News
lipub
samparksetu

ଜିଲ୍ଲାରେ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ;ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଜିଲ୍ଲାରେ କରୋନା ଗ୍ରାଫ କ୍ରମାଗତ ଭାବରେ ଉର୍ଦ୍ଧ୍ବଗାମୀ ହେବା ଦେଖାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରୁ ଆଜି ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୬ ଜଣ ଓ ବାକି ୧୫ ଜଣ ଡାକ୍ତରଖାନାରୁ ବୋଲି ଜଣାପଡିଛି। ସଂକ୍ରମିତଙ୍କ ମଧ୍ୟରେ ସଦର ବ୍ଲକର ଭାପୁରରୁ

ଟିକା ନେବା ପାଇଁ ଆଜିଠୁ ପଞ୍ଜିକରଣ କରିପାରିବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ

ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଛି । ତେଣୁ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ । ଜାଣନ୍ତୁ କିପରି କରିବେ ପଞ୍ଜିକରଣ କୋ-ଇନ୍ ପୋର୍ଟାଲରେ ହେବ ପଞ୍ଜିକରଣ ୨୮

ବ୍ରିଜତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ, ହରିପୁର ଗ୍ରାମ ନିକଟରେ ଥିବା ଏକ ବ୍ରିଜତଳୁ ଜଣେ ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି । ଯୁବକଙ୍କ ମୃତଦେହ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ବାଇକ୍ ମଧ୍ୟ ପଡି ରହିଛି । କୌଣସି ଭାରିଯାନ ସଂସ୍ପର୍ଶରେ ଆସି

ଢେଙ୍କାନାଳ କୋଭିଡ ହସ୍ପିଟାଲରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଖତ ଖାଉଛି, ଟେକ୍ନିସିଆନ ନାହାନ୍ତି

କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଢେଙ୍କାନାଳରେ ୫-ଟି ସଚିବ ପାଣ୍ଡିଆନଙ୍କ ଦ୍ୱାରା ଏକ କୋଭିଡ ହସ୍ପିଟାଲ ଉଦଘାଟନ ହୋଇଥିଲା । ସେଥିରେ ୬ଟି ICU ଓ ୩ ଟି ଭେଣ୍ଟିଲେଟର ଶଯ୍ୟା ରହିଅଛି । ଦୁଃଖର ବିଷୟ ଯେ ଏହାକୁ ଚଳାଇବା ପାଇଁ ଟେକ୍ନିସିଆନ ପୋଷ୍ଟିଙ୍ଗ ନାହାନ୍ତି । ଏଥିପାଇଁ ଗତ ବର୍ଷ

ଜିଲ୍ଲାରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ଆଜି ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ସଙ୍ଗରୋଧରୁ ୩ ଜଣ ହୋଇଥିଲା ବେଳେ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଁଦିଆ ବ୍ଳକ୍ ନିହଲପ୍ରସାଦ ରୁ ଜଣେ , ଦକ୍ଷିଣପଶି ରୁ ଜଣେ , ଚଡକମରା ରୁ ୩ଜଣ

ତର୍କାବେଡା ଗ୍ରାମର କାଗଜ ତିଆରି ଫୁଲର ପରମ୍ପରା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ତର୍କାବେଡ଼ା ଗ୍ରାମରେ ଚୈତ୍ର ପୂର୍ଣ୍ଣିମା (ଗ୍ରାମର ବାର୍ଷିକ ଉତ୍ସବ) ଅବସରରେପ୍ରାୟ ୨୦୦ ବର୍ଷ ଧରି କାଗଜରେ ତିଆରି ଫୁଲର ପରମ୍ପରା, ଆଜି ବି ଜୀବନ୍ତ ସଜଫୁଟା ଫୁଲର ଭ୍ରମ ସୃଷ୍ଟି କରୁଛି । ଏବେର ସାମୟିକ ପାରିପାର୍ଶ୍ବିକ ପରିସ୍ଥିତି

ପାଣି ପାଇଁ ରାସ୍ତାରୋକ ; ପ୍ରତିଶୃତି ମିଳିବା ପରେ ହଟିଲା ରାସ୍ତାରୋକ

ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ରଙ୍ଗମାଟିଆ ବନ୍ୟା ସାହି ଗ୍ରାମବାସୀ । ଆଜି ସକାଳୁ ଗ୍ରାମର ଶତାଧିକ ମହିଳା ଗରା, ବାଲ୍ଟି ଧରି ଜାତୀୟ ରାଜପଥ ୫୩ ର ରଙ୍ଗମାଟିଆ ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ କାମାକ୍ଷାନଗର -ଯାଜପୁର ରୋଡ଼ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ଓଭରବ୍ରିଜ ନିର୍ମାଣ କୁ ନେଇ ରାସ୍ତାରୋକ

ଓଭରବ୍ରିଜ ନିର୍ମାଣ କୁ ନେଇ ରାସ୍ତାରୋକ, କାମାକ୍ଷାନଗର ଥାନା ଥାନା ବାଇସିଙ୍ଗା ଛକ ଠାରେ ରାସ୍ତାରୋକ କରିଥିଲେ ଶତାଧିକ ଗ୍ରାମବାସୀ । ସୂଚନା ଅନୁସାରେ ଚାରି ଲେନ କାମ ପାଇଁ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଜାରି ଥିବାବେଳେ ବାଇଶିଙ୍ଗା ଗ୍ରାମବାସୀ ମାନେ ଗ୍ରାମ ଛକ ନିକଟରେ ଏକ

ଭୁବନ ପୋଲିସ ହାତରେ ବଡ଼ ସଫଲତା

ଅନେକ ଦିନ ପରେ ଭୁବନ ପୋଲିସକୁ ଲାଗିଛି ବଡ଼ ସଫଳତା। ସ୍ଥାନୀୟ ତହସିଲ ଓ ଜଙ୍ଗଲ ବିଭାଗ ଶୋଇ ପଡ଼ିଥିବାରୁ ଖଣି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପଲିଟିଥିଲା। ତେବେ ନୂତନ ଭାବେ ଭୁବନ ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀଙ୍କ ହାତରେ ଗତକାଲି ରାତିରେ ତିନୋଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଚୋରା

ଜିଲ୍ଲାରେ ଆଜି ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ଆଜି ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ସଙ୍ଗରୋଧରୁ ୨ ଜଣ ହୋଇଥିଲା ବେଳେ ୧୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଦର ବ୍ଲକ ଭାପୁରରୁ ୨ ଜଣ, କାମଧେନୁକୋଟ ଓ ତରଭାରୁ ଜଣେ ଲେଖାଏଁ ଚିହ୍ନଟ
error: Content is protected !!