News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାର ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୩ ହୋଇଛି। ଏଥିରେ ୭୪୫ ଜଣ ଘରୋଇ ସଂଙ୍ଗରୋଧରୁ ଓ ୧୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ବନ୍ଦ ଥିବାରୁ ଦୁଇ ଦିନର ଆରଟିପିସିଆର ଟେଷ୍ଟ ରିପୋର୍ଟ ଗୋଟିଏ ଦିନରେ ପ୍ରକାଶ ପାଇଛି, ଯେଉଁ କାରଣ ସଂଖ୍ୟା ଅଧିକ

ବିଜୁଳି ଖୁଣ୍ଟ ସଂସ୍ପର୍ଶରେ ଆସି ଗାଈ ମୃତ

ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗାଁ ରେ ଆଜି ଗୋଟିଏ ଗାଈ ବିଜୁଳି ଖୁଣ୍ଟ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି। ବାତ୍ୟା ଜନିତ ବର୍ଷା ଯୋଗୁଁ ବିଜୁଳି ଖୁଣ୍ଟ ଚାର୍ଜ ହୋଇଯାଇଥିଲା। ଗାଈଟି ତା ନିକଟରେ ଯିବା ସମୟରେ ଭିଡ଼ି ନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଅସହାୟ ପରିବାରକୁ ସହାୟ ହୋଇଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ

ଅସହାୟ ପରିବାରକୁ ସହାୟ ହୋଇଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ । କଙ୍କଡ଼ାହାଡ଼ ବ୍ଲକ ବ୍ରାହ୍ମଣୀଆ ଗ୍ରାମରେ ରୁହନ୍ତି ସୁକାନ୍ତି ଙ୍କ ସ୍ବାମୀ ୧୦ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି, ପରେ ପରେ ତାଙ୍କ ବୋହୁ ମଧ୍ୟ ୪ ବର୍ଷ ପୂର୍ବେ ଆରପାରିକୁ ଚାଲିଯାଇଛନ୍ତି । ସୁକାନ୍ତି ବୋହୁ ମରିବା ପରେ

ପାଣି ପାଇଁ ଗ୍ରାମରେ ହା ହା କାର !

ଢେଙ୍କାନାଳ ଜିଲ୍ଲାରେ ଅନେକ ସ୍ଥାନରେ ପାନୀୟ ଜେଳର ସମସ୍ୟା ଲାଗି ରହିଛି । କେଉଁ ଠାରେ ପ୍ରକଳ୍ପ ନାହିଁ ତ କେଉଁ ଠାରେ ପ୍ରକଳ୍ପ ଥାଇ ମଧ୍ୟ ପାଣି ର ସୁବିଧା ପାଇବାରେ ଲୋକେ ବଂଚିତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ କୁକୁଟା ପଞ୍ଚାୟତ ରେ ପାଣି ସମସ୍ୟା ଦେଖିବାକୁ ମିଳିଛି । କୁକୁଟା

ତୁମେ ଗଲା ପରେ

ଶାମୁକା ଦେହରେ ମୋତି ଖଞ୍ଜିଥିଲସାଜି ବୈଜ୍ଞାନିକ ତୁମେ !ନିହଣ ମୁନରେ ଖୋଦେଇ କରିଲଅର୍ଦ୍ଧ କୋଣାରକ ନାମେ !!କାଗଜ ଫୁଲରେ ବାସ୍ନା ଭରି ତୁମେମହାକାଇ ଦେଉଥିଲ !ମୋ ସଂସାର ରଥ ସାରଥୀ ଭାବରେଶିରୀକୃଷ୍ଣ ସାଜିଥିଲ !!ଭିନ୍ନ ପରିଚୟେ ଜୀଇଁବା ଶିଖାଇଅଙ୍କାବଙ୍କା ଝରଣାରେ !କୁଳୁକୁଳୁ ହୋଇ ବହିଲା

ଖବର ପ୍ରସାରଣ ପରେ ମନ୍ତ୍ରୀ ନେଲେ କାର୍ଯ୍ୟାନୁଷ୍ଠାନ, ଖୁବ ଶୀଘ୍ର ଖାଦ୍ୟ ଯୋଗାଣ ଯୋଜନାରେ ଲାଭପ୍ରଦ ହେବେ ପିତାମ୍ବର

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁରେ ବାସ କରନ୍ତି ବୃଦ୍ଧ ପିତାମ୍ବର ଦେହୁରୀ ଏବଂ ତାଙ୍କର ୧୮ ବର୍ଷ ବୟସର ମାନସିକ ବିକାରଗ୍ରସ୍ତ ପୁଅ ବାପୁନ ଦେହୁରୀ । ପିତାମ୍ବରଙ୍କ ସ୍ତ୍ରୀ ପାନ ଦେହୁରୀ ଆଜକୁ ୯ ବର୍ଷ ତଳେ ଅଜଣା ରୋଗରେ ପଡ଼ି

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିକାଶ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଜଣେ

ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ଅଚଳ ପଡିଥିବା ନଳକୂପ

ପରଜଙ୍ଗ ବ୍ଳକ୍ ବାରିହାପୁର ଗ୍ରାମର ଚକ୍ରଧରପୁର ରେ ପାଣି ଟୋପାଏ ପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଡହଳ ବିକଳ ହେଉ ଥିଲେ ଗ୍ରାମବାସୀ । ଏହି ଗ୍ରାମରେ ଦୁଇ ଗୋଟି ନଳକୂପ ଥିବା ବେଳେ ଗୋଟିଏ ରେ ବାରମ୍ବାର ଚେନ ଛିଡି ଖରାପ ହେଉ ଥିବା ବେଳେ ଅନ୍ୟ ନଳକୂପ ଟି ପାଇପ ଫାଟି ଅଚଳ ହୋଇ ପଡିରହିଥିଲା

ଓଡ଼ିଶାର ଏ ଲଢେଇରେ ସାମିଲ୍ ହେବାକୁ ଅନୁରୋଧ

ଯୁବ ବନ୍ଧୁମାନଙ୍କ ସକ୍ରିୟ ସହଯୋଗ ଓ ନିଜ ନିଜ ସ୍ତରରେ ସେବା ମନୋଭାବ ନେଇ କାମ କରି ଉଜ୍ଜ୍ଵଳ ଦୃଷ୍ଟାନ୍ତ ସୃଷ୍ଟି କରିବା ବର୍ତ୍ତମାନର ଆହ୍ଵାନ ଓ ଆବଶ୍ୟକତା । ସଚେତନତା, ସହଭାଗୀତା ଓ କ୍ରିୟାଶୀଳତା କୁ ଆଧାର କରି ସାଧ୍ୟ ମତେ ସହାୟତାର ହାତ ବଢ଼ାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ

୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ରେ କରୋନା ଗ୍ରାଫ ବଢୁ ଥିବାରୁ ଜିଲ୍ଳା ପ୍ରଶାସନ ଜିଲ୍ଲ।ର ୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମରେ ଗତ ୨୨ତାରିଖରେ ଶତାଧିକ ଲୋକଙ୍କର କୋଭିଡ଼ି ଟେଷ୍ଟ କରାଯାଇଥିଲା । ଯାହାକି ଗତକାଲି ୩୫ ଜଣଙ୍କ ଠାରେ କୋଭିଡ୍୧୯
error: Content is protected !!