ଖବର ପ୍ରସାରଣ ପରେ ୩ବର୍ଷ ହେବ ମିଳିନଥିବା ବିଧବା ଭତ୍ତା ପାଇଲେ ଶୈଳବାଳା
ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି , ଦୁଇ ପୁଅ ଯେ ଜଣେ ଛୋଟ ପାନ ଦୋକାନ କରିଛି ଓ ଅନ୍ୟ ଜଣଙ୍କ ବେକାରୀ। ବୟସ ଷାଠିଏ ପାଖାପାଖି , ସ୍ବାମୀଙ୍କ ଚାଲିଯିବା ପରେ ସର୍ବଦା ଦୁଃଖରେ ବୁଡି ରୁହନ୍ତି ସେ ।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦ ପ୍ରସାଦ ପଞ୍ଚାୟତ!-->!-->!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ କୁନିଝିଅ ଅସ୍ମି ଆରାଧ୍ୟା
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->…
ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ; ୨ ମୃତ ଜଣେ ଆହତ
ଢେଙ୍କାନାଳ ମୋଟଙ୍ଗା ଥାନା ମେରାମୁଣ୍ଡଳୀ ନିକଟସ୍ଥ ଓଭର ବ୍ରିଜ ଉପରେ ଆଜି ସଡ଼କ ଦୁର୍ଘଟଣା ଘଟିଛି । ବ୍ରିଜ ଉପରେ ଏକ ଟ୍ରକ ଏବଂ ଟାଟା ଏସି ମଧ୍ୟରେ ଦୁର୍ଘଟଣା ହୋଇଥିବାର ସୂଚନା , ଟ୍ରକ ପଛପଟୁ ଟାଟା ଏସି ଗାଡ଼ିଟି ପିଟିବାରୁ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣା ରେ ଗୋଡିଡ଼ିହି ଗ୍ରାମର!-->!-->!-->…
ଦୋକାନରେ ଅଗ୍ନିକାଣ୍ଡ , ଆହତ ହେଲେ ଦୋକାନୀ !
ଆଜି ସକାଳ ସମୟର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘଟଣାଟି ଭୁବନ ବ୍ଲକର ଜମୁନାକୋଟ ଗ୍ରାମପଞ୍ଚାୟତର ଜମୁନାକୋଟ ବସ ଷ୍ଟାଣ୍ଡ ନିକଟରେ ଥିବା ଲଷ୍ମୀଧର ବେହେରାଙ୍କ ଦୋକାନରେ କୌଣସି କାରଣରୁ ଗ୍ୟାସଟାଙ୍କି ରୁ ଗ୍ୟାସ ଲିକି ହୋଇ ଅଗ୍ନିକାଣ୍ଡ ଘଟି ଦୋକାନର ସବୁ ଜିନିଷ ପତ୍ର ପୋଡିଯାଇଛି ।
!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
କ୍ରମାଗତ ଭାବରେ ଉର୍ଦ୍ଧ୍ବଗାମୀ ହେବା ପରେ ଜିଲ୍ଲାରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୨୮୦ ରେ ପହଁଞ୍ଚି ଅଛି। ଏମାନଙ୍କ ମଧ୍ୟରୁ ୨୬୬ ଜଣ ଘରୋଇ ସଂଙ୍ଗରୋଧରୁ ଓ ୧୪ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ଆଜିଠାରୁ ୧୮ ତାରିଖ ସକାଳ ୭ ପର୍ଯ୍ୟନ୍ତ ପରଜଙ୍ଗ ଗ୍ରାମ ଏବଂ!-->!-->!-->!-->!-->…
ଖବର ପ୍ରସାରଣ ପରେ ଡମଶାଳ ପୋଲ ସଂଯୋଗକାରୀ ରାସ୍ତାରେ ପଡିଲା ମୋରମ
ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିଲା କେଲୁଆ ମାଟି । ବର୍ଷା ହେଲେ ଗାଁକୁ ପଶି ପାରୁନଥିଲେ ଲୋକେ । ଦେହ ଖରାପ ହେଲେ ଗାଁକୁ ଆସି ପାରୁନଥିଲା ଆଂବୁଲାନ୍ସ । ଜାତୀୟ ରାଜପଥ ୫୩ ଭୁବନ ବ୍ଲକ ପଳାଶପିଠିଆ ଠାରୁ ମଠକରହଗୋଳା ଯାଏଁ ବିକଳ୍ପ ରାସ୍ତା ନିର୍ମାଣ କରୁଛି କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ!-->…
ବାଲିଯୋରନ୍ଦା ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବଙ୍କ ମନ୍ଦିରରୁ ଚୋରି ଅଭିଯୋଗ
ବୁଧବାର ରାତ୍ରି ରେ ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ପଞ୍ଚାୟତ ବାଲିଯୋରନ୍ଦା ଗ୍ରାମର ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବଙ୍କ ମନ୍ଦିର ପରିସରରୁ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ହୁଣ୍ଡୀରେ ଥିବା ଭକ୍ତ ମାନଙ୍କ ଦାନ ଅର୍ଥ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଏବଂ ପୂଜକଙ୍କର ଆସବାବ ସହିତ ୨ ହଜାର!-->!-->!-->…
ଅକ୍ଷୟ ତୃତୀୟା ଓ ଏହାର ମାହାତ୍ମ୍ୟ
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି!-->!-->!-->…
ଜେସାକୁ ତେସା
ସନିଆ ଜମିରେ ହଳ କରୁଥିଲା। ନିଳା ଆଉ ଧଳା ବଳଦ ଦିଟା ହସା ହସି ହେଉଥିଲେ। ଏ କଥା ହଳ ପଛେ ପଛେ ବୁଲୁଥିବା ବଗ ଦେଖି ପକାଇଲା।
ବଗ ପଚାରିଲା"ଭାଈ ଆଜି କଣ ହୋଇଛି କି….ଏମିତି ହସୁଛ !"ନିଳା କହିଲା ଏବେ ପରା ହସିବା ବେଳ। ଦେଖୁନୁ ଆମେ କୁଆଡେ ଧାନ କି ଫସଲ ଖାଈ ଦେବୁ ବୋଲି ମାଲିକ ଆମ!-->!-->!-->!-->!-->…
ଆପ୍ ଜିଲ୍ଲା ଆବାହକଙ୍କ ଆହାର କେନ୍ଦ୍ର ପରିଦର୍ଶନ
ଢେଙ୍କାନାଳ ଜିଲ୍ଲା ଆବାହକ ପଙ୍କଜ ନାୟକ ଏବଂ ଦଳ ର ସକ୍ରିୟ ସଦସ୍ୟ ବିନୋଦ ମଲିକ ଙ୍କ ସହିତ ଢେଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ।
ସୂଚନା ଅନୁଯାୟୀ ଆହାର କେନ୍ଦ୍ରକୁ ମାତ୍ର ୧୦୦ଟି ମିଲ ଆସୁଥିବା ବେଳେ, ସେହି ଆହାର ଗରିବ ଲୋକମାନେ ଠିକ ଭାବେ!-->!-->!-->!-->!-->…