News
lipub
samparksetu

ସାବଧାନ! ତୋଷାମଦକାରୀ ଙ୍କୁ

ସମାଜରେ ବିଭିନ୍ନ ପ୍ରକାର ର ବ୍ଯକ୍ତିବିଶେଷ ବାସ କରନ୍ତି। ବେଳେବେଳେ ସମସ୍ତଙ୍କର ଚିନ୍ତାଧାରା ସମାନ ନଥାଏ। କିନ୍ତୁ କିଛି ବ୍ଯକ୍ତି ଅଛନ୍ତି ଯେଉଁମାନଙ୍କଠାରେ ଅନ୍ଯ ର ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ। ନିଜର ସୁବିଧାହେତୁ ବା ନିଜସ୍ୱ ମତ ନଦେବା ପାଇଁ ଅନ୍ଯ ର ମତାମତ ଉପରେ 'ହଁ'

ସର୍ପାଘାତରେ ମହିଳା ମୃତ,ସାପ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରାମକୃଷ୍ଣପୁର ଗ୍ରାମର ପର୍ଶୁରାମ ମଲ୍ଲିକଙ୍କ ପତ୍ନୀ କଲ୍ପନା ମଲ୍ଲିକ ( ୩୭ ) ଗତକାଲି ରାତିରେ ଶୋଇଥିବା ସମୟରେ ସର୍ପାଘାତ ପାଇଥିଲେ । ଜିଲ୍ଲାର ମୁଖ୍ଯ ଚିକିତ୍ସାଳୟରେ ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ ଘଟିଛି । ଏବଂ ତାଙ୍କ ଦେହରେ ସାପର ଆଘାତ

ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଭୁଲିଗଲା ପୁଅ ; ବାପା ଓ ମା ଙ୍କୁ କଲା ମରଣାନ୍ତକ ଆକ୍ରମଣ !

ଘର ଭାଗବଣ୍ଟାକୁ ନେଇ ଉଭୟ ବାପା ଓ ମା ଙ୍କୁ ମରଣାନ୍ତକ ଆକ୍ରମଣ କଲା ପୁଅ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧିନସ୍ଥ ପାଣିଗେଙ୍ଗୁଟିଆ ଗାଁରେ। ସୂଚନା ମୁତାବକ ପାଣିଗେଙ୍ଗୁଟିଆ ଗାଁର ଭଜମନ ନାୟକ ସ୍ତ୍ରୀ ଦୁହିତା ନାୟକ

ନାଳ ରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର ଥାନା ମୁକ୍ତାପଶି ନାଳ ରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ ମୁକ୍ତାପଶି ଗ୍ରାମ ନିକଟରେ ଥିବା ନାଳ ରୁ ମୃତଦେହ ପଡ଼ିଥିବା ର ଗ୍ରାମବାସୀ ଦେଖାବାକୁ ପାଇଥିଲେ l। ଗ୍ରାମବାସୀ ମାନେ ଏ ସମ୍ପର୍କ ରେ ଖବର

ଧନିଆନାଳୀ ନିକଟରେ ହରିଣର ମୃତଦେହ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଧନିଆନାଳୀ ଜଙ୍ଗଲ ନିକଟରେ ଥିବା ରାସ୍ତା ନିକଟରେ ରୁ ଏକ ହରିଣର ମୃତଦେହ ପଡିଥିବାର ଦେଖା ଦେଇଥିବା ବେଳେ ଘଟଣା ସ୍ଥଳରେ ବନକର୍ମଚାରୀ ପହଁଚି ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ରାସ୍ତା କଡରେ ଏକ ହରିଣ ମୃତଦେହ

ଢେଙ୍କାନାଳ ଜିଲ୍ଲାରେ ୪୦୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ୮୩୧୩ ପଜିଟିଭ ଚିହ୍ନଟ, ସଙ୍ଗରୋଧରୁ ୪୬୫୫, ସ୍ଥାନୀୟ ଅଞ୍ଚଳରୁ ୩୬୫୮ । ସେହିପରି ଢେଙ୍କାନାଳ ଜିଲ୍ଲାରେ ୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୯୮ ଜଣ ଘରୋଇ ସଂଙ୍ଗରୋଧରୁ ଓ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ବ୍ଲକରୁ ସର୍ବାଧିକ

କରୋନା ରେ ମୃତ ମହିଳାଙ୍କ ଶବ ଦାହ କଲେ ତହସିଲଦାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମରେ ଘଟିଛି ହୃଦୟ ବିଦାରକ ଘଟଣା । ଉକ୍ତ ଗ୍ରାମର ଗଙ୍ଗାଧର ବେହେରା ଙ୍କ ସ୍ତ୍ରୀ ସାବିତ୍ରୀ ବେହେରା (୫୭) ଗତ ୨୨ତାରିଖ ରୁ କରୋନା ପଜିଟିଭି ହୋଇ ଘରେ ରହି ଚିକିତ୍ସା ହେଉଥିଲେ । ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ,ଭୟରେ କେହି

ଖବର ପ୍ରସାରଣ ପରେ ମହୁଲପାଳ- ଜିରାଳ ପୂର୍ତ୍ତ ବିଭାଗ ରାସ୍ତାରେ ଡଷ୍ଟ ମିକ୍ସିଚର ପକାଇ ଫାଟକୁ ଘୋଡାଇଲା ଠିକା ସଂସ୍ଥା !

ଖବର ପ୍ରସାରଣ ପରେ ମହୁଲପାଳ- ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ନିମ୍ନମାନର କାମକୁ ଘୋଡାଇବା ପାଇଁ ଠିକାଦାରଙ୍କ ପ୍ରୟାସ। କୋଟି କୋଟି ଟଙ୍କାର କାମ ମାସ କେଇଟାରେ ମାଟିରେ ମିଶିଗଲା । ଠିକାଦାର କାମ କରି ପାର ହେଲେ ସାଧାରଣ ଜନତା ଭୋଗନ୍ତି ଦୁର୍ଦ୍ଦଶା। ଢେଙ୍କାନାଳ ଜିଲ୍ଲାର

ଜୁନ୍ ୧୭ ସକାଳ ୫ଟା ଯାଏଁ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର

ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ୍ ଅବଧିକୁ ବଢାଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ। ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା

ନିର୍ମାଣଧୀନ ବ୍ରିଜରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ ଗୋରଡ଼ିଆ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣଧୀନ ସେତୁ ରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ଜଣଙ୍କ ବିହାର ର ପାରସ ପ୍ରସାଦ ବୋଲି ଜଣାପଡିଛି । ବ୍ରିଜ କାମ କରୁଥିବା ବେଳେ ଷ୍ଟ୍ରକଚର ଜାଲରେ ଚାପି ହୋଇ ଯାଇଥିଲେ,
error: Content is protected !!