ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ଚତୁର୍ଥ ଆସାମୀ ଗିରଫ
ବାରୁଆଁ ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଆସାମୀଙ୍କୁ ଧରିଲେ ପୋଲିସ । ଘଟଣା ରୁ ପ୍ରକାଶ ଯେ ,ଅକ୍ଟୋବର ୨୦ତାରିଖ ସାରା ରାଜ୍ୟରେ ହୋଇଥିଲା ବସ ଧର୍ମଘଟ ଓ ଦଶହରା ନିମନ୍ତେ କଲେଜ ଛୁଟି ହୋଇଥାଏ । ଘରକୁ ଯିବା ପାଇଁ ସୁକିନ୍ଦା ଖଣି ଅଞ୍ଚଳର ଜଣେ କଲେଜ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କୁ ଡକାଇ ତାଙ୍କ!-->…
ଫେବୃଆରୀ ୨୨ ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା
ଢେଙ୍କାନାଳ ଜିଲ୍ଳାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆସନ୍ତା ଫେବୃଆରୀ ୨୨ ଓ ୨୩ ଦୁଇ ଦିନ ଧରି ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋରନ୍ଦା ମାଘମେଳା ପାଇଁ ସଂପୃକ୍ତ ଅଞ୍ଚଳକୁ ସର୍ବଦା ପରିଷ୍କାର ପରିଛନ୍ନ ରଖିବା!-->…
ପାନୀୟ ଜଳ ସମସ୍ୟା ରେ ହନ୍ତସନ୍ତ ଖମାର ସାହି ବାସିନ୍ଦା
ଢେଙ୍କାନାଳ ପୌରସଂସ୍ଥା ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଖମାର ସାହି ବାସିନ୍ଦାମାନେ ଦୀର୍ଘ ଏକ ବର୍ଷ ଧରି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଦାବୀପତ୍ର କର୍ଣ୍ଣପାତ ନକରିବାରୁ ମହିଳା ମାନେ ପିଏଚଡି କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିଥିବାର!-->…
ଡ୍ରେନ ଭିତରକୁ ଗଳିପଡିଲା ସ୍କୁଲ ଭ୍ୟାନ,୫ଜଣ ଛାତ୍ରଛାତ୍ରୀ ଆହତ
ଢେଙ୍କାନାଳ ସହରରେ ଥିବା ଏକ ଘରୋଇ ବିଦ୍ୟାଳୟକୁ ଯାଉଥିବା ଏକ ସ୍କୁଲ ଭ୍ୟାନ ପୌର ସଂସ୍ଥାର ଡ୍ରେନ ଭିତରକୁ ଗଳି ପଡିଥିବା ବେଳେ ୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବାର ଜଣାପଡିଛି ।ସହରରେ ଥିବା ଏକ ଘରୋଇ ବିଦ୍ୟାଳୟକୁ ଗୁରୁବାର ଦିନ ସକାଳ ୭ଟା ସମୟରେଏକ ମାରୁତି ସ୍କୁଲ ଭ୍ୟାନ ସହରରୁ ୧୩ଜଣ!-->…
ସ୍ମଶାନରୁ ମୃତ ବୃଦ୍ଧା ଙ୍କ ଖପୁରୀ ଆଣି ପୂଜାର୍ଚ୍ଚନା,ଭୟଭୀତ ପରିବାର ଲୋକେ
ବିଜ୍ଞାନ ଯୁଗରେ ଏବେବି ଚାଲିଛି ତନ୍ତ୍ରବିଦ୍ୟା ସାଧନା । ୬ ମାସ ତଳେ ମୃତ୍ୟୁ ହୋଇଥିବା ବୃଦ୍ଧା ମହିଳାଙ୍କ ଗାତରୁ ମୁଣ୍ଡ ବାହାର କରି କରାଯାଇଛି ପୂଜାର୍ଚ୍ଚନା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଓ ପରାବାର ଲୋକେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମରେ!-->…
ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ଟିମ୍ ପକ୍ଷରୁ ମେରାମଣ୍ଡଳୀରେ “ମନ୍ଥନ ଯାତ୍ରା ‘ ଆୟୋଜିତ
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏହାର ରିସ୍ତା (ରିଜିଓନାଲ୍ ଇନିସିଏଟିଭ୍ ଫୋର ଶେଫ୍ ସେକ୍ସ ହେଲଥ୍ ବାଇ ଆଡୋଲସେଣ୍ଟ)ଟିମ୍ ଜରିଆରେ ଓଡାପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ‘ମନ୍ଥନ ଯାତ୍ରା\' ଶୀର୍ଷକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମ୍ପ୍ରଦାୟ ମଧ୍ୟରେ ଯୌନ ସ୍ୱାସ୍ଥ୍ୟ, ସବୁଜ କୌଶଳ,!-->…
ବାଇକ ଦୁର୍ଘଟଣାରେ ତିନି ଗୁରୁତର
ବାଇକ ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଟି ଘଟିଛି ଭୁବନ ଥାନା ଅନ୍ତର୍ଗତ ବଡକାଠିଆ ରାସ୍ତାରେ। ଡୁବୁରୀ କଳିଙ୍ଗନଗର ରଣାମୁଣ୍ଡି ଗ୍ରାମର ଗଣେଶ୍ବର ମାହୁନ୍ତ ନିଜ ସ୍ତ୍ରୀ ଲକ୍ଷ୍ମୀ ମାହୁନ୍ତକୁ ଧରି ନିଜ ମଟର ସାଇକେଲରେ ଶଶୁରଘର ହଳଦିଗୁଣ୍ଡି ଯାଉଥିଲେ।
ତେବେ!-->!-->!-->…
ବିରାଶାଳ ବିମାନ ପାଇଲଟ ଟ୍ରେନିଂ ଆକାଶଛୁଆଁ ;୪୩ ଲକ୍ଷ ଟ୍ରେନିଂ ଫି ,ଓଡିଶା ପିଲାଙ୍କ ପାଇଁ ପାଇଲଟ ହେବା ସ୍ୱପ୍ନ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବିରାଶାଳ ବିମାନ ପ୍ରଶିକ୍ଷଣ କେନ୍ଦ୍ର ବିମାନ ପାଇଲଟ ଟ୍ରେନିଂ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ତାଲିମ ପାଇଁ ଯେଉଁ କୋର୍ସଫି ରହିଛି ତାହା ଓଡିଶା ପିଲାମାନଙ୍କ ପାଇଁ ପାଇଲଟ ହେବାର ସ୍ୱପ୍ନକୁ ଧୂଳିସାତ କରିଦେଉଛି । ଏପରିକି!-->…
ନୂଆ ବରଷ – ୨୦୨୪
ପୁରୁଣା ବରଷ ପୁରୁଣା ବରଷକାର୍ଯ୍ୟକାଳ ତୋର ହୋଇଲା ଶେଷ lଚାହୁଁ ଚାହୁଁ ପୁରିଲା ଏକ ବରଷ,ନାମ ଥିଲା ଦୁଇ ହଜାର ତେଇଶକେତେ ଲୋକଙ୍କ କରିଲୁ ସର୍ବନାଶଆଉ ପୁଣି କାହାର ରଖିଲୁ ଯଶ lସ୍ଵାଗତମ ଦୁଇ ହଜାର ଚବିଶଭାରତବାସୀ ଙ୍କୁ କରହେ ଆଶିଷ lପିଲା ଠାରୁ ବୁଢ଼ା ହେଲେଣି ତତ୍ପରଭିଡ଼ ଜମି ଯିବ ମଦ!-->!-->!-->…
ବିଦ୍ୟୁତ ଗ୍ରିଡ଼ କର୍ମଚାରୀଙ୍କ ଠାରୁ ସୁନା ଓ ବିଦ୍ୟୁତ୍ ସାମଗ୍ରୀ ଲୁଟ୍
ସ୍ଥାନୀୟ କଲେଜ ବାଇପାସ୍ ଠାରେ ଥିବା ବିଦ୍ୟୁତ୍ ଗ୍ରିଡ୍ ର କର୍ମଚାରୀ ଙ୍କୁ କେତେକ ଅଜଣା ଦୁର୍ବୃତ୍ତ ବାନ୍ଧି ତାଙ୍କଠାରୁ ସୁନା ମୁଦି ସହ ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଥିବା ର ଜଣା ପଡ଼ିଛି ।
ଶନିବାର ବିଳମ୍ବିତ ରାତ୍ରୀ ରେ କେତକ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି କଲେଜ ଛକ!-->!-->!-->…