ପରଜଙ୍ଗ ପୋଲିସ୍ କବଜାରେ କଙ୍କଡାସୋଡ଼ା ଗ୍ରାମର ବିଭତ୍ସ ହତ୍ଯାକାଣ୍ଡର ଅଭିଯୁକ୍ତ
କମେଣ୍ଟ ମରାକୁ କେନ୍ଦ୍ର କରି ବଚସା ପୁଣି ଉଗ୍ରରୂପ ନେଇ ହତ୍ୟାକାଣ୍ଡ ଗତ କିଛିଦିନ ହେବ ଏଭଳି ଏକ ଘଟଣା ସାରା ଢେଙ୍କାନାଳ ଜିଲ୍ଲାରେ ଚହଳ ପକାଇଥିବା ବେଳେ ଏହି ଘଟଣା କୁ ଫର୍ଦାଫାର୍ସ କରିଛି ପରଜଙ୍ଗ ପୋଲିସ୍ ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡ଼ାସୋଡା!-->!-->!-->!-->!-->…
ମାଛ ବେପାରୀଙ୍କୁ ମରଣାତ୍ମକ ଆକ୍ରମଣ ସହ ଟଙ୍କା ଲୁଟ୍
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖତେଇବେରେଣୀ କେନାଲ ରାସ୍ତାରେ ଜଣେ ମାଛ ବେପାରୀ ଙ୍କୁ ଆକ୍ରମଣ କରି ୨୦୦୦ ଟଙ୍କା ଲୁଟି ନେଇଛନ୍ତି ।
ସୂଚନା ଅନୁଯାୟୀ ଭୁବନ ବ୍ଲକ ଜୟପୁର ଗ୍ରାମର ଚୈତନ୍ୟ ବେହେରା ଆଜି ନିଜ ବେପାର ସାରି କାମାକ୍ଷାନଗର ଓ ବିରାଶାଳ ମଧ୍ୟରେ ଥିବା!-->!-->!-->!-->!-->…
ବଚସାରୁ ସ୍ତ୍ରୀ ର ଆତ୍ମହତ୍ୟା, ଅନ୍ୟପଟେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ !
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କପିସାହିରେ ଅଭାବନୀୟ ଘଟଣା ଘଟିଛି । ପତିପତ୍ନୀଙ୍କ କଲହରୁ ସ୍ତ୍ରୀ ର ଆତ୍ମହତ୍ୟା ଅନ୍ୟପଟେ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ ।
ସୂଚନା ଅନୁଯାୟୀ ସେହି ଗ୍ରାମର ଧ୍ରୁବଚରଣ ସାହୁଙ୍କ!-->!-->!-->…
ବାଇସିଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ସାଇକେଲ ଚୋରି କୁ ନେଇ ହଣାକଟା
ଢେଙ୍କାନାଳ ଜିଲ୍ଲା ବକାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାଇକଲ ଚୋରିକୁ ନେଇ ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା ଯାହାକି ତୀବ୍ର ରୂପ ନେଇ ହଣାକଟାରେ ପହଞ୍ଚିଥିଲା ।
ସୂଚନା ଅନୁଯାଇ ବାଇସିଙ୍ଗା ଗ୍ରାମ ରଗଡିସାହି!-->!-->!-->!-->!-->…
ଭିଜିଲାନ୍ସ ସ୍କାନରରେ ନିହଳପ୍ରସାଦ ଥାନା ଆଇଆଇସି
ଭିଜିଲାନ୍ସ ସ୍କାନରରେ ପୋଲିସ୍ ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଆଇଆଇସି ।
ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ନିହଳପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାର ୩୦୭ ଦଫା ହଟାଇବାକୁ ମାମଲାର!-->!-->!-->!-->!-->…
ଖବର ପ୍ରସାରଣ ପରେ ସଚଳ ହେଲା ୨ ସୋଲାର ପମ୍ପ ପାଣିଟାଙ୍କି
ଗ୍ରୀଷ୍ମରୁତୁ ର ଆଗମନ ରେ ପାନୀୟ ଜଳ ସମସ୍ୟା ଆରମ୍ଭ ହୋଇଥାଏ , ଏହି ସମୟରେ ଗଁଦିଆ ବ୍ଲକ କାବେରଣା ପଂଚାୟତର ବିଧାରପୁର- ଯୋରନ୍ଦା ରାସ୍ତା ର ଯଦପୁର ଗ୍ରାମ ନିକଟରେ ଥିବା ଯାତ୍ରୀ ବିଶ୍ରାମଗର ଠାରେ ସୋଲାର ପମ୍ପ ପାଣିଟାଙ୍କି ଓ ଯଦପୁର ଗ୍ରାମ ଭିତରେ ଥିବା ସୋଲାର ପମ୍ପ ପାଣିଟାଙ୍କି!-->…
ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଟଣା ଯାଇଥିଲା ସୋଲାର ତାର ଚୋରି !
ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଝାରଗଡ଼ିଆ ଠାରୁ ମହିଧରପୁର ପର୍ଯ୍ୟନ୍ତ ୬ କିଲୋମିଟର ଓ ସୁଧାଡିହକାଟେଣି ଠାରୁ କାଉଁରିଆ ପାଳ ପର୍ଯ୍ୟନ୍ତ ୬ କିଲୋମିଟର ପର୍ଯ୍ୟନ୍ତ ରେଳ ଧାରଣା ପାର୍ଶ୍ଵରେ ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଟଣା ଯାଇଥିଲା!-->…
ଜଳୁଛି ଜଙ୍ଗଲ ; ୩୦ ଏକର ରୁ ଉର୍ଦ୍ଧ ଜଙ୍ଗଲ ଜଳି ପାଉଁଶ !
ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଅନ୍ତର୍ଗତ କୁମୁରିସିଂଗା ଗ୍ରାମ ସଂରକ୍ଷିତ ଜଙ୍ଗଲ ରେ ଭୟାଭଅ ଅଗ୍ନିକାଣ୍ଡ। ୩୦ ଏକର ରୁ ଉର୍ଦ୍ଧ ଜଙ୍ଗଲ ଜଳି ପାଉଁଶ।
ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନି। ନିଆଁ ଲିଭାଇବାକୁ ଭୁବନ ଅଗ୍ନିଶମ ବାହିନି,ଗ୍ରାମବାସୀ ଓ ବନବିଭାଗ ର ଉଦ୍ୟମ ଜାରି ରଖିଛନ୍ତି।
!-->!-->!-->!-->…
ପାଣି ପାଇଁ ମହିଳାଙ୍କ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଥରଖମ୍ବ ଛକ ନିକରରେ ମହିଳାଙ୍କ ରାସ୍ତାରୋକ ।
ସୂଚନା ଅନୁଯାଇ ଆଜିକୁ ଦୀର୍ଘବର୍ଷ ଧରି ପଥରଖମ୍ବ ହରିଜନ ସାହି ରେ ଜଳସଙ୍କଟ ଦେଖାଦେଇଛି ତେବେ ଏନେଇ ସରପଞ୍ଚ, ବିଡ଼ିଓ ଓ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପିଇବା ପାଣିର!-->!-->!-->!-->!-->…
ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସତର୍କତା
ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ହିଟୱେଭକୁ ପ୍ରତିହତ ପାଇଁ ସଚେତନତା କରାଯିବ । ଜଳଭାବ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ଖୋଲା ରହୁଥିବାରୁ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ । ସ୍କୁଲ,!-->!-->!-->…