News
lipub
samparksetu

ଟ୍ରାନ୍ସଫର୍ମରରେ ଚଢି ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରୀ ଙ୍କ ଆତ୍ମହତ୍ୟା ଉଦ୍ୟମ !

ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରୀ , ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଖ ଅବକାରୀ ଅଫିସ ଗଳିରେ ଏପରି ଅଭନୀୟ ଘଟଣା ଘଟିଛି । ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢି ବିଦ୍ୟୁତ ତାର ଧରି ଏହି ବୃଦ୍ଧ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ସରକାର । ହାଇ ଆଲର୍ଟରେ ଉପକୂଳବର୍ତ୍ତୀ ଜିଲ୍ଲା, ବାତ୍ୟା ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ଅନ୍ୟପଟେ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର କହିଛନ୍ତି ମୁଖ୍ୟ ଶାସନ ସଚିବ ।

କୂଅରେ ପଡ଼ି ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଭୁବନ ଭୂଷଳ ଗ୍ରାମର ସୁରେଶ ପଣ୍ଡାଙ୍କର ବିବାହିତା କନ୍ୟା ସ୍ୱର୍ଣ୍ଣପ୍ରଭା(୩୦) ଆଜି ଭୋର ସମୟରେ ବାଡ଼ି କୂଅରୁ ପାଣି କାଢୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଯିବାରୁ ସେ କୂଅରେ ପଡି ଯାଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ଭୁବନ ଦମକଳ ବାହିନୀକୁ ଖବର

ସରକାରୀ ଦସ୍ତାବିଜରେ ନିଖୋଜ ପିତାମ୍ବର ,ଗଛ ତଳ ହିଁ ସ୍ଥାୟୀ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁରେ ବାସ କରନ୍ତି ବୃଦ୍ଧ ପିତାମ୍ବର ଦେହୁରୀ ଏବଂ ତାଙ୍କର ୧୮ ବର୍ଷ ବୟସର ମାନସିକ ବିକାରଗ୍ରସ୍ତ ପୁଅ ବାପୁନ ଦେହୁରୀ । ପିତାମ୍ବରଙ୍କ ସ୍ତ୍ରୀ ପାନ ଦେହୁରୀ ଆଜକୁ ୯ ବର୍ଷ ତଳେ ଅଜଣା ରୋଗରେ ପଡ଼ି

ଭୁବନ କଂଗ୍ରେସ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

କରୋନା ମହାମାରୀ କବଳରେ କବଳିତ ସାରା ବିଶ୍ବ ଏବେ ତ୍ରାହି ତ୍ରାହି ଡାକୁଛି । କାହାର ଜୀବିକା ଛଡ଼ାଇ ନେଉଛି ତ କାହାର ଜୀବନ ଏହି ସ୍ଥିତିରେ ଅନେକ ଧନ ଜୀବନ ନଷ୍ଟ ହୋଇ ଚାଲିଛି । କିଛି ସ୍ଥାନରେ ସମ୍ପୁର୍ଣ୍ଣ ପରିବାର ନାଶ ହେଇଯିବାର ହୃଦୟ ବିଦାରକ ସତ ମଣିଷ କୁ ଆହୁରି ଭୟଭୀତ କରି ଚାଲିଛି ।

ନଳକୂପ ଅଚଳ ହେତୁ ପାଣି ପାଇଁ ହନ୍ତସନ୍ତ ୩୦ ପରିବାର

ଢେଙ୍କାନାଳ ଜିଲ୍ଲା ବଣସିଂହ ପଞ୍ଚାୟତ ଅନ୍ତର୍ଗତ ଛଡାସିଂହ ଗ୍ରାମରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଛି ଏମିତି କି ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ମଝିରେ ଥିବା ଏକ ନଳକୂପ ଯାହା ଉପରେ ପ୍ରାୟ ୩୦ ପରିବାର ନିର୍ଭର କରନ୍ତି , ତାହା ୨୦ ଦିନ ହେବ ଅଚଳ ହୋଇ ପଡିଛି ,ଜେଇ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୫୨୩। ଢେଙ୍କାନାଳ ଜିଲ୍ଲାରୁ ୧୩୨ ଜଣ ଥିବା ଜଣାପଡିଛି।୧୧୧ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୨୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ମୁନିସିପାଲିଟିର ଗାୟତ୍ରୀ ନଗର, ଜୁବୁଲି ଟାଉନ ରୁ ୩ ଲେଖାଏଁ, କାରିଗର ସାହି,

ଠିକାଦାର ଖୋଳିଥିବା ରାସ୍ତାକୁ ମରାମତି କଲା ପୂର୍ତ୍ତ ବିଭାଗ

ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ନିମବାହାଳି ଗୁଳେହି ପୂର୍ତ୍ତ ବିଭାଗ ରାସ୍ତାକୁ ମନଇଚ୍ଛା ଖୋଳିଦେଲା ଠିକାଦାର ,ପାଇପ ପୋତିବା ପରେ ମାଟି ପକାଇ ଚାଲିଗଲା । ଫଳରେ ମାଟି ଦବି ଆଣ୍ଠୁଏ ଖାଲ ସୃଷ୍ଟି ହୋଇଥିଲା ।ଯାହା କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ପ୍ରସାରିତ ହୋଇଥିଲା । ପ୍ରକାଶଯେ ,

କୃଷି ବୈଜ୍ଞାନିକ ମନୋରଞ୍ଜନ ମହାନ୍ତି ଙ୍କ ପରଲୋକ

ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ ମନୋରଞ୍ଜନ ମହାନ୍ତି ଆଉ ନାହାନ୍ତି ।ଭିଗତକାଲି ୧୯ ତାରିଖ ବୁଧବାର ଦିନ ତାଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଦେହାନ୍ତ ହୋଇଛି । ଗତ ୩ ତାରିଖ ଠାରୁ କୋଭିଡ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଏବଂ ୧୦\୧୨ ଦିନ

ବହୁ ସମୟ ପଡି ରହିଲା ଶବ ; ମାନବିକତାର ପରିଚୟ ଦେଇ ଶବ ସତ୍କାର କଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ

ଗତକାଲି ଢେଙ୍କାନାଳ ସହରାଞ୍ଚଳର ଷ୍ଟେସନ ବଜାର ସ୍ଥିତ ସ୍ଥାନୀୟ ସ୍ଥାୟୀ ବାସିନ୍ଦା ଶ୍ରୀଯୁକ୍ତ ପିଣ୍ଟୁ ଘୋଷ୍ ଙ୍କ ଘରେ ଜଣେ ୭୮ ବର୍ଷୀୟା ବୃଦ୍ଧା କମଳା ବେହେରା ଗତକାଲି ସକାଳ ସମୟରେ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ। ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ
error: Content is protected !!