ଢେଙ୍କାନାଳ ଜିଲ୍ଲାରେ ୧୧୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର କେତେ
ରାଜ୍ୟରେ ଦିନକରେ ୯ ହଜାର ୯୫୪୧ ପଜିଟିଭ୍ ଚିହ୍ନଟ , ୨୪ ଘଣ୍ଟାରେ ୩୩ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଆକ୍ରାନ୍ତ ଚିହ୍ନଟ, ଢେଙ୍କାନାଳ ଜିଲ୍ଲାରୁ ୧୧୭ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧରୁ ୯୪ ଏବଂ!-->!-->!-->…
“ଦେହ”
ପଞ୍ଚଭୂତରେ ହୁଏ ଲୀନ
ସମୟକୁ କରି ସମର୍ପଣ
ବୃଦ୍ଧ ହେଉ ଅବା ଯୌବନ
ଦେହ ସର୍ବଦା ସମର୍ପିତ ଜୀବନ…….
ମୋ ଶବ୍ଦର ଅହଂକାରରେ
ଦେହ ରକ୍ତ ମାଂସ ଜୀବନ୍ତ
ନଥାଏ ବୟସର ପରିଧି
ଅବା ଜୀବନ ବସନ୍ତ ||
କଷାୟବସ୍ତ୍ରଧାରୀ ଜନ୍ମେ
କଷାୟବସ୍ତ୍ରଧାରୀ ପରିତ୍ରାଣେ ଯାଏ
କେଇଟା!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ଫେଲ ସରକାର ଙ୍କ ବସୁଧା ଯୋଜନା , ଜଳ ଯୋଗାଣ ପ୍ରକଳ୍ପ ଅଚଳ ହେତୁ ନାଳ ଭରଷା ରେ ଗ୍ରାମ ବାସୀ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଣପାଳମହୁଲପାଳ ଗ୍ରାମପଂଚାୟତ ର ମହୁଲପାଳ ଗ୍ରାମରେ ସରକାର ଙ୍କ ବସୁଧା ଯୋଜନା ଥାଇ ମଧ୍ୟ ପାଣି ପାଇଁ ହଟ ହଟା ହେଉଛନ୍ତି ଗ୍ରାମ ବାସୀ ।
ଗ୍ରାମରେ ୪ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ବସୁଧା) ଯୋଜନାରେ ରହିଛି ଦୁଇଟି ପାଣି ଟାଙ୍କି । ତଥାପି!-->!-->!-->…
ସ୍ୱାସ୍ଥ୍ୟ ପାଇଁ ହିତକର ପାଚିଲା କଦଳୀ
ପାଚିଲା କଦଳୀ ସ୍ବାସ୍ଥ୍ୟକର ହେବା ସହ ଆମ ଶରୀର ପକ୍ଷେ ମଧ୍ୟ ହିତକର ହୋଇଥାଏ । ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ କଦଳୀ ଖାଇବା ଉଚିତ୍। ଗୋଟିଏ କଦଳୀରେ ୩ ଗ୍ରାମ୍ ଫାଇବର ଏବଂ ୧୦୦ କ୍ୟାଲୋରୀ ରହିଥାଏ ଏଥିପାଇଁ କଦଳୀକୁ ସବୁଠୁ ଉତ୍କୃଷ୍ଟ ହାଲୁକା ଭୋଜନ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ୨୫୫ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪୨ ଜଣ ଘରୋଇ ସଂଗରୋଧ ଓ ବାକି ୧୩ ଜଣ ଡାକ୍ତରଖନାରୁ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ଡାକ୍ତରଖାନାରୁ ୫ ଜଣ , କାମାକ୍ଷାନଗର ଏନ ଏ ସି ର କାମାକ୍ଷାନଗର ୧ , ଜେଲ କଲୋନୀ ୧ , ଅନନ୍ତପୁର ୧ ଚିହ୍ନଟ ।
!-->!-->!-->!-->!-->…
କୋଭିଡ କଟକଣାରେ ହେବ ପାଠପଢା, ଜୁନ୍ ପହିଲାରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ
ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ!-->…
୬୫ କୋଟି ଟଙ୍କାର ରାସ୍ତା , ମାସ କେଇଟାରେ ଫାଟି ଆଁ !
କୋଟି କୋଟି ଟଙ୍କାର କାମ ମାସ କେଇଟାରେ ମାଟିରେ ମିଶିଗଲା ପରି ମନେହେଉଛି। ଠିକାଦାର କାମ କରି ପାର ହେଲେ ସାଧାରଣ ଜନତା ଭୋଗନ୍ତି ଦୁର୍ଦ୍ଦଶା। ଢେଙ୍କାନାଳ ଜିଲ୍ଲାର ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ନିକଟ ଅତୀତରେ ହୋଇଛି।
୧୫.୯୦୫ କିଲୋମିଟର ଏହି ରାସ୍ତା ୨୦୧୬ ମସିହାରେ!-->!-->!-->…
ସଡ଼କ ଦୁର୍ଘଟଣାରେ ୨ମୃତ !
ଜାତୀୟ ରାଜପଥ ୫୩ ମୁକ୍ତାପଶି ନିକଟରେ ଦୁଇ ଯୁବକ ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।
ଭୁବନ ଥାନା ଗଡ଼ନୃସିଂହପ୍ରସାଦ ପଞ୍ଚାୟତର ପଳାଶପିଠିଆ ଗ୍ରାମର ତୋଫାନ ମହାପାତ୍ର ସ୍ମୃତି ରଞ୍ଜନ ଜେନା ଏକ ମୋଟର ସାଇକେଲ ରେ ନିଜ ଘରୁ ମଠକରଗୋଳ। ଯାଉଥିଲେ । ମୁକ୍ତାପଶି ଠାରେ କାମାକ୍ଷାନଗର ଆଡୁ!-->!-->!-->…
ଶ୍ରୀରାମଚନ୍ଦ୍ର ପୁର ନିକଟରେ ଦୁର୍ଘଟଣା, ୨ ଗୁରୁତ୍ତର
ଢେଙ୍କାନାଳ ଜିଲ୍ଲା ଶ୍ରୀରାମଚନ୍ଦ୍ର ପୁର ନିକଟରେ ଦୁର୍ଘଟଣା, ଦୁର୍ଘଟଣା ରେ ୨ ଗୁରୁତ୍ତର ।
ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ର ପୁର ନିକଟରେ ଆଜି ଏକ ଦୁର୍ଘଟଣା ଘଟି ବାଇକ୍ ଚାଳକ ଏବଂ ଜଣେ ଆରୋହି ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ତେବେ କୌଣସି ଏକ ଦ୍ରୁତଗାମୀ କାର୍!-->!-->!-->!-->!-->…
ଆଜି ଢେଙ୍କାନାଳ ଜିଲ୍ଲାରେ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଘୋଷଣା ହେଲା ୩ ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍
ଆଜି ଢେଙ୍କାନାଳ ଜିଲ୍ଲାରେ ଆଜି ନୂଆ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତଙ୍କ ମଧ୍ୟରୁ ୩୯୭ ଜଣ ଘରୋଇ ସଙ୍ଗରୋଧରୁ ଓ ବାକି ୩୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।
ପରଜଙ୍ଗ ବ୍ଲକ ଜୟପୁରାକାଟେଣୀର ୮୨ ଜଣ, ବସୋଇର ୧୧ ଜଣ, ଲୋଧଣୀ ୫ ଜଣ, କନ୍ଦରସିଙ୍ଗା,!-->!-->!-->!-->!-->…