ଘରେ ପଶି ସଙ୍ଗବଦ୍ଧ ଆକ୍ରମଣ ଗୋଟିଏ ପରିବାରର ୫ ଆହତ
ପ୍ରେମ କରି ବିବାହ କଲେ ପରେ ଆକ୍ରମଣ ର ଶିକାର ହେଲେ, କେବଳ ସିଏ ନିଜେ ନୁହେଁ ବରଂ ପରିବାରଲୋକେ ମଧ୍ୟ ହେଲେ ଲହୁଲୁହାଣ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗ୍ରାମରେ ।
ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ନିମତଇଳା ଗ୍ରାମର ଜଣେ ଯୁବକଙ୍କ ସହ!-->!-->!-->…
ପୁଅର ଟାଙ୍ଗିଆ ଚୋଟ ରେ ବାପର ମୃତ୍ୟୁ ଘଟଣା ; ଗିରଫ ହେଲା ପୁଅ
ବାପା ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ । କେନ୍ଦୁଝର ଜିଲ୍ଲାର ଗିରଫ କଲା ପୋଲିସ ।
ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳ ପଞ୍ଚାୟତ ର ଡ଼ଙ୍ଗାପାଳ ଗ୍ରାମରେ ସନାତନ ମହାନ୍ତଙ୍କ ପୁଅ ତପନ ମହାନ୍ତ ଗତ ମେ ମାସ ୨୩ ତାରିଖରେ ମଦ୍ୟପ ଅବସ୍ଥାରେ ନିଜ!-->!-->!-->…
ସ୍ଥାନୀୟ ପ୍ରଶାସନର ଉଦାସୀନତା! ଚାରି ବର୍ଷ ହେଲା ସ୍ଥାନ ନିରୂପଣ ହୋଇପାରୁନଥିବା ହେତୁ ଆଜିଆଇଟି ଡିପ୍ଲୋମା କଲେଜର ନୂତନ…
ଢେଙ୍କାନାଳ ଜିଲ୍ଲା ର ଶିକ୍ଷା ମାନଚିତ୍ରରେ ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ (ଆଇଜିଆଇଟି)ର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପରଜଙ୍ଗ ବ୍ଲକର ସରାଙ୍ଗଠାରେ ଥିବା ଏହି ଅନୁଷ୍ଠାନର ପରିସରରେ ଡିପ୍ଲୋମା ପାଠ୍ୟକ୍ରମ ବ୍ୟବସ୍ଥା ରହିଛି।
୨୦୧୭ ମସିହାରେ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର!-->!-->!-->…
ଘରେ ବନାନ୍ତୁ ଫେମସ ଷ୍ଟ୍ରିଟଫୁଡ଼ ମୋମୋ ହେଲେ ଅଟାରେ
ବଜାରରେ ମିଳୁଥିବା ମୋମୋ ଖାଇବାକୁ ଇଚ୍ଛା କି ହେଲେ ମଇଦା ଅପେକ୍ଷା ଅଟା ମୋମୋ ଶରୀର ପକ୍ଷେ ନଥାଏ କ୍ଷତିକାରକ, ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ଅଟା, ଲୁଣ, ପନୀର, ତେଲ, ସିମଲା ଲଙ୍କା, ଗାଜର, କଞ୍ଚା ଲଙ୍କା, ଅଦା, ଗୋଲମରୀଚ।
!-->!-->!-->!-->!-->!-->!-->…
” ସ୍ୱାର୍ଥ “
ଆକାଶରେ ଦଳେ ଶୁଆ କଲରବ କରି ଉଡି ଯାଉଥିଲେ।ଏହି ସମୟରେ ରାମବାବୁଙ୍କ ପିଞ୍ଜରାରେ ଥିବା ଶୁଆଟି ଚିତ୍କାର କରିଉଠିଲା। ଶୁଆଙ୍କୁ ଦେଖି "ଅତାହାସ୍ୟ କରିବା ସହିତ....ଖୁବ ଜୋରରେ କହିବାକୁ ଲାଗିଲା "ଶ୍ରୀ ଶ୍ରୀ ଚକ୍ରଧର ପକ୍ଷୀ ଜନମରୁ ପାର କର ହେ କମଳାର ବର"...ଏ କଥା ଶୁଣି ଆକାଶରେ ଉଡି ଯାଉଥିବା!-->…
ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୫୧ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ୪୫୧ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୪୩୨ ଜଣ ଘରୋଇ ସଂଗରୋଧ ଏବଂ ୧୯ ଜଣ ଡାକ୍ତର ଖାନାରୁ ଚିହ୍ନଟ ହୋଇଛନ୍ତି ।
ଭୁବନ ବ୍ଳକ୍ ମୁରୁଗା ୧୨୩ , ଗୋରଡ଼ିଆ ୨ , ବାରୁଆଁ ୨ , ଜିରାଳ ୨ , ଅଶୁରବନ୍ଧପାଟଣା ୧ , ସରଦେଇପୁର ୧ , ଖୁରୁଶିଆ ୧
ସଦର ବ୍ଳକ୍!-->!-->!-->!-->!-->…
ଠିକା କାମ ବିବାଦ କୁ ନେଇ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,ଅଳ୍ପକେ ବର୍ତ୍ତିଲେ ପରିବାର !
