କରୋନା ହଜେଇଦେଲା ମାନବିକତା ; ଦୀର୍ଘ ସମୟ ଧରି ଘରେ ପଡ଼ିରହିଲା ଶବ , ପାଖ ମାଡ଼ିଲେନି ସାହିଭାଇ
ଘାରିଛି କରୋନା ଭୟ । ମୃତଦେହର ପାଖ ମାଡୁନାହାନ୍ତି ପରିବାରଲୋକେ । ଦୀର୍ଘ ସମୟ ହେଲା ପଡ଼ିରହିଲା ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେଣଦାପାଟଣା ଗାଁରେ ଘଟିଛି ଘଟଣା ।
କରୋନାରେ ଚାଲିଗଲା ଜୀବନ ଆଉ ମୃତଦେହ ଉଠାଇବାକୁପରିବାର ସାହି ଭାଇ ପାଖ ମାଡିଲେନି । ମୃତକ ସେହି ଗାଁର!-->!-->!-->…
ଉପରମୁହାଁ କରୋନା ଗ୍ରାଫ ଗୋଟିଏ ଦିନରେ ୨୪୪ ଆକ୍ରାନ୍ତ ଚିହ୍ନଟ, ଘୋଷଣା ହେଲା ୩ ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ !
ଦିନକରେ ୧୦,୦୩୧ ପଜିଟିଭ୍ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୩୧ ସଂକ୍ରମିତ ଚିହ୍ନଟ, ଢେଙ୍କାନାଳ ଜିଲ୍ଲାରୁ ୨୪୪ଆକ୍ରାନ୍ତ ଚିହ୍ନଟ ।
ସଂକ୍ରମଣ ଚେନ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଘରମୁଣ୍ଡା ଗ୍ରାପ ଅନ୍ତର୍ଗତ ଖନ୍ଦ। ଗ୍ରାମ, ଗଁଦିଆ ବ୍ଲକକାବେରା ପଞ୍ଚାୟତ ଅନ୍ତର୍ଗତ ଦଧିସିଙ୍ଗା!-->!-->!-->…
ମା’ କାଲୁଣୀଙ୍କ ନୂତନ ମନ୍ଦିର ପାଇଁ ଶିଳାନ୍ୟାସ
ଢେଙ୍କାନାଳ ଜିଲ୍ଲା ଭୁବନର ଅଧିଷ୍ଠ୍ରାତୀ ଗ୍ରାମଦେବୀ ମା କାଲୁଣୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଭୁବନ ଗ୍ରାମର ପୂର୍ବକୁ ପ୍ରବେଶ ଦ୍ଵାରରେ ଅବସ୍ଥିତ ମା କାଲୁଣୀଙ୍କ ପୀଠ । ଯେତେବେଳ ବିପଦ ବେଳେ ମା କାଲୁଣୀଙ୍କୁ ଡାକିଲେ ସବୁ ବିପଦ ଟଳି!-->!-->!-->…
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋଲାଗଲା କୋଭିଡ କେୟାର ସେଣ୍ଟର
କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଭୁବନ ବ୍ଲକ ଅନ୍ତର୍ଗତ ପଞ୍ଚାୟତରାଜ ହାଇସ୍କୁଲ ପଳାଶପିଠିଆ ଠାରେ କାର୍ଯ୍ୟକ୍ଷମ ହେଲା କୋଭିଡ କେୟାର ସେଣ୍ଟର ।
ଏହି ସେଣ୍ଟରରେ ୫୦ ଶଯ୍ୟା ବିଶିଷ୍ଟ ଏବଂ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୬। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୧୩୧ ଓ ଡାକ୍ତରଖାନାର ୧୫ ଜଣ।
