News
lipub
samparksetu

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଦ୍ୱାଦଶଚନ୍ଦ୍ର ପ୍ରଭାବରେ ସାଧାରଣ କଥାରେ ବିବ୍ରତ ହେବା କ୍ଷତିକାରକ ହେବ। ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ସମସ୍ୟା ଆସିପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବନ୍ଧୁମାନଙ୍କ

ବସନ୍ତ ପଞ୍ଚମୀ

ମାଘ ମାସ ଶୁକ୍ଳ ପକ୍ଷ ଶ୍ରୀପଞ୍ଚମୀ ତିଥିପୀଠେ ଉଭା ଜଗଦ୍ଧାତ୍ରୀ ଦେବୀ ସରସ୍ବତୀ l ମହାମାୟା ମହାଭଦ୍ରା ସ୍ୱରମ୍ଭିକା ବାଣୀମହାଶ୍ୱେତା କାଦମ୍ବରୀ ତ୍ରିଗୁଣା ହଂସିନୀ l ବିଦ୍ୟାରୂପା ସନାତନୀ ପ୍ରଜ୍ଞା ଇରା କାନ୍ତାସୌଦାମିନୀ ସୁବାସିନୀ ସୌମ୍ୟା ଚିତ୍ରାଙ୍ଗଦା l ମହାବିଦ୍ୟା

ଗଛରେ ପିଟିହେଲା ଅଟୋ ; ୩ ଆହତ , ଜଣେ ଗୁରୁତ୍ତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କିଳି ଗ୍ରାମରେ ଦୁର୍ଘଟଣା । ଅଟୋ ଓଲଟି ,୩ ଆହତ ଜଣେ ଗୁରୁତ୍ତର ହୋଇଛନ୍ତି ।ସୂଚନା ଅନୁଯାୟୀ ଗୋଟିଏ ଅଟୋ ରେ କିଛି ଯାତ୍ରୀ ସାନ୍ଦ। ବନ୍ଧୁଘର ଯାଇ ନିଜ ଘର କଙ୍କିଳି ଫେରୁଥିବା ସମୟରେ ଅଟୋଟି ଏକ ଗଛରେ ପିଟି ହୋଇଥିଲା । ଆହତଙ୍କୁ

ବାଜିଚୌକ ଓଭରବ୍ରିଜ ତଳେ ପିକଅପ ଭ୍ୟାନ ଧକ୍କାରେ ୨ଶିଶୁ ମୃତ ଘଟଣା ; ମୃତକଙ୍କ ପରିବାରଙ୍କୁ ମିଳିଲା ଅନୁକମ୍ପା ରାଶି

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୌକ ରେଲୱେ ଓଭରବ୍ରିଜ ତଳେ ଏକ ସଡକ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଓଭର ବ୍ରିଜ ତଳେ ଏକ ପିକ ଅପ ଭ୍ୟାନ ଧକ୍କା ଦେବାରୁ ଏହି ଦୁଃର୍ଘଟଣା

ରେଙ୍ଗାଳି ବାମ କେନାଲ ଅଫିସ ରେ ଲାଗିଲା ନିଆଁ

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆଭୁବନ ଠାରେ ଥିବା ରେଙ୍ଗାଳି ବାମ କେନାଲ ର କାର୍ଯାଳୟରେ ଆଜି ଅଚାନକ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଥିଲା । ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ଦ୍ୱରା ନିଆଁ କୁ ଆୟତ କରିଛି

ବନବିଭାଗ ର ଚଢ଼ାଉ , ପଚାଶ ହଜାର ଟଙ୍କା ମୂଲ୍ୟର ଶାଳବହ୍ଲା ବୋଝେଇ ପିକଅପ ଜବତ

ବନବିଭାଗ ର ଚଢ଼ାଉ , ଶାଳ ବହ୍ଲା ବୋଝେଇ ପିକଅପ ଜବତ ସହ ଦୁଇ ଜଣ କୁ ଅଟକ ରଖିଛି ବନବିଭାଗ ।ଅଟକ ଦୁଇଜଣ ହେଲେ କଙ୍କଡାହାଡ ଥାନା ମୁଣ୍ଡାସାହି ର ସତ୍ୟାନନ୍ଦ ନାୟକ ଓ ରତ୍ନାକର ନାୟକ । ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ର ଏକ ଟିମ କଙ୍କଡାହାଡ ମୁଣ୍ଡାସାହି ରେ ଚଢ଼ାଉ

ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟୀ ଟ୍ରଫି ନେଲା ହିନ୍ଦୋଳ

ଗତ ୬ ଫେବୃୟାରୀ ୨୦୨୧ ରୁ ହିନ୍ଦୋଳ ଏନ୍ଏସି ୮ନଂ ଓ୍ଵାର୍ଡ ମୀରାବଜାର ଦ୍ବାରା ଆୟୋଜିତ ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଫାଇନାଲ ମ୍ୟାଚ ଆଜି ୧୪ ଫେବୃୟାରୀ ରେ ଉଦଯାପନ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ହିନ୍ଦୋଳ ଲଗାନ ଏକାଦଶ ସହିