ପୋଲିସ ପାଟ୍ରୋଲିଙ୍ଗ ଦେଖି ଅନ୍ଧାରୁଆ ଦୌଡିବା କାଳ ହେଲା ,
କୂଅରେ ପଡି ଇଂଜିନିୟରିଂ ଛାତ୍ରଙ୍କ ଜୀବନ ଗଲା !
ମୋବାଇଲି ଦେଖିବାରେ ମଝିଯାଇଥିବା ଛାତ୍ର ଟି ପୋଲିସ ଗାଡି ଦେଖି ଜାଣିପାରିନଥିଲା କଣ କରିବ, ଗାଡି ଲାଇଟ ଦେଖି ଅନ୍ଧାରୁଆ ଦୌଡିବା ଯୋଗୁ ପରିତ୍ୟକ୍ତ କୂଅ ରେ ପଡିଯାଇ ମୃତ୍ୟୁ ବରଣ କରିଛନ୍ତି ପିଙ୍ଗୁଆ ଗ୍ରାମ ର ଜଣେ ମେଧାବୀ ଯୁବକ ।
ନିହଲପ୍ରସାଦ ପୋଲିସ ସୂତ୍ର ରୁ ମିଳିଥିବା ଖବର ଅନୁଯାୟି!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ
ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଆଉ ୧୬୨ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୧୫୧ ଓ ଡାକ୍ତରଖାନାରୁ ୧୧।
ହିନ୍ଦୋଳ ବ୍ଳକ୍ ନିମବାହାଳୀ ଗ୍ରାମକୁ ଆଜିଠାରୁ ୨୨ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
!-->!-->!-->!-->!-->…
ଆମ୍ବ ବଗିଚାକୁ ଆମ୍ବ ଆଣିବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବ୍ୟକ୍ତି
ଆମ୍ବ ବଗିଚାକୁ ଆମ୍ବ ଆଣିବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବ୍ୟକ୍ତି । ଢେଙ୍କାନାଳ ଜିଲ୍ଲା କଙ୍କିଳୀ ଗ୍ରାମରେ ଆଜି ସକାଳେ ଜଣେ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ସେହି ଗ୍ରାମର ପାକେଲା ସେଠୀ (୫୫) ।
ସୂଚନା ଅନୁଯାୟୀ , ପାକେଲା ସକାଳୁ!-->!-->!-->…
ଶାନ୍ତିଲତା ପାଇଲେ ଭତ୍ତା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କଣ୍ଟାପାଳ ଗ୍ରାମର ଶାନ୍ତିଲତା ମହାଖୁଡ(୬୫ ), ସ୍ୱାମୀ ଆରପାରିରେ ।ପରିବାରରେ ଆଉ କେହି ନାହିଁ । ସରକାରୀ ଯୋଜନା ଅନୁଯାୟୀ ମାସକୁ ୫ କେଜି ଚାଉଳ ମିଳେ ।
ତେବେ ବିଧବା ଭତ୍ତା ପାଇଁ ଅନେକ ଥର ସରପଞ୍ଚ ଠାରୁ ବ୍ଳକ୍ ଦଉଡି ଦଉଡି ନିରାଶ ହୋଇଥିଲେ ।!-->!-->!-->…
ଅଭିଶପ୍ତ ହିନ୍ଦୋଳ ଏନଏସି !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଗଠନ ହେଲା ପର ଠାରୁ ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଛି।ଖବରରୁ ପ୍ରକାଶ ଯେ ,ଗତ ଅଗଷ୍ଟ ୨୦୧୨ ମସିହାରେ ଗଠିତ ହିନ୍ଦୋଳ ଏନ ଏସି ରେ ଏହା ମଧ୍ୟରେ ଦୁଇ ଥର ନିର୍ବାଚନ ହୋଇ ସାରିଥିବା ବେଳେ ନଅ ବର୍ଷ ମଧ୍ୟରେ ନଅ ଜଣ ନିର୍ବାହି ଅଧିକାରୀ!-->…
