ଆର ପାରିରେ ପାରିମାଳ ମହାବିଦ୍ୟାଳୟ ର ବାଣିଜ୍ୟ ଅଧ୍ୟାପକ
ଭାଇ, ମାଆ ଓ ବାପାଙ୍କ ପରେ ଆର ପାରିରେ ଅଧ୍ୟାପକ ଶ୍ରୀ ଚନ୍ଦନ ସାହୁ। କାମାକ୍ଷାନଗର ବାସଭବନରେ ଗତ କିଛି ଦିନ ତଳେ ବାପା ସ୍ବର୍ଗତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ କରୋନାରେ ମୃତ୍ୟୁ ଘଟିଥିଲା।
ଆଜି ସକାଳେ ଅଧ୍ୟାପକ ଶ୍ରୀ ସାହୁଙ୍କ ମୃତ୍ୟୁ ଘଟିଛି। ସେ!-->!-->!-->…
କିନ୍ନରଙ୍କ ମୁହଁରେ ହସ ଫୁଟାଇଲା ‘ସଂକଳ୍ପ ଚାରିଟେବୁଲ ଟ୍ରଷ୍ଟ ‘
କରୋନା ମହାମାରୀ ତାପରେ ୟସ ବାତ୍ୟା ବୋଝ ଉପରେ ଲଳିତା ବିଡା ପରି ଗୋଟିଏ ପରେ ଗୋଟିଏ ବୋଝରେ ଭାଙ୍ଗି ଦେଇଛି ଜନ ସାଧାରଣଙ୍କ ଅଣ୍ଟା । ଦୁଃଖ ର ଏହି ଘୁର୍ଣ୍ଣିବଳୟ ଭିତରେ ମଧ୍ୟ ଘୁରି ବୁଲୁଛନ୍ତି ଢେଙ୍କାନାଳ ସହର କଣ୍ଟାନାଳି ବାଇପାସ ନିକଟ ହିମାଳୟ ବସ୍ତିରେ ରହୁଥିବା କିନ୍ନର ସମ୍ପ୍ରଦାୟ । ବସ!-->…
ଭଙ୍ଗା କଲଭର୍ଟ ମରାମତି ଦାବି
ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନୂଆବଜାର ସଲଗ୍ନ ୱାର୍ଡ ନଂ ୫ ଓ ୬ ମଧ୍ୟବର୍ତ୍ତି ସ୍ଥାନ ଅନିଲ କ୍ଳଥ ଷ୍ଟୋର ନିକଟରେ ରାସ୍ତା ମଝିରେ କଲଭର୍ଟଟି ଭାଙ୍ଗି ଗାତ ସୃଷ୍ଟି ହୋଇଛି ।
ଏହି ବିପଦସଙ୍କୁଳ ରାସ୍ତାରେ ଯାତାୟତ କରିବାକୁ ଲୋକମାନେ ଭୟ କରୁଛନ୍ତି । ଏ ନେଇ ସ୍ଥାନୀୟ ଲୋକେ!-->!-->!-->…
ସବଷ୍ଟେସନକୁ ବିଦ୍ୟୁତ ଯୋଗାଣ କରିବାକୁ ଦାବି
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଘଟିପିରି , ଗୋବିନ୍ଦପ୍ରସାଦ , କଳାଙ୍ଗ ,କୋତମ୍ ଆଦି ୪ଟି ପଞ୍ଚାୟତବାସୀ ବିଜୁଳି କାଟ ସାଙ୍ଗକୁ ଲୋ ଭୋଲଟେଜ ଜନିତ ସମସ୍ୟା ଭୋଗୁଛନ୍ତି ।
ଏହି ଅଞ୍ଚଳ ଗୁଡ଼ିକର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଘଟିପିରି ଅମାନ୍ତିପଡ଼ା ଠାରେ ବିଦ୍ୟୁତ ଗ୍ରୀଡ଼!-->!-->!-->…
କୁକୁଡ଼ା ଫାର୍ମକୁ ନେଇ ଗ୍ରାମବାସୀ ଓ କମ୍ପାନୀ ମୁହାଁମୁହିଁ ,ଫୁଟିଲା ବମ !
ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ କୁକୁଡ଼ା ଫାର୍ମ ଜମି ଜବରଦଖଲ କୁ ନେଇ ଗ୍ରାମବାସୀ ଓ କମ୍ପାନୀ କର୍ମଚାରୀ ମାନଙ୍କ ମଧ୍ୟରେ ବିବାଦ ଫଳରେ ଉଭୟଙ୍କ ପକ୍ଷରୁ ଗଁଦିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଉକ୍ତ ଗ୍ରାମରେ ଜଗନ୍ନାଥ ଅଗ୍ରୋଭିଟ ଗ୍ରୁପ କମ୍ପାନୀ ଏକ କୁକୁଡ଼ା!-->!-->!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବ ସମାଜସେବୀ ପ୍ରଶାନ୍ତ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->!-->!-->…
ଅମାବାସ୍ୟା ର କାଳରାତ୍ରି
ସେଦିନ ଅମାବାସ୍ୟାର ଘନ ଅନ୍ଧାର ରାତିରେ ଶ୍ୟାମ ବାବୁଙ୍କର ମାର୍କେଟରେ କାମ ସରିବାରେ ଟିକେ ବିଳମ୍ବ ହୋଇଯାଇଥାଏ । ଶ୍ୟାମବାବୁ ତରବରିଆ ହୋଇ କିଛି ପରିବା କିଣି ବ୍ୟାଗଟିକୁ ନିଜର ସାଇକେଲରେ ଝୁଲାଇ ଦେଇ ନିଜ ଘର ଅଭିମୁଖେ ବାହାରି ପଡିଲେ । ସବୁଦିନ ପରି ଶ୍ୟାମବାବୁଙ୍କର ହସ ହସ!-->!-->!-->…
ରକ୍ତହୀନତା ଯୋଗୁଁ ହାତୀର ମୃତ୍ୟୁ !
ଆଜି ସକାଳ ୬ ଟା ସମୟରେ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କପିସାହିରେ ଏକ ୫ ରୁ ୧୦ ବର୍ଷୀୟ ହାତୀ ଟିଏ ସଙ୍କଟାପନ୍ନ ଅବସ୍ଥାରେ ପଡିଥିବାର ଦେଖାଦେଇଥିଲା ।
ପରେପରେ ଚିକିତ୍ସା ନିମନ୍ତେ ହାତୀଟିକୁ ହିନ୍ଦୋଳ ସ୍ଥିତ ପଶୁ ଚିକିତ୍ସାଳୟ କୁ ଅଣାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର!-->!-->!-->!-->!-->…
ଇସଲାମରେ ଖିଲାଫତର ମହତ୍ତ୍ଵ
" ଇସଲାମରେ ଖିଲାଫତର ମହତ୍ତ୍ଵ "୨୭ ମେ ୧୯୦୮ ଅହମଦିୟା ମୁସଲିମ ଖିଲାଫତ ଦିବସ ଉପଲକ୍ଷେ ବିଶେଷ ପ୍ରସ୍ତୁତି
ଖିଲାଫତ୍ (Successorship ) ଗୋଟିଏ ଆରବି ଶବ୍ଦ ଯାହାର ଅର୍ଥ ହେଉଛି ଉତ୍ତରାଧିକାରୀ। କୌଣସି ନବୀ, ରସୁଲ୍ ତଥା ଅବତାରଙ୍କର ଦେହାବସାନ ପରେ ତାଙ୍କ ଆଧ୍ୟାତ୍ମିକ କାର୍ଯ୍ୟକୁ!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮। ଏମାନଙ୍କ ମଧ୍ୟରୁ ୧୬୯ ଜଣ ଘରୋଇ ସଂଙ୍ଗରୋଧରୁ ଓ ବାକି ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।
କାମାକ୍ଷାନଗର ଏନଏସିର ମୁଣ୍ଡିଦେଉଳୀରୁ ୧୫ ଜଣ, ଏନଏସି ଅଫିସରୁ ୧୨ ଜଣ, ଅନନ୍ତପୁର ୯ ଜଣ, ଆଳୁତମା ୮ ଜଣ, କାମାକ୍ଷାନଗର ୨!-->!-->!-->…