News
lipub
samparksetu

ଗେହ୍ଲି ଙ୍କ ପାଇଁ ଆବାସ ସାତ ସପନ

ଗରିବ ବାସ ହରାଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚୁ ନାହିଁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଦିଘୀ ପଞ୍ଚାୟତ କଇରାନାଳୀ ଗ୍ରାମର ଗେହ୍ଲି ମଳିକ ଙ୍କ କ୍ଷେତ୍ରରେ ।ବୟଷ ୭୦ ହେବ ସ୍ୱାମୀ ପରେ

ଢେଙ୍କାନାଳ ଜିଲ୍ଲାରେ ୯୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୮୮୯ ହୋଇଛି। ଖୋର୍ଦ୍ଧା,କଟକ, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍ଥିତି ଖରାପ ହୋଇପଡିଥିବା ବେଳେ ଅନ୍ୟ ଜିଲ୍ଲାର ପରିସ୍ଥିତି ଚିନ୍ତା ଜନକ ରହିଛି। ଆଜି ଜିଲ୍ଲାରେ ୯୦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘରୋଇ ସଂଙ୍ଗରୋଧରୁ ୮୧ ଜଣ ଓ

ଟ୍ରକ ଧକ୍କା ରେ ହୋମଗାର୍ଡ ଗୁରୁତର

ଟ୍ରକ ଧକ୍କା ରେ ହୋମଗାର୍ଡ ଗୁରୁତର , ଗୁରତର ହୋମଗାର୍ଡ ହେଲେ କାମାକ୍ଷାନଗର ଥାନାର ବିଷ୍ଣୁପ୍ରସାଦ ପାଳ। ବାଉଁଶପାଳ ଛକ ନିକଟରେ ନୋ ଏଣ୍ଟ୍ରି ଡିଉଟି ରେ ମୁତୟନ ଥିବାବେଳେ ପିଟିଲା ଟ୍ରକ , ସୂଚନା ଅନୁସାରେ ବିଷ୍ଣୁ ଆଜି ସ୍ଥାନୀୟ ବାଉଁଶପାଳ ଛକ ନିକଟରେ ନୋ ଏଣ୍ଟ୍ରି ଡିୟୁଟି ରେ ମୁତୟନ

ଢେଙ୍କାନାଳ ଜିଲ୍ଲାରେ ୪୭ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ତିନି ଅଙ୍କ ଛୁଇଁବାର ଗୋଟିଏ ଦିନ ପରେ କରୋନା ଆକ୍ରାନ୍ତ ସଂଖ୍ୟା ପୁନର୍ବାର ଦୁଇ ଅଙ୍କରେ ସିମୀତ ରହିଛି। ଆଜିର ରିପୋର୍ଟ ଅନୁସାରେ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ୪୭ ରହିଛି। ୪୧ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୬ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ହିନ୍ଦୋଳ

ବେପରୁଆ ଗାଡି ଚାଳନା ଯୋଗୁଁ ବୃଦ୍ଧ ଆହାତ ହୋଇ ଡାକ୍ତରଖାନାରେ!

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରାଜୁଆପଟଣା ମୌଜାର ସତୁରୀ ବର୍ଷ ବୟସ୍କ ବୃଦ୍ଧ ଭିକାରୀ ରାଉତ ନିଜ ସାଇକେଲରେ ଆସୁଥିବା ସମୟରେ ଜଣେ ବାଇକ୍ ଆରୋହୀଙ୍କ ଦାୟିତ୍ବହୀନତା ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଯିବା ସହ କାନ୍ଧର ହାଡ଼ ଭାଙ୍ଗି ଯାଇଛି। ଗତ ୧/୫/୨୦୨୧ ତାରିଖ ଶନିବାର ଦିନ ନିଜ ଘର

କାମ ଶେଷ ହେବା ପୂର୍ବରୁ ପୋଲର କାନ୍ଥ ଫାଟି ଆଁ କଲାଣି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ପଣ୍ଡୁଆ-କନ୍ତିଓକାଟେଣୀ-ତୁମୁଁସିଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ କରଣ କାମ ଅତ୍ୟନ୍ତ ନିମ୍ନ ମାନର ହେଉଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତବର୍ଷ ଜୁନ ମାସ ବାର ତାରିଖ ଦିନ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲାରେ ୧୪୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହୋଇଛି। ତିରିଶି ଜିଲ୍ଲାରୁ ନଅ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି। ଅନ୍ୟ ଜିଲ୍ଲାଗୁଡିକର ସଂକ୍ରମଣ ଦ୍ରୁତ ହାରରେ ବୃଦ୍ଧି ପାଇବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା

ସୁଖୀ କିଏ ?

ପଚାରିଲି ଯାଇ..ହେ ବିଶ୍ୱ ଗୋସାଇଁ..ଏ ସଂସାରେ ସୁଖୀ କିଏ..?ନଦେଲେ ଉତ୍ତର..ତ୍ୟାଗୀବି ଶରୀର..ଏ ପଣ ଅନ୍ୟଥା ନୁହେଁ..!!! ମୁରୁକି ହସିଲେ..ଭାବରେ ଭାସିଲେ..ଆଗେ କୁହ ତୁମେ କିଏ..?ଶୁଣି ଏହି ପ୍ରଶ୍ନ..ହୋଇ ହସ ହସ..କୁହେ ମୁଁ ଭିକାରୀ ଟିଏ..!!! ଭିକ୍ଷା ବୃତ୍ତି ଛାଡି..ଆସିଛି

ଭୁବନ ରେ ପାଟ୍ରୋଲିଂ କଡା କଡି, ଅମାନିଆ ଦେଲେ ଜୋରିମାନା

ରାଜ୍ୟରେ ମହାମାରୀ କୋରନାର ଦ୍ବିତୀୟ ଲହର ବେଶ ମାରାତ୍ମକ ରୂପ ନେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ରାଜ୍ୟବ୍ୟାପୀ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଛି। ଫଳରେ ଆଜି ଦ୍ବିତୀୟ ସପ୍ତାହରେ ଏହି ନିୟମକୁ ଅନେକ ସମୟରେ କିଛି ବ୍ୟବସାୟି ଖାମଖିଆଲ ମଣୁଛନ୍ତି। ସେମାନଙ୍କୁ

ହସର ଜୟଗାନ

ସଭିଙ୍କ ମୁଁହରୁ ଉଭେଇ ଗଲାଣି ହସଯୁଆଡେ ଦେଖିବ ଚାରିଆଡ଼େ ଖାଲି ବିଷଦୁଃଖର ଦାସ ହୋଇ ହୁଅନାରେ ଉଦାସବ୍ୟଙ୍ଗ କବିତା କରିବ ଜୀବନ ସରସ । ହସ ଦ୍ୱାରା ତୁମେ ଦୁନିଆକୁ କର ବଶବ୍ୟଙ୍ଗମୋଦୀ ବଟି ଝରାଉ ବ୍ୟଙ୍ଗର ରସବ୍ୟଙ୍ଗରେ ଭରା ବ୍ୟଙ୍ଗ କବିତା ପାଠୋତ୍ସଵପାଳନ କରିବା ଆସ ହସର ଉତ୍ସବ ।
error: Content is protected !!