ଗିଗଲା ନିଦ ତାରଚେଇଁଉଠିଲା ଶୁଣି କିଛିପଦଚାଳନା ର ଶବ୍ଦ।
ସହାୟତା ର ହାତ ଆଜି ବନ୍ଧାନାହିଁତ ଉତ୍ତରବାତାୟନ ଖୋଲା ଆଜିଉଙ୍କି ମାରୁଛି ସନ୍ଦିଗ୍ଧ ନୟନ ।
!-->!-->!-->!-->!-->!-->!-->…
ଆଜି ରବିବାରରେ ଘରେ ବନାନ୍ତୁ ଷ୍ଟ୍ରିଟଫୁଡ଼ ଷ୍ଟାଇଲ ଚିକେନ୍ ଲଲିପପ
ଚିକେନ୍ ଲଲିପପ ପାଇଁ ଆବଶ୍ୟକ ସାମଗ୍ରୀ
୬ ପିସ୍ ଚିକେନ୍ ଖଣ୍ଡଗୋଟିଏ ଅଣ୍ଡା (ଫେଣ୍ଟା ହୋଇଥିବା)ଏକ କପ୍ କର୍ଣ୍ଣଫ୍ଲୋରଗୋଟେ ଚାମଚ ରସୁଣ ପେଷ୍ଟଏକ ଚାମଚ ଅଦା ପେଷ୍ଟ୧ ଚାମଚ ଲୁଣଡିପ୍ ଫ୍ରାଏ କରିବା ପାଇଁ ତେଲ
ପ୍ରସ୍ତୁତି ପ୍ରଣାଳୀ
ଚିକେନ ଲଲିପପ୍ ବନାଇବା ପାଇଁ ପ୍ରଥମେ!-->!-->!-->!-->!-->!-->!-->!-->!-->…
ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସେହି ଗ୍ରାମର ଭ୍ରମର ସାହୁ ଙ୍କ ସାନପୁଅ ବେଣୁଧର ସାହୁ କାମାକ୍ଷାନଗର ଥାନା ଅନ୍ତର୍ଗତ ରାଙ୍କୀଆ ଗ୍ରାମର ଦେବଜାନୀ ସାହୁଙ୍କୁ ୩!-->!-->!-->…