ରୋଜଗାରିଆ ପୁଅକୁ ହରାଇ କାଲୁରିଆ ର ମଙ୍ଗୁଳି ବେହେରାଙ୍କ ପରିବାର ଏବେ ବେସାହାରା
ଏକମାତ୍ର ରୋଜଗାରିଆ ପୁଅ କୁ ସଡକ ଦୁର୍ଘଟଣା ରେ ହରାଇ କଲୁରିଆ ର ମଙ୍ଗୁଳି ବେହେରା ଙ୍କ ପରିବାର ଏବେ ବେସାହାରା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ଗ୍ରାମର ମଙ୍ଗୁଳି ବେହେରାଙ୍କ ପୁଅ ଗତ ଦୁଇ ଦିନ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରାଜୀବ ବେହେରା!-->!-->!-->…
କେନାଲ ରେ ପଡି ଯୁବକ ଗୁରୁତର !
କଙ୍କଡାହାଡ଼ ଥାନା କନ୍ଧରା କେନାଲ ରେ ଖସିପଡି ଯୁବକ ଗୁରୁତର । ଗୁରୁତର ଜଣକ ହେଲେ କୁସୁମୁଣ୍ଡିଆ ଗ୍ରାମର ବିନ ସିଂହ । ସୂଚନା ଅନୁସାରେ ବିନ ଆଜି ସକାଳେ ଏକ ସାଇକେଲ ଯୋଗେ ନିଜ ଗାଁ କୁସୁମୁଣ୍ଡିଆ ରୁ କନ୍ଧରା ଯାଉଥିଲେ ।
ବାଟରେ କନ୍ଧରା କେନାଲ ନିକଟରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ!-->!-->!-->…
ବନ୍ଧୁକ ଦେଖାଇ ଲୁଟ ; ୨ ଲୁଟେରାଙ୍କୁ କାବୁକଲେ ଗ୍ରାମବାସୀ !
ପରଜଙ୍ଗ ଥାନା ଜରଡ଼ା ଗ୍ରାମ ନିକଟରୁ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ଓ ମୋବାଇଲ । ସୂଚନା ଅନୁସାରେ ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ କାମାକ୍ଷାନଗର ରୁ କାମ ସାରି ବାଇକ ଯୋଗେ ସାଙ୍ଗ ଙ୍କ ସହ ଗ୍ରାମକୁ ଫେରୁଥିଲେ। ଜରଡ଼ା ଘାଟି ନିକଟରେ ୪ ଜଣ ଦୁର୍ବୃତ୍ତ!-->…
ଷ୍ଟେସନ ନିକଟରେ ଆତ୍ମହତ୍ୟା ଉଦ୍ୟମ, ହାତ କାଟିଲେ ମହିଳା !
ଗୋଟିଏ ପଟେ ଚାଲିଥିଲା ରଙ୍ଗର ପର୍ବ ହୋଲି କଟକଣା ଭିତରେ ନିଜ ପରିବାର ସହ ଓଡ଼ିଶା ବାସୀ ପାଳୁଥିଲେ ଏଇ ପର୍ବ । ଅନ୍ୟପଟେ ଘଟିଥିଲା ଅଭାବନୀୟ ଘଟଣା ।
ଷ୍ଟେସନ ନିକଟରେ ଜଣେ ମହିଳା ଏକ ବ୍ଲେଡ଼ ସାହାଯ୍ୟରେ ନିଜ ହାତ କାଟି ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଟେଭଵ ଗୁରୁତର!-->!-->!-->…
ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର !
ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର । ଡ୍ୟୁଟି ସାରି ଫେରିଲା ବେଳେ କଦଳୀପାଳ ଗାଁ ନିକଟରେ ହାତୀର ଆକ୍ରମଣ କରିଥିଲା । ଗୁରୁତର ପୋଲିସ କର୍ମଚାରୀଙ୍କୁ ପ୍ରଥମେ କାମାକ୍ଷାନଗର ପରେ କଟକ ସ୍ଥାନାନ୍ତର କରାଯାଇଛି । ଆହତ ଜଣଙ୍କ ହୃଷିକେଶ ନାୟକ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ!-->!-->!-->…
ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ !
କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।
ଆଜବେଷ୍ଟସ ବୋଝେଇ ଏକ ଟାଟା ଏସି ଗାଡ଼ି ସହ ଗୋଟିଏ ବଜାଜ ଡିସ୍କଭର ବାଇକ୍ ସାମ୍ନାସାମ୍ନି ଧକ୍କା ହୋଇଥିଲା ବେଳେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା।
!-->!-->!-->!-->!-->…
କାଲୁରିଆ ଗ୍ରାମରେ ବାଇକ ସହ ଟ୍ରାକ୍ଟର ଧକ୍କାରେ ୨ ମୃତ ୧ ଗୁରୁତର !
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମରେ ଟ୍ରାକ୍ଟର ସହିତ ବାଇକ୍ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହାତ ହୋଇ ଛନ୍ତି ।ମୃତକ ୨ ହେଲେ କାଲୁରିଆ ଗ୍ରାମର ନରୋତମ ବେହେରା ଓ ରାଜ କିଶୋର ବେହେରା । ଶ୍ରୀକାନ୍ତ ସାହୁ ଗୁରୁତର ଆହାତ ହୋଇଥିବା ବେଳେ!-->…
ବସିବ ଅବିର ହାଟ
ଦୋଳ ପୂନେଇଁରେମାଇଁ ସଜାଡିଛିଆମ୍ବ କଷି ମୁଆଁ ଖଜାକଳାକାହ୍ନୁ ସଙ୍ଗେରଙ୍ଗ ହୋଲି ଖେଳକାଲି ହେବ ଭାରି ମଜା ।
ରଙ୍ଗ ପସରାରନିଶା ଲାଗିଯିବଫଗୁଣ ଆସର ଲାଗିଭାବ ବନ୍ଧନରପରମ ଆନନ୍ଦପରାଣେ ଉଠିବ ଜାଗି ।
ବସନ୍ତ ମଳୟମିଳନ ଆସରମୋହିନେବ ରାଈ ମନକେଳି କୁଞ୍ଜବନେଦୋଳିରେ ବସିବେଯଶୋମତୀ ଗଣ୍ଠିଧନ ।!-->!-->!-->!-->!-->…
ହୋଲି ପାଇଁ
ହୋଲି ଖେଳ ନୁହେଁ ଖାଲି ରଙ୍ଗ ବେରଙ୍ଗରହୋଲି ଏକ ଖେଳ ସିନା ସ୍ନେହ ସୌହାର୍ଦ୍ଦ୍ୟରହୋଲି ପୁଣି ସମାହାର ଅସୀମ ରଙ୍ଗରହୋଲି ବିତ ହୋଇପାରେ ପ୍ରତୀକ ପ୍ରୀତିର !
ହୋଲି କେବେ ନୁହେଁ ଏକ ଜାତି ବା ଧର୍ମର ହୋଲି ଅଟେ ସନାତନ ସର୍ବେ ଏକାକାରହୋଲି ତ ମିଲନସ୍ଥଳ ସମସ୍ତ ଧର୍ମରହୋଲି ବି ତ ହୋଇପାରେ!-->!-->!-->…
ଛଅ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଗିରଫ !
ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଜିଲ୍ଲା ଅବକାରୀ ଟିମ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନ ବଜାର ଅଞ୍ଚଳରେ ଚଢାଉ କରିଥିଲେ।
ଚଢାଉ ସମୟରେ ଛଅ ଗ୍ରାମ ବ୍ରାଉନ ସୁଗାର୍ ସହିତ ବିକ୍ରୀକରି ରଖିଥିବା ୩୫୦୦ ଟଙ୍କା ମଧ୍ୟ ଜବତ!-->!-->!-->…