ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ପାର ହୋଇଛି। ତିରିଶି ଜିଲ୍ଲାରୁ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଓ ସମ୍ବଲପୁର ପ୍ରଭୃତି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି।
ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲାର ନୂତନ!-->!-->!-->…
ଶ୍ରମିକ ଦିବସ
ଆସହେ ସଭିହେଁ ପାଳିବା ଶ୍ରମିକ ଦିବସଶ୍ରମିକ ମନରେ ଆଣିବା ଆମେରେ ହରଷଶ୍ରମ କରି ଜୀବନକୁ ଯିଏ ଦେଇ ଝାସକର୍ମ କରିଚାଲେ ବରଷ ଦିବସ ମାସ ।
ସାର ବିଶ୍ୱରେ ସବୁ କର୍ମ କଲା ଯିଏରେସଭିଙ୍କର ପ୍ରିୟ ଶ୍ରମିକ ଭାଇଟି ସିଏରେସେହି ଶ୍ରମିକଙ୍କୁ ଉଚିତ ସନମାନ ଦେବାଜୀବନରୁ ତାହାର ଦୁଃଖ ଦୂରେଇ!-->!-->!-->!-->!-->…
ଟିକା ନେଲେ ୩ମାସ ଯାଏଁ କରିପାରିବେନି ରକ୍ତଦାନ !
କରୋନା ଟିକାକରଣ ଅଭିଯାନ ଦ୍ବାରା ପ୍ରଭାବିତ ହେବ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନ। ଏବେ ଏହିଭଳି ଆଶଙ୍କା ସୃଷ୍ଟି ହୋଇଛି। ଯଦି ଆବଶ୍ୟକ ସଚେତନତା ସୃଷ୍ଟି କରା ନଯାଏ ଅଥବା ଯୋଜନାବଦ୍ଧ ପଦକ୍ଷେପ ନିଆ ନଯାଏ, ଆଗକୁ କିଛି ମାସ ଯାଏ ହୁଏତ ଗୁରୁତର ରକ୍ତ ଅଭାବଜନିତ ସମସ୍ୟା ସୃଷ୍ଟି ହେବା!-->!-->!-->…
ପୂର୍ତ୍ତ ବିଭାଗ ରାସ୍ତା ଖୋଳିଦେଲେ ଠିକାଦାର ; ନିମବାହାଳି-ଗୁଳେହି ରାସ୍ତାରେ ଆଣ୍ଠୁଏ ଖାଲ !
ମନଇଚ୍ଛା ପୂର୍ତ୍ତ ବିଭାଗ ରାସ୍ତାକୁ ଖୋଳିଦେଲେ ଠିକାଦାର ।ଗ୍ରାମବାସୀ ଏହାର ବିରୋଧ କରିଥିବା ବେଳେ କଂକ୍ରିଟ୍ ଢଳେଇ କରି ସମତୁଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ମାତ୍ର ରାତି ଅଧରେ ଅଳ୍ପ କିଛି ମାଟି ଓ ଗୋଡି ପକାଇଦେଇ ପଳାଇଲେ ।ଏବେ ରାସ୍ତା ମଝିରେ ଖାଲ ।ବର୍ଷା ହେଲେ ତାହା ଆହୁରି ଦବି!-->…
ଆଜି ଜିଲ୍ଲାରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ଖୋର୍ଦ୍ଧା, କଟକ, ଅନୁଗୋଳ, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ପ୍ରଭୁତି ଜିଲ୍ଲାଗୁଡିକରେ କରୋନା ସ୍ଥିତି ଭୟଙ୍କର ଥିବା ଜଣାପଡିଛି। ୩୦ ଜିଲ୍ଲାରୁ ୨୪ ଟି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଲାଣି।
ଆମ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି!-->!-->!-->…
ଫାଇନ ନଦେବାକୁ ଯାଇ ସଡ଼କ ଦୁର୍ଘଟଣା
ଭୁବନ ରୁ ଢେଙ୍କାନାଳ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଭୁବନ ରଗଡି ଛକ ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣାରେ ଦୁଇ ଆରୋହି ଗୁରୁତର ହୋଇଛନ୍ତି ।
ରଗଡି ଛକ ନିକଟରେ ଭୁବନ ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମାସ୍କ ଓ ହେଲମେଟ ଚେକିଂ ହେଉଥିଲା ।
ମହୁଳପାଳ!-->!-->!-->!-->!-->…
ନୂତନ ଗୋଶାଳା ଏବଂ ପାଠାଗାର ଉଦଘାଟିତ
ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ମା ହିଙ୍ଗୁଳାଙ୍କ ପୀଠ ପରିସରରେ ଗୋଶାଳା ଓ ପାଠାଗାର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଅବସରରେ ବିଶ୍ବ ହିନ୍ଦୁ ପରିଷଦର ଓଡିଶା ଶାଖା ଉପସଭାପତି ମହେଶ ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ ।
ପ୍ରାଥମିକ ସ୍ଥରରେ ୭/୮ ଟି ଗାଈ!-->!-->!-->…
” ଟିକାକରଣ ପୂର୍ବରୁ ରକ୍ତଦାନ କରିବା ” ସ୍ଲୋଗାନକୁ ନେଇ ଏବିଭିପି ଢେଙ୍କାନାଳ ପକ୍ଷରୁ ରକ୍ତଦାନ ଶିବିର…
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଢେଙ୍କନାଳ ଦ୍ଵାରାକୋଭିଡ ଟିକାକରଣ ପୂର୍ବରୁ ରକ୍ତ ଦାନ କରିବାକୁ ନେଇ ଏକକାର୍ଯ୍ୟକ୍ରମ ଦ୍ଵାରା ଏହି ମହାମାରୀ ସମୟରେ କୋଭିଡ ନିୟମ ମାନି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l'
ଏଥିରେ ମୋଟ ୬୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । " ଟିକାକରଣ!-->!-->!-->…
ଜିଲ୍ଲାରେ ୨୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
କରୋନାର କାୟା ବିସ୍ତାର ହ୍ରାସ ହେବାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ବରଂ ଏହା ବୃଦ୍ଧି ପାଉଥିବା ଲକ୍ଷ୍ଯ କରାଯାଉଛି। ଆଜି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨।
ଏମାନଙ୍କ ମଧ୍ୟରୁ ୧୩ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ବାକି ୯ ଜଣ ଡାକ୍ତରଖାନାରୁ ଚିହ୍ନଟ!-->!-->!-->…
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଦୁଷ୍କର୍ମ ଅଭିଯୋଗ !
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ସମ୍ପକୀୟ ୬୫ ବର୍ଷ ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ କିଛି ବ୍ୟକ୍ତି ରୋଗୀଙ୍କ ସମ୍ପର୍କୀୟ ବୃଦ୍ଧାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ପୋଖରୀ ନିକଟରେ!-->!-->!-->…