News
lipub
samparksetu

ଦଦରାଘାଟି ନିକଟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦଦରାଘାଟି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ୟାରିକେଟ ରେ ପିଟିହେଲା ବାଇକ୍ , ଘଟଣା ସ୍ଥଳରେ ବାଇକ୍ ଚାଳକ ଜଣଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୦.୩୦ ସମୟରେ ପରଜଙ୍ଗ ବ୍ଳକ ଅନ୍ତର୍ଗତ ଦଦରାଘାଟି ନିକଟରେ ଏକ ଦୁର୍ଘଟଣା ଘଟିଛି

ନିରବୀ ଗଲେ ସମ୍ବିତ, ସମସ୍ତଙ୍କ ପ୍ରିୟ ସୋମୁ ଭାଇ

ସେଥିଲେ ଯୁବ ସମାଜ ସେବୀ, ଯୁବ ଉଦ୍ୟୋଗୀ ଯୁବ ଚାଷୀ ତଥା ଯୁବ ପ୍ରତିଭାଙ୍କ ପ୍ରେରଣାର ଉତ୍ସ । ସମ୍ବିତ ନନ୍ଦ ସମସ୍ତ ଢେଙ୍କାନାଳ ଜିଲ୍ଲାର ଯୁବ ପ୍ରତିଭାଙ୍କ ସୋମୁ ଭାଇ । ଚମତ୍କାର ଥିଲା ଶାଳୀନତା ନିଜର ସକରାତ୍ମକ ଚିନ୍ତା ଏବଂ କଥାରେ ସମସ୍ତଙ୍କୁ ଗୋଟିଏ ଧାରା ରେ ବାନ୍ଧି ରଖୁଥିଲେ ସିଏ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ନୂତନ ସଭ୍ୟଙ୍କ ରାଜ୍ୟସ୍ତରୀୟ…

ଗତକାଲି ସନ୍ଧ୍ୟା ୮ଟା ୩୦ ମିନିଟ୍ ସମୟରେ କୋଭିଡ-୧୯ ନିୟମ ଅନୁପାଳନ କରି ଗୁଗଲ ମିଟ୍ ଜରିଆରେ ସଭାପତି ଡଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ତଥା ପ୍ରତିଷ୍ଠାତା ବଳରାମ ତରାଇଙ୍କ ଆହ୍ବାନ କ୍ରମେ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ମାନଙ୍କର ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଲିସ୍ ଓ ଗ୍ରାମବାସୀ ମୁହାଁମୁହିଁ ; ପୋଲିସ କୁ ୬ ଘଣ୍ଟା ଅଟକ !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ପାନୀୟଜଳ ସମସ୍ଯାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ଏପରିକି ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟର ଙ୍କୁ ମାଡମଧ୍ଯ ମାରିବା ଘଟଣାରେ ପୋଲିସ ର ଟାଳଟୁଳ ନୀତିକୁ ବିରୋଧ

ସ୍ତ୍ରୀ କୁ ପିଟିପିଟି ମାରିଦେଲା ସ୍ୱାମୀ !

ପରସ୍ପର କୁ ଭଲ ପାଇ ସାତ ଜନମ ର ସାଥି ହୋଇଥିଲେ । ସାରା ଜୀବନ ସୁଖଦୁଃଖ ର ବାଟକୁ ଉଭୟ ହସିହସି ସହିବା ନେବା ପାଇଁ ଉତ୍ତର ଦାୟୀ ଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା , ବିବାହ ର ମାତ୍ର ଗୋଟିଏ ବର୍ଷ ଭିତରେ ସ୍ୱାମୀ ର କାଠ ପଟ୍ଟା ମାଡ଼ ରେ ସ୍ତ୍ରୀ ର ମୃତ୍ୟୁ ହୋଇଗଲା ।