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ଠିକା କାମ କୁ ନେଇ ବିବାଦ ଚରମ ଋପ ଧାରଣ କରିଛି । ରାତିରେ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦେଇଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ପରିବାର ଲୋକ ।
କୁରୁଣ୍ଟି ଗ୍ରାମରେ ଟାଟା ବିଏସ୍ଏଲ୍ ପକ୍ଷରୁ ୨!-->!-->!-->…
ହାଇୱ। କୁ ପଛରୁ ପିଟିଲା ହାଇୱ। ; ଡ୍ରାଇଭର ଜୀବନ୍ତ ଦଗ୍ଧ
ହାଇୱ। କୁ ପଛରୁ ପିଟିଲା ହାଇୱ। , ଜୀବନ୍ତ ଦଗ୍ଧ ହୋଇଗଲେ ପଛପଟେ ପିଟିଥିବା ହାଇୱ। ଡ୍ରାଇଭର । ମୃତକ ଜଣଙ୍କ ଝାଡ଼ଖଣ୍ଡ ର ସୁନୀଲ ଯାଦବ ବୋଲି ସୂଚନା ମିଳିଛି। ।
ସୂଚନା ଅନୁଯାୟୀ , କଣ୍ଟାବଣିଆ ଥାନା ଅନ୍ତର୍ଗତ ଏକ ପ୍ଲାଣ୍ଟ ରୁ ପାଉଁଶ ନେଇ ଏକ ହାଇୱ। କାମାକ୍ଷାନଗର ୫୩ ନଂ ଜାତୀୟରାଜପଥ!-->!-->!-->…
କୁକୁର ମୁହଁରୁ ଜୀବନ୍ତ ଖୁରିଙ୍ଗ କୁ ଉଦ୍ଧାର କଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନବିଭାଗ ଅଧିନସ୍ତ ବେଗା ଗ୍ରାମରେ ଗତକାଲି ସକାଳ ପ୍ରାୟ ୮ଘଟିକା ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ଏକ ଖୁରିଙ୍ଗ ଗାଁ ଭିତରକୁ ପଶିଆଶିଥିଲା ।
ଦୁର୍ଭାଗ୍ୟ ବଶତଃ ବୁଲା କୁକୁର ମାନଙ୍କ ହାବୁଡ଼ରେ ପଡିଯାଇଥିଲା । କୁକୁର ମାନଙ୍କର ଆକ୍ରମଣରେ ଘାଇଲା ହେବା!-->!-->!-->…
ନାବାଳିକାକୁ ଅପହରଣ ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ଫାଣ୍ଡି ରାଧାଦେଇପୁର ଗ୍ରାମର ଭାଷ୍କର ବେହେରା ଙ୍କ ୧୭ ବର୍ଷୀୟ ଝିଅ କୁ ଉକ୍ତ ଗ୍ରାମର ହଟିଆ କମାର ନାମକ ଯୁବକ ଅପହରଣ କରି ନେଇଥିବାର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଙ୍କ ବାପା ।
ସୂଚନା ଅନୁଯାୟୀ ,ଗତ ୨୮ମେ ରେ ଉକ୍ତ ନାବାଳିକା ଘର ପଛପାଖ!-->!-->!-->…