ଚଳିତ ବର୍ଷର ଶିକ୍ଷା କିଛି କଥା,କିଛି ବ୍ୟଥା
ପ୍ରଥମେ ପରୀକ୍ଷା ସ୍ଥଗିତ, ଛାତ୍ରୀ ଛାତ୍ରଙ୍କ ଆନ୍ଦୋଳନପରେ ଓ ବିଶ୍ଵବ୍ୟାପୀ କରୋନା ମହାମାରୀର ପାଦୁର୍ଭାବକୁ ଆଖିଆଗରେ ରଖି ଓଡ଼ିଶା ସରକାରଙ୍କ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବାତିଲ କରାଯିବା ନିଷ୍ପତ୍ତି ଓଡିଶା ଇତିହାସରେ ପ୍ରଥମ ।ଏହାକୁ ଆମେ ସ୍ୱାଗତ କରୁଛୁ। କାରଣ ଜୀବନ ଆଗ,!-->!-->!-->…
କପିଳାସ ଅଭୟାରଣ୍ୟ ଭିତରୁ ଦନ୍ତାହାତୀର ମୃତଦେହ ଉଦ୍ଧାର
ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ କପିଳାସ ଅଭୟାରଣ୍ୟ ରୁ ଆଜି ସକାଳୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି ।
ହାତୀଟିର ମୃତ୍ୟ ପ୍ରାୟ ୪ ଦିନ ତଳେ ଘଟିଥିବା ବେଳେ ହାତୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦନ୍ତାଟି ପ୍ରାଣ ହରାଇଛି ବୋଲି ଵ୍ୟଵତ୍ସେଦ ରିପୋର୍ଟ ରୁ ଜଣାଯାଇଛି!-->!-->!-->!-->!-->…
ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି
ବିଳମ୍ବିତ ରାତିରେ ଦୋକାନରୁ ତାଲାଭାଙ୍ଗି ଚୋରି । କାମାକ୍ଷାନଗର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମରେ ଥିବା ଏକ ଷ୍ଟୁଡ଼ିଓ ରୁ ତାଲା ଭାଙ୍ଗି ଚୋରି ଅଭିଯୋଗ ହୋଇଛି ।
ସରଦେଇପୁର ଗ୍ରାମରେ ଥିବା ଏକ ଷ୍ଟୁଡ଼ିଓ ରୁ ଗତକାଲି ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ଦୋକାନ ଭିତରେ ଥିବା!-->!-->!-->!-->!-->…
‘ସେଦିନ’
କାହିଁଗଲା ଲଣ୍ଠନ ଚାରିପଟେ ପାଠ ପଢାପ୍ଲାଟୋ ପେନ ର ଲେଖାଟ୍ରାନ୍ସଲେସନ କରିବାନନାଙ୍କର ଦାନ୍ତ କଡମଡନାନୀ ର ହଡା ବଳଦ ର ଆତ୍ମକାହାଣୀ ଲେଖାତୁଳସୀଚଉରା ପାଖରେସନ୍ଧ୍ଯା ର ଅସ୍ପଷ୍ଟ ଗୁଣୁଗୁଣୁ ଶବ୍ଦଅଧରାତିରେ କଂସାବାସନର ଝଣଝଣ ଶବ୍ଦ !