ବିଜେଡ଼ି ପକ୍ଷରୁ କରୋନା ସଚେତନତା ରଥ ପରିକ୍ରମା

କାମାକ୍ଷାନଗରରେ କରୋନା ସଚେତନତା ପାଇଁ ଆଜି ଏକ ରଥ ପରିକ୍ରମା କାର୍ଯ୍ୟକ୍ରମ ର ଉଦଘାଟନ ହୋଇଯାଇଛି l କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ପ୍ରତି ଗ୍ରାମ କୁ ଯାଇ ଏ ରଥ ସଚେତନତା କରାଇବ । ଏହି ରଥ ର ଶୁଭ ଉଦଘାଟନ ଉତ୍ସବ ରେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଧର୍ମାନନ୍ଦ

ଯୁବକ ସଙ୍ଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

କାମାକ୍ଷାନଗର ଜିରିଡ଼ାମାଳି ଠାରେ ସ୍ଥାନୀୟ ଗ୍ରାମ୍ୟ ଯୁବକ ସଙ୍ଘ ତରଫରୁ ଗରିବ, ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । କରୋନା ମହାମାରୀ ହେତୁ ସାରାରାଜ୍ୟରେ ସପ୍ତାହନ୍ତ ଲକଡାଉନ ଭ ସଟଡାଉନ ଲାଗି ରହିଛି ।ମୁଲମଜୁରୀ, ବିଭିନ୍ନ କାମ କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ

ଢେଙ୍କାନାଳ ଜିଲ୍ଲା ରେ ନୂତନ ୧୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୩୧ ରହିଥିଲା। ଏଥିରେ ଘରୋଇ ସଂଙ୍ଗରୋଧରୁ ୧୧୦ ଓ ୨୧ ଡାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ମୁନିସିପାଲିଟିର ଗୁଡିଆନାଳି, ରିଜର୍ଭ ପୋଲିସ ଲାଇନ, କୁଞ୍ଜକାନ୍ତ ଅଞ୍ଚଳର ୩ ଜଣ ଲେଖାଏଁ, ଦକ୍ଷିଣକାଳୀ, ସିମିଳିଆ, ହାଟରୋଡ

ଅସହ୍ୟ ଗରମ କୁ ଅଘୋଷିତ ପାୱାରକଟ ସନ୍ତୁଳି ହେଉଛନ୍ତି ଢେଙ୍କାନାଳ ବାସୀ

ଗତକାଲି ର ବର୍ଷା ପରେ କିଛି ମାତ୍ରାରେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ୪୮ ଘଣ୍ଟା ପୂର୍ବରୁ ନକ୍ସା କିଛି ଅଲଗା ଥିଲା ।ଅସହ୍ୟ ଗରମ ଓ ଗୁଳୁଗୁଳିରେ ନାକେଦମ ଥିଲା ସାରା ଓଡ଼ିଶା । ଅନ୍ୟ ଜିଲ୍ଲା ପରି ଢେଙ୍କାନାଳ ଜିଲ୍ଲାରେ ସକାଳ ୬ଟାରୁ ଗୁଳୁଗୁଳି ଆରମ୍ଭ ଅନ୍ୟପଟେ ସକାଳ ୮ଟା ବେଳୁ ଆରମ୍ଭ

ଅଲୋଡ଼ା ବେଦି

ଅଳପ  ଦିନର     ଚାରୁ କଳାକୀର୍ତ୍ତି        ମଙ୍ଗୁଳା କନିଆ ରାଣୀ !ଝପଟିବ  ବର      ସୁସଜ୍ଜିତ ଢଙ୍ଗେ       ଆଦରେ  ହୋଇ ବରଣୀ !! ବିଧାତା  ଲେଖନ୍ତି    ଭାଗ୍ୟର  ହିସାବ       ଛାଇ  ଆଲୁଅର  ଖେଳ !ସମୟ  ଧରିଛି      ଧରମ  ତରାଯୁ      ମାପିଚୁପି  ଟିକେ ଚଳ  !! ଦୃଢ 
error: Content is protected !!