ପୁନରୁଦ୍ଧାର ଅପେକ୍ଷାରେ ପନିପରିବା ଓ ଫଳ ସଂରକ୍ଷଣ କେନ୍ଦ୍ର
ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରଠାରେ ପ୍ରତିଷ୍ଠା ହୋଇଥିଲା ପନିପରିବା ଓ ଫଳ ସଂରକ୍ଷଣ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍। ତେବେ ପରିଚାଳନାଗତ ଅବ୍ୟବସ୍ଥା ହେତୁ ଏବେ ଏହା ପରିତ୍ୟକ୍ତ। ଏହାର ନିର୍ମାଣରେ ବ୍ୟୟ ହୋଇଥିବା ପ୍ରାୟ ୧୦ କୋଟି ଟଙ୍କା ପାଣିରେ ପଡ଼ିଛି। ଏହାର ଉଦଘାଟନ ମାନ୍ୟବର!-->…
ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଅସହାୟ ପ୍ରତିମା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ମହାଲୁଣ୍ଡା ନୂଆପଡା ଗ୍ରାମର ପ୍ରତିମା ସାହୁ(୫୫) ପ୍ରାୟ ଏକ ସପ୍ତାହ ହେବ ଅସୁସ୍ଥ ହୋଇ ନିଜ କୁଡ଼ିଆରେ ପଡି ରହିଥିଲେ । ତାଙ୍କର ପରିବାର ରେ କେହି ନଥିବାରୁ ଚିକିତ୍ସା ହୋଇ ପାରୁ ନଥିଲା ।
ତେବେ ଏ ନେଇ ଢେଙ୍କାନାଳ ଅପଡେଟ ଖବର ପ୍ରସାରଣ ହେବା ସହ!-->!-->!-->…
ଖବର ପ୍ରସାରଣ ପରେ କ୍ଷତିଗ୍ରସ୍ତ ପରିବାର କୁ ସହାୟତା ପ୍ରଦାନ
କାମାକ୍ଷାନଗର ବ୍ଲକର ବାଉଁଶ ପାଳ ପଞ୍ଚାୟତ ବାହାଡା ଗାଁ ର ରାଜ କିଶୋର ଜେନାଙ୍କ ଘରର କାନ୍ଥ ଲଗାଣ ବର୍ଷା ଓ ପବନ ଦ୍ବାରା ଗଳି ପଡ଼ିବା ସହ ନିକଟରେ ଥିବା ଗୁହାଳ ଘର ଭାଙ୍ଗିଯାଇଛି।
ସ୍ଥାନୀୟ କଇଁବିଲି ଛକରେ ରାଜ କିଶୋର ଗୋଟିଏ ଛୋଟ ଜଳଖିଆ ଦୋକାନ ଦେଇ ପରିବାର ଚଳାଉଛନ୍ତି। ବର୍ତମାନ ସେ!-->!-->!-->…
ଭୁବନ ରେ ବାତ୍ୟା ମୁକାବିଲା
ୟସ ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନ ଏନଏସି ଓ ବ୍ଲକରେ ବ୍ୟାପକ ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ କରାଯାଇଛି । ଏନଏସି ରେ ୪ଟି କେନ୍ଦ୍ର ପାଇଁ ବନ୍ଦୋବସ୍ତ କରାଯାଇଥିଲା ହେଲେ ବାଜିରାଉତ କଲ୍ୟାଣ ମଣ୍ଡପ କୁ କେହି ବି ଆସିଲେ ନାହିଁ ।
ପେଣ୍ଠସାହି ଓ କୋହ୍ଲ।ସାହି ରେ ତତ୍କାଳ କେନ୍ଦ୍ର କରାଗଲା ।!-->!-->!-->…
ଲଗାଣ ବର୍ଷାରେ ଭାଙ୍ଗିଲା ଘର
କାମାକ୍ଷାନଗର ବ୍ଲକର ବାଉଁଶ ପାଳ ପଞ୍ଚାୟତ ବାହାଡା ଗାଁ ର ରାଜ କିଶୋର ଜେନାଙ୍କ ଘରର କାନ୍ଥ ଲଗାଣ ବର୍ଷା ଓ ପବନ ଦ୍ବାରା ଗଳି ପଡ଼ିବା ସହ ନିକଟରେ ଥିବା ଗୁହାଳ ଘର ଭାଙ୍ଗିଯାଇଛି।
ସ୍ଥାନୀୟ କଇଁବିଲି ଛକରେ ରାଜ କିଶୋର ଗୋଟିଏ ଛୋଟ ଜଳଖିଆ ଦୋକାନ ଦେଇ ପରିବାର ଚଳାଉଛନ୍ତି। ବର୍ତମାନ ସେ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୪୪୧ ନୂଆ ପଜିଟିଜ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର କେତେ
ଢେଙ୍କାନାଳ ଜିଲ୍ଲାରେ ୪୪୧ ନୂଆ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୪୧୭ ଜଣ ଘରୋଇ ସଂଙ୍ଗରୋଧରୁ ଓ ୨୪ ଜଣ ଡାକ୍ତରଖାନାରୁ ବୋଲି ଜଣାପଡିଛି ।
ସଦର ବ୍ଲକରୁ ୧୫୫ ଜଣ, ଗଁଦିଆ ବ୍ଲକର ୧୧୮, ଓଡ଼ାପଡ଼ା ୪୧, ଢେଙ୍କାନାଳ ମୁନିସିପାଲିଟି ୩୮, କାମାକ୍ଷାନଗର ବ୍ଲକରୁ ୨୦!-->!-->!-->!-->!-->…
ମହାପୁରୁଷ ବୁଦ୍ଧ ଦେବ
ହିମାଳୟ ପର୍ବତ ସମୀପରେ କପିଲବସ୍ତୁ ନାମକ ନଗର ଟିଏ ଥାଏ। ମହାରାଜା ସୁଦ୍ଧୋଧନ ଗୈାତମ ଥାଆନ୍ତି ଏହାର ଶାସନ କର୍ତ୍ତା। କପିଲ୍ ବସ୍ତୁ ରେ କୈାଣସି ପ୍ରକାରର ଅଭାବ ଅନାଟନ ନ ଥାଏ, ଚାରି ଦିଗେ ସୁଖ ଶାନ୍ତିର ପରିବେଶ ଥିଲା ।
ଖ୍ରୀଷ୍ଟପୂର୍ବ ୫୬୩ ରେ ମହାରାଜା ସୁଦ୍ଧୋଦନ ଗୈାତମଙ୍କ ଘରେ!-->!-->!-->!-->!-->…
ସହାୟତା ଆଶାରେ ୩ ବେସାହାରା ପରିବାର ; ବାତ୍ୟା ଆଣି ଦେଇଛି ଚିନ୍ତା
ମାଡି ଆସୁଛି ବାତ୍ୟା ୟସ ତେବେ ଏ ନେଇ ଢେଙ୍କାନାଳ ଜିଲ୍ଲାର କିଛି ବ୍ଳକ କୁ ଆଲର୍ଟ କରାଯାଇଛି । ସେ ମଧ୍ୟରେ ରହିଛି କଙ୍କଡ଼ାହାଡ଼ ।
କଙ୍କଡ଼ାହାଡ଼ ବ୍ଲକର କରୋଗଳା ପଞ୍ଚାୟତର ୩ ବେସାହାରା ପରିବାର ଏବେ ସ୍ଥାନୀୟ କଲେଜର ଅର୍ଦ୍ଧନିର୍ମିତ କୋଠାଘରେ ଆଶ୍ରୟ ନେଇଛନ୍ତି। ସେମାନେ ମଲାର!-->!-->!-->…
ଗତିପଥ ବଦଳାଇଲା ବାତ୍ୟା ୟସ, ଢେଙ୍କାନାଳ ଜିଲ୍ଲାର କିଛି ବ୍ଲକ କୁ ସତର୍କ ସୂଚନା
ବାତ୍ୟା ୟସ ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା ଧାମରା ନିକଟରେ ଆସନ୍ତା କାଲି ସକାଳେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଭିତରକନିକା,ଚାନ୍ଦବାଲି ଓ ଧାମରା ରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ଆମେ ପ୍ରସ୍ତୁତି!-->!-->!-->…
ବାତ୍ୟା ପୂର୍ବରୁ ଆପ୍ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ଫଳ ବଣ୍ଟନ
'ୟସ' ବାତ୍ୟାକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ବିସ୍କୁଟ, ପାଉଁରୁଟି, କେକ୍ ଓ ଫଳ ପ୍ୟାକେଟ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ବଣ୍ଟନ କରାଯାଇଛି ।
ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଆପ୍ ର ଏକ ଟିମ୍ ସମ୍ଭାବ୍ୟ ତ୍ୟାକୁ ନଜରରେ ରଖି ସହରର!-->!-->!-->…