ଏହି ସୂଚନା ଆଧାରରେ ଜିଲ୍ଲାର ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳର। ଏଠାରୁ ୨୫ ଜଣ ସଂକ୍ରମିତ ହୋଇଛନ୍ତି।!-->!-->!-->…
ବଞ୍ଚି ଥାଉ ଥାଉ ଦିବ୍ଯାଙ୍ଗ ହିତାଧିକାରୀଙ୍କୁ ମୃତ କରିଦେଲେ ଯୋଗାଣ ବିଭାଗ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଗାଁ ର ଅଭିରାମ ଜେନା ,ଜନ୍ମରୁ ସେ ଦିବ୍ଯାଙ୍ଗ। ବୟସ ତାଙ୍କର ପଚାଶ। ଗରିବ ବଡ଼ ଭାଇଙ୍କ ସାହାର, ସାତ ଶହ ଟଙ୍କା ଦିବ୍ଯାଙ୍ଗ ଭତ୍ତା ଓ ରାସନ୍ କାର୍ଡ ମାଧ୍ୟମରେ ୫ କିଲୋ ଚାଉଳରେ ଆଜି ପର୍ଯ୍ୟନ୍ତ ବଞ୍ଚିଛନ୍ତି।
ବଡ଼ ଦୁର୍ଭାଗ୍ୟ ବିଷୟ ଗତ!-->!-->!-->…
ମୋ ମା’
ସବୁଠୁ ମଧୁର ଲାଗେ ମୋତେ ମୋର ମାଆସେ ଯେବେ ଡାକଇ ବାବୁ ଧନ ମୋ'ର ଆ' ।ଯେବେ ମୁଁ ଜନମ ନେଲି ତାହାରି କୋଳରେସେ ଆନନ୍ଦେ ହସୁଥାଏ ଅତି ସ୍ନେହ ଭରେ ।
ପଡି ଉଠି ହାତ ଧରି ଶିଖିଲି ମୁଁ ଚାଲିଖେଳିଥିଲି ତା'ସାଥେ ମୁଁ କେତେ ଧୂଳି ବାଲି ।ରୋଗ ବ୍ୟାଧି ବେଳେ ମୋ'ର ପାଶେ ରହିଥାଏଖଣ୍ଡିଆ!-->!-->!-->!-->!-->…
ବ୍ୟାପକ ପରିମାଣର ବିଦେଶୀ ମଦ ଜବତ ; ୨ ଗିରଫ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢ଼ାବା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାଙ୍କ ଭାଇକୁ ଗିରଫ କରିଛି ଅବକାରୀ ବିଭାଗ ।
ଗିରଫ ଅଭିଯୁକ୍ତ ହେଲେ ଭୁବନ ଥାନା!-->!-->!-->…
କରୋନାର କରୁଣ କାହାଣୀ ; ମୂଖ୍ଯ ଚିକିତ୍ସାଳୟ ପରିସରରେ ଦୀର୍ଘ ସମୟ ଧରି ଖରାରେ ପଡିରହିଲା ଶବ !
ଢେଙ୍କାନାଳ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସେଠାକୁ ଚିକିତ୍ସିତ ହେବା ପାଇଁ ଆସିଥିବା ଜଣେ ମହିଳା କରୋନା ପଜିଟିଭ ଜଣାପଡିବା ପରେ ତାଙ୍କୁ ଫେରାଇ ଦିଆଯିବା ପରେ ସେ ଚିକିତ୍ସା ବିନା ରାସ୍ତାରେ ପ୍ରାଣ ହରାଇଥିଲେ ।ତେବେ ସବୁଠାରୁ ଦୁଃଖ ଦାୟକ ଘଟଣା!-->…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ଯା ଅଭିଯୋଗ ଆଣିଛନ୍ତି ପରିବାର ଲୋକ
କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଜଣେ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ହତ୍ଯା ଅଭିଯୋଗ ଆଣିଛନ୍ତି ।
ପ୍ରକାଶ ଯେ , ଉକ୍ତ ଗ୍ରାମର ସନ୍ତୋଷ କୁମାର ରାଉତ ଙ୍କ ଘରେ ପର୍ଜଙ୍ଗ ଥାନା!-->!-->!-->…