ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ଵ
ଆଜି ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଆଜିର ଦିନକୁ ଲୋକେ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରନ୍ତି । ଓଡିଶାରେ ଏହି ଦିନକୁ ଖୁବ ଧୁମଧାମ୍ ରେ ପାଳନ କରନ୍ତି । କେବଳ ସେତିକି ନୁହେଁ ଆଜିର ଦିନକୁ ଓଡିଆ ନବ ବର୍ଷ ଭାବେ ମଧ୍ୟ ଜଣାଯାଏ ।
ଆଜି ଓଡିଆମାନଙ୍କ ନୂଆ ବର୍ଷରେ!-->!-->!-->!-->!-->…
ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଟାଟା ଷ୍ଟିଲ ବିଏସଏଲ
କୌଣସି କାରଣ ବଶତଃ ଟାଟା ଷ୍ଟିଲ ବିଏସଏଲ କମ୍ପାନୀ ନିକଟରେ ଥିବା ଏକ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ତେବେ ଅଗ୍ନିକାଣ୍ଡ ଖବର ପାଇ କମ୍ପାନୀର ଅଗ୍ନିଶମ କର୍ମଚାରୀ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ସାହୁ!-->!-->!-->!-->!-->…
ନିମଡିହ ଗାଁରେ ଶିବ ଲିଙ୍ଗ ଆବିର୍ଭାବ ନେଇ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ପଂଚାୟତ ଅନ୍ତର୍ଗତ ନିମଡିହ ଗାଁରେ ଶିବ ଲିଙ୍ଗ ଆବିର୍ଭାବକୁ ନେଇ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ଲୋକମାନେ ନୀତିକାନ୍ତିରେ ଶିବ ଲିଙ୍ଗକୁ ପୂଜାର୍ଚ୍ଚନା କରିଥିଲେ । ସଂକୀର୍ତ୍ତନ ,ହରିବୋଲ ହୁଳହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ!-->!-->!-->…
ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ସମାଧାନ ପାଇଁ ବୈଠକ
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ ପଞ୍ଜିକୃତ କରିଥିବା ଚାଷୀ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି କରି ନପାରି କମ ଦରରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି।
ସୂଚନା ଥାଉ କି ପଞ୍ଜିକୃତ କରିଥିବା ଅର୍ଦ୍ଧାଧିକ ଚାଷୀ ବିକ୍ରି କରି ପାରି ନାହାଁନ୍ତି। ସମବାୟ!-->!-->!-->…
ରମଜାନ ମାସରେ ରୋଜା ର ମହତ୍ତ୍ଵ
କେଡ଼େ ଆନନ୍ଦର ମାସ ଆସିଲା ସାରା ସଂସାର ଆନନ୍ଦେ ହସିଲା,ଅଲ୍ଲାହ୍ ପାଦ ତଳେ ଯା'ର ଭକତି ତା'ର ହୃଦୟ ଆନନ୍ଦେ ନାଚୁଛି।
ଆରବୀ ଶବ୍ଦ ରମଜାନ ଯାହାର ଆକ୍ଷରିକ ଅର୍ଥ ହେଲା ଜଳିଯିବା ଅର୍ଥାତ୍ ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ। ଇସଲାମି ହିଜରି କ୍ୟାଲେଣ୍ଡର ଅନୁସାରେ!-->!-->!-->!-->!-->…
କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ର ନିଖୋଜ,ବିଦ୍ୟାଳୟ ସୁରକ୍ଷାକୁ ନେଇ ବଢ଼ିଲା ଅଡୁଆ !
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ଗାଁ ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରୁ ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ଛାତ୍ରଙ୍କ ନାମ ଦିନେଶ ପ୍ରଧାନ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡା ଥାନା!-->!-->!-->…
ଇନ୍ଦିପୁର ଗ୍ରାମରେ ନବାହ୍ନ ପାରାୟଣ ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ
ଆଜି ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ନବାହ୍ନ ପାରାୟଣର ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି ।
କୋଭିଡ କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟକ ଭକ୍ତରେ ହନୁମାନ ପ୍ରଭୁଙ୍କର ନବାହ୍ନ ପାରାୟଣର ୨୫ ବର୍ଷ ପୂର୍ତ୍ତି ଅବସରରେ!-->!-->!-->…
ସରକାରୀ ସହାୟତାରୁ ବଞ୍ଚିତ ଭିକାରୀ ନାୟକ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମୁରୁଗା ଗ୍ରାମର ଭିକାରୀ ନାୟକ ସରକାରୀ ସହାୟତାରୁ ଏବେ ବଞ୍ଚିତ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ନା ମିଳୁଛି ଭତ୍ତା ।
୩ ପ୍ରାଣୀ କୁଟୁମ୍ବକୁ ନେଇ ଭିକାରୀ ନାୟକ (୬୨) ଏକ ଭଙ୍ଗା ରେ ମୁଣ୍ଡ ଗୁଞ୍ଜିଛନ୍ତି । ସ୍ତ୍ରୀ ଏବଂ ଗୋଟିଏ ପୁଅ ପାଈଁ!-->!-->!-->…
ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ଲୁଟ !
ବିଳମ୍ବିତ ରାତିରେ ଦୁଇ ଦୁଇ ଜଣ ଙ୍କ ଘରୁ ଲୁଟ୍ ଅଭିଯୋଗ, ରବିବାର ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ଲୁଟ ହୋଇଛି ୫ ଭରି ସୁନା ଅଳଙ୍କାର ଏବଂ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ଏ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଲତାବିଲ ଗ୍ରାମରେ!-->!-->!-->…
ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି !
ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି , ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ମଙ୍ଗେଇ ତରେଇ ଙ୍କ ପୁଅ ନେଉଳ ତରେଇ (୪୫) ଆଜି ମାଛ ଧରିବାକୁ ଯାଇ ନଦୀରେ ବୁଡିଯାଇ ଥିବାର ସୂଚନା ମିଳିଛି ।
ତେବେ ଅନେକ ଖୋଜାଖୋଜି ପରେ ମାଳପୁରା ମଦୀ ଘାଟରୁ ତାଙ୍କର ମୃତ ଦେହ!-->!-->!-->…