News
lipub
samparksetu

ନିମ୍ନ ମାନର କାର୍ଯ୍ୟ ହେତୁ ଅସରାଏ ବର୍ଷାରେ ଯାତାୟତ ଠପ୍ ; ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗ୍ରାମ ନିକଟସ୍ଥ ଡମଶାଳ ନଦୀ ସଲଗ୍ନ ବିଜୁ ସେତୁ ଅନେକ ଦିନ ଧରି ନିର୍ମାଣ ହୋଇସାରିଥିଲେ ସୁଧା ସେତୁ କୁ ସଂଯୋଗ କରାଯିବାର କୌଣସି ସୁବିଧା ସୁଯୋଗ ହୋଇପାରି ନାହଁ। ସୂଚନାଯୋଗ୍ୟ କି , ପଳାସପିଠିଆ ଠାରୁ

ଅଷ୍ଟଶମ୍ଭୁ ମନ୍ଦିରରୁ ଚୋରି !

ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ମନ୍ଦିର ଚୋରି ହୋଇଥିବାର ସୂଚନା ମିଳିଛି । ମନ୍ଦିର ପୂଜକ କହିବାନୁସାରେ ଆଜି ଭୋର ସମୟରେ ମନ୍ଦିର ପୂଜା କରିବା ପାଇଁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିରର ବାହାରେ କିଛି ଜିନିଷ ପତ୍ର ଏଠି

ପୋଖରୀ ରେ ବୁଡି ବୃଦ୍ଧଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ଗ୍ରାମର ଶିବ ମନ୍ଦିର ସାମ୍ନାରେ ଥିବା ନୂଆପୋଖରୀ ରେ ବୁଡ଼ି ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନ ଏଗାରଟା ବେଳେ ଗାଧୋଇ ଯାଇଥିଲେ ଗ୍ରାମର ମୁରଲୀଧର ସାହୁ (୬୨)ପାହାଚରୁ ଗୋଡ ଖସି ଯିବାରୁ ବୁଡି ଯାଇଥିଲେ ।

ଢେଙ୍କାନାଳ ଜିଲ୍ଲାରେ ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଘୋଷଣା ହେଲା ୨ଟି ମାଇକ୍ରୋ…

ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ହଜାର ୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ୨୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ଜିଲ୍ଲାରେ

ଅସରାଏ ବର୍ଷାରେ ଗମନାଗମନ ଠପ୍ !

ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ତୁମୁଁସିଙ୍ଗା ଥାନା ନିକଟରେ ଛଅ ସାତ ମାସ ହେଲା ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାହାକି ଏ ଯାଏଁ ଶେଷ ହୋଇ ନାହିଁ। କାମାକ୍ଷାନଗର ବା ଢେଙ୍କାନାଳ ଯିବା ପାଇଁ ଏ ହେଉଛି ଏକ ମାତ୍ର ରାସ୍ତା। ଗତ ବର୍ଷ ଏହି ରାସ୍ତାର ଧୋବାବାହାଳି

କଙ୍କଡାଷୋଡ ହତ୍ୟା ଘଟଣା ଚାରି ଗିରଫ

ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାଷୋଡ ଗ୍ରାମରେ ଗତ ୧୯-୨-୨୧ ରିଖରେ ହତ୍ୟାର ଶିକାର ହୋଇଥିଲେ ପୂର୍ଣ ଚନ୍ଦ୍ର ବାଇ । ଏହି ମାମଲା ରେ ୨୬-୨ ରେ ହତ୍ୟାରେ ସଂପୃକ୍ତ ସିପୁନ ଭୋଇ, ଟୁକୁନା ଭୋଇ ଓ ଭଜମନ ଭୋଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ଓ ସେମାନେ ଅଦ୍ୟାବଧି ଜେଲରେ

ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଙ୍କ ଆକ୍ରମଣ !

ଢେଙ୍କାନାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଆକ୍ରମଣ କରିଥିବା ପୋଲିସ ରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମିଲର ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ଜିଲ୍ଲା ଯୋଗାଣ ଆଧିକାରୀଙ୍କ

ସାମାନ୍ୟ ବର୍ଷାରେ ଭୁଶୁଡ଼ିଲା ନିହଲ ପ୍ରସାଦ ସ୍କୁଲ ପାଚେରୀ ; ୧୫ ଦିନ ହେବ ସରିଥିଲା କାମ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ନିହଲପ୍ରସାଦ ନୋଡାଲ ଉ ପ୍ରା ବିଦ୍ୟାଳୟ ପାଚେରୀ ସାମାନ୍ୟ ବର୍ଷାରେ ଭୁଶୁଡ଼ି ପଡିଛି । ଆର୍ଥିକ ବର୍ଷ ୨୦୧୯-୨୦୨୦ ଅଟକଳ ମୂଲ୍ଯ ୨ଲକ୍ଷରେ ଟଙ୍କା କାମ ହେଇଥିଲା ଯାହାକି ତିନି ମାସ ତଳେ ଭୁଶୁଡ଼ିଥିଲା । ଆଥିର୍କ ବର୍ଷ ୨୦୨୧ ରେ ନୂଆ ପାଚେରୀ ନିର୍ମାଣ କାମ
error: Content is protected !!