ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି ଚତୁର୍ଥଭାବକୁ ଚାରୋଟି ଗ୍ରହ ଦେଖୁଥିବାରୁ ପିଲାମାନଙ୍କ ଦାବି ମୁତାବକ ଜିନିଷ ସେମାନଙ୍କର ଆନନ୍ଦ ବର୍ଦ୍ଧନ କରିବ। ଚେଷ୍ଟା କରୁଥିବା ଦିଗରୁ ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ସାହାଯ୍ୟ କରିବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କାମରେ!-->!-->!-->!-->!-->…
ବିଶ୍ୱ ମହିଳା ଦିବସ ଅବସରରେ ଡାକମୋହର ଉନ୍ମୋଚିତ
ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଡାକମଣ୍ଡଳ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକ ବିଶେଷ ଡାକ ମୋହର ଉନ୍ମୋଚିତ ହୋଇଯାଇଅଛି।
ଆଜିର ଏହି ବିଶେଷ ମୋହର ଜରିଆରେ ମହିଳା ମାନଙ୍କର ସମସ୍ତ କ୍ଷେତ୍ରରେ ସମାନ ଅଧିକାର, ଆଉ ଦେଶର ବିକାଶ ପଥରେ ତାଙ୍କର ଅବଦାନ କିଛି କମ ନୁହଁ ବାର୍ତ୍ତା ର!-->!-->!-->…
ଆପ୍ ରାଜ୍ୟ ଆବାହକଙ୍କ ଢେଙ୍କାନାଳ ଗସ୍ତ
ଆମ୍ ଆଦମୀ ପାର୍ଟି ଓଡ଼ିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଦୀର୍ଘ ଦଶ ଦିନ ହେଲା ପଶ୍ଚିମ ଓଡ଼ିଶା ଗସ୍ତ କରିବାପରେ ଢେଙ୍କାନାଳ ଠାରେ ଜିଲ୍ଲା କର୍ମୀ ମାନଙ୍କର ସ୍ୱାଗତ ଏବଂ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଏକ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ!-->!-->!-->…
ଗୋଲେଇ ଛକ ନିର୍ମାଣ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ !
ଢେଙ୍କାନାଳ ସହରକୁ ମହିଷାପାଟ ଦେଇ ଆସିଥିବା ସଂଯୋଗୀକରଣ ରାସ୍ତା ଏବେ ପାଲଟିଛି ଦୁର୍ଘଟଣା ପ୍ରବଣ ସ୍ଥାନ । ପ୍ରତିଦିନ ଘଟୁଛି ନାହିଁନଥିବାର ଦୁର୍ଘଟଣା । ସମ୍ପୃକ୍ତ ସଂଯୋଗୀ କରଣ ରାସ୍ତା ଉପରେ ନିର୍ଭର କରନ୍ତି ଅନ୍ୟୁନ୍ୟ ୪ ପଞ୍ଚାୟତ ଏବଂ ୨୦ ରୁ ଉର୍ଦ୍ଧ୍ବ ଗ୍ରାମର ବାସିନ୍ଦା ।!-->!-->!-->…
ନିର୍ମାଣ ନାରୀତ୍ୱର
ନାରୀ ….ଜାୟା,ଜନନୀ,ପ୍ରେମିକା, ଭଗିନୀମାତା,ଧାତ୍ରୀ ଆଦ୍ୟ ଚିରନ୍ତନୀକେତେଯେ ଲୁଚେଇ ରଖେହୃଦୟରେ ନିନ୍ଦାର ସେ ବହ୍ନି ||କେତେଯେ ଲୁଚେଇ ରଖେହୃଦୟରେ ନିନ୍ଦାର ସେ ବହ୍ନି……
ନାରୀ……ନୂତନ ସୃଷ୍ଟିର ଗନ୍ତା ଘରଉପସ୍ଥିତି କିଏବା ନଲୋଡେ ତାରଅଭିନବ ପ୍ରୟାସଟିଏ ଅଟେ ସୃଷ୍ଟିରତଥାପି ନାରୀ!-->!-->!-->!-->!-->…
ନାରୀ ପାଇଁ
ନାରୀ ତୁମେ ମାୟାରମ୍ୟା ତୁମ କାୟାକେବେ ହୁଅ ଜାୟାସର୍ବେ କରି ବାୟା ।ପିତୃ ମାତୃ କନ୍ୟାଆନନ୍ଦର ବନ୍ୟାଭାଇର ଭଗିନୀସ୍ୱାମୀର ସଙ୍ଗିନୀ ।ଆନନ୍ଦ ଦାୟିନୀଦୁଃଖର ହାରିଣୀମଧୁର ଭାଷିଣୀଦୁର୍ଗତି ନାଶିନୀ ।ନାରୀ ତୁମେ ସୃଷ୍ଟି, ସ୍ଥିତି,ପ୍ରଗତିର ଅବିଶ୍ରାନ୍ତ ଧାରାତୁମେ ଗତି, ତୁମେ ମୁକ୍ତି,ତୁମ!-->!-->!-->…
ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ନିର୍ଯାତନା ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ଭୁବନରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ନିର୍ଯାତନା ଅଭିଯୋଗ । ବାହା ହେବାକୁ ରାଜି ନହେଲେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ, ଖବର ପାଇ ଉଦ୍ଧାର କଲା ପୋଲିସ, ଅଭିଯୁକ୍ତ ଯୁବକ ଗିରଫ ।
ସୂଚନା ଅନୁଯାୟୀ ଭୁବନ ଥାନା!-->!-->!-->…
ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର !
ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା-ବିରିଖୁଣ୍ଟି ରାସ୍ତାରେ ସଡ଼କ ଦୁର୍ଘଟଣା। ଆଜି ସନ୍ଧ୍ୟା ୭ଟା ପାଖାପାଖି ଏହି ଦୁର୍ଘଟଣା ଘଟିଛି।
ନାଗିଆପଶି ପଞ୍ଚାୟତର ଡାହିମାଳ ଗାଁ ର ପଙ୍କଜ ଦେହୁରୀଙ୍କ ପୁଅ ଚନ୍ଦନ ଦେହୁରୀ ନିଜ ପଲସର ବାଇକ୍ (ଓଡି୦୬ଜେ୫୨୮୭) ନେଇ ଯାଉଥିବା ସମୟରେ!-->!-->!-->…
କାମାକ୍ଷାନଗର ସମାଟାଙ୍ଗି ଗାଁ ରେ ଭୟାନକ ଅଗ୍ନିକାଣ୍ଡ ; ଜଳିଗଲା ୬ ବଖରା ଘର !
କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସମାଟାଙ୍ଗି ଗାଁରେ ଭୟାବହ ଅଗ୍ନିକାଣ୍ଡରେ କୈଳାସ ସାହୁ(କଇ)ଙ୍କ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ୬ ବଖରା ଘର ସହ ଘରେ ଥିବା ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଟଙ୍କା ସବୁ ପୋଡ଼ି ପାଉଁଶ ହୋଇଯାଇଛି।
ନିକଟ ଅତୀତରେ କୈଳାସଙ୍କ ସାନ ପୁଅ ବିବାହ!-->!-->!-->…