ଅନଲାଇନ ଏଜୁକେସନ
ଆମ କାଳ ପାଠ ପଢ଼ା ଶୈଳୀ ଥିଲାସତରେ କେତେ ନିଆରା !ମାଟି ସିଲଟରେ କାଠି ଖଡ଼ି ଧରିହଉଥିଲା ଖାଲି ଘୋଷରା !!ଏବେ ଚାଲୁଅଛି ଅନଲାଇନଶିକ୍ଷାଫାଡ଼ିଆ ମୋବାଇଲରେ !ସାର, ମାଡାମ ଟିଚିଙ୍ଗି ଦିଅନ୍ତିପାଶ୍ଚାତ୍ୟ ଦେଶ ଢାଞ୍ଚାରେ !!ଅନଲାଇନ ପଢ଼ା ବାହାନାରେହ୍ୱାଟ୍ସଅପ ଫେସବୁକରେହେଉଅଛି ଖାଲି ଚାଟିଙ୍ଗି!-->…
ବୃଦ୍ଧଙ୍କ ଶବଦାହ କଲେ ତହସିଲଦାର ଏବଂ ଯୁବ ବିଜେଡି କର୍ମୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମେଣ୍ଢାପଦା ଗ୍ରାମର ପୁରେନ୍ଦ୍ର ସାହୁ(୮୧)ଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଭୟରେ ଶବ ପାଖ ମାଡିନଥିଲେ ସାହିଭାଇ ।
ତାଙ୍କର ରିପୋର୍ଟ ନିଗେଟିଭ ଆସିଥିଲେ ମଧ୍ୟ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ କରୋନା ହୋଇଥିବାରୁ କରୋନା ଭୟରେ ଶବଦାହ!-->!-->!-->…
ଭାଗିରଥି ସାଗରର ସୁରକ୍ଷାକୁ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ
ଢେଙ୍କାନାଳର ଐତିହ୍ୟ ଭାଗିରଥି ସାଗରର ସୁରକ୍ଷା ପାଇଁ ଚତୁର୍ପାଶ୍ୱର ଅଞ୍ଚଳ ବାସୀ ଏବଂ ବୁଦ୍ଧିଜୀବୀ ମାନଙ୍କୁ ନେଇ ଭାଗିରଥି ସାଗର ସୁରକ୍ଷା ସମିତି ଗଠନ କରାଯାଇଛି ।
ସମିତି ତରଫରୁ ଶ୍ରୀ ପଙ୍କଜ ନାୟକଙ୍କୁ ସଭାପତି ଏବଂ ଶ୍ରୀ ଅଶୋକ ସ୍ୱାଇଁଙ୍କୁ ସମ୍ପାଦକ ଦାୟୀତ୍ୱ ପ୍ରଦାନ କରାଯାଇ ମଙ୍ଗଳ!-->!-->!-->…
ବଢ଼ିଲା ଲକଡାଉନ ; ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ମିଳିବ ମାତ୍ର ୪ ଘଣ୍ଟା ,ବାହାଘରରେ ୨୫…
ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ପୂର୍ବ ଭଳି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରି ରହିବ। ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ!-->…
ଢେଙ୍କାନାଳ ଜିଲ୍ଲାରେ ୭୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୩୨୧। ଏହା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୭୭ । ଘରୋଇ ସଂଙ୍ଗରୋଧରୁ ୫୫ ଓ ଡାକ୍ତରଖାନାର ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଢେଙ୍କାନାଳ ମୁନିସିପାଲିଟିର ୨୧, ଓଡ଼ାପଡ଼ା ୯, ପର୍ଜଙ୍ଗ ୭, ସଦର ୬, କାମାକ୍ଷାନଗର, ଗଁଦିଆ, ହିନ୍ଦୋଳ!-->!-->!-->!-->!-->…