ଏ ସବୁ ହଜିଯାଇଛିସ୍ମୃତି ର ଚୋରା ବାଲି ରେ ।
!-->!-->!-->!-->!-->!-->!-->…
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମ କଥା, ରାମନବମୀରେ ପଢ଼ିଲେ ମନସ୍କାମନା ପୂରଣ ହେବ
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ବିଷୟରେ ରାମାୟଣ ଓ ରାମଚରିତ ମାନସରେ ବର୍ଣ୍ଣିତ ହୋଇଛି। ଉଭୟ ଆମ ପାଇଁ ପବିତ୍ର ଗ୍ରନ୍ଥ ଅଟେ ।
ସନ୍ଥ ତୁଳସୀଦାସ ପ୍ରଭୁ ଶ୍ରୀରାମଙ୍କୁ ଈଶ୍ୱର ଭାବିକି ରାମଚରିତମାନସ ରଚନା କରିଥିବାବେଳେ ଆଦିକବି ବାଲ୍ମୀକି ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କୁ!-->!-->!-->!-->!-->…
ଜୟ ଶ୍ରୀରାମ
ରାଜୀବଲୋଚନ ଜୟ ଶ୍ରୀରାମକୌଶଲ୍ୟାନନ୍ଦନ ଜୟଶ୍ରୀରାମରଘୁକୁଳ ତିଳକ ଜୟ ଶ୍ରୀରାମଦଶରଥ ବାଳକ ଜୟ ଶ୍ରୀରାମଜାନକୀ ଇଶ୍ୱର ଜୟ ଶ୍ରୀରାମଲବକୁଶ ପିୟର ଜୟ ଶ୍ରୀରାମହନୁମନ୍ତ ପୂଜ୍ୟ ଜୟ ଶ୍ରୀରାମ
ସୌମିତ୍ରୀ ଅଗ୍ରଜ ଜୟ ଶ୍ରୀରାମସୁଗ୍ରୀବର ସଖା ଜୟ ଶ୍ରୀରାମବିଭୀଷଣେ ରକ୍ଷା ଜୟଶ୍ରୀରାମରାବଣ ନାଶକ ଜୟ!-->!-->!-->…
ଜୟ ହେ ଶ୍ରୀରାମ ରାମ, ମଧୁର ମୂରତ୍ତୀ
ଜୟ ହେ ଶ୍ରୀରାମ ରାମ, ମଧୁର ମୂରତ୍ତୀତବ ଆଗମନେ ଧରା, ଉଠଇ ପୁଲକୀ ।ନାନା ପାଦପରେ ଫୁଟି, ନାନାଜାତି ପୁଷ୍ପସ୍ବାଗତ ଗୀତିକା ଗାଏ, ମଥା କରି ନତ ।
କୃଷ୍ଣଚୁଡା ପୁଷ୍ପେ ଧାତା, ଦିଅନ୍ତି ଅଞ୍ଜଳିସର୍ବ ଦେବଗଣେ ସ୍ତୁତି, କରୁଛନ୍ତି ମିଳି ।ଅଯୋଧ୍ୟା ମଣ୍ଡନ ନାଥ, କୌଶଲ୍ୟା ନନ୍ଦନଆନନ୍ଦମୟ!-->!-->!-->!-->!-->…
ଆଇସକ୍ରିମ କାଠିରେ ରାମ ମନ୍ଦିର ନିର୍ମାଣ କଲେ ଢେଙ୍କାନାଳର ଯୁବଶିଳ୍ପୀ ସୁବ୍ରତ ମହାରଣା
କିଛି ଭିନ୍ନ କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି ସମ୍ଭବ । ଏଭଳି କିଛି ନିଆରା କରି ଦେଖାଇଛନ୍ତି ଢେଙ୍କାନାଳର ଯୁବଶିଳ୍ପୀ ସୁବ୍ରତ ମହାରଣା । ଯିଏକି ଆଇସକ୍ରିମ କାଠିରେ ରାମମନ୍ଦିରର ଏକ ସୁନ୍ଦର କଳାକୃତି ର୍ନିମାଣ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲା ସିମିନଇ ଗ୍ରାମର ରବି!-->!-->!-->!-->!-->…
ସଡ଼କ ଦୁର୍ଘଟଣାରେ ୨ ଗୁରୁତର !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗାଁ ଛକ ନିକଟରେ ଏକ ଅଟୋ ସହ ଏକ ବାଇକ୍ ଧକ୍କା ହେବା ଫଳରେ ବାଇକରେ ଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତର ୨ହେଲେ ଅଁଳାକଟା ଗାଁ ର ବିକଳ ସାହୁ ଓ ମହେଶ୍ଵର ସାହୁ ।
ସୂଚନା ଅନୁଯାୟୀ ବସୋଇ ଗ୍ରାମରୁ ଏକ ବାଇକ ଯୋଗେ ନିଜ ଗ୍ରାମକୁ!-->!-->!-->…
ବିପୁଳ ପରିମାଣର ଗଞ୍ଜେଇ ସହ ଜଣଙ୍କୁ ଗିରଫ କଲା ଅବକାରି ବିଭାଗ
ଗାର୍ମେଣ୍ଟ ବିକ୍ରି ଆଳରେ ଚାଲିଛି ଚୋରା ଗଞ୍ଜେଇ ବେପାର । ବସ୍ତା ବସ୍ତା ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଆଉ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚାଲିଥିବା ଏପରି କଳା କାରନାମାର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ।
ବିଶେଷ ସୂତ୍ରରୁ ସୂଚନା ପାଇ!-->!-->!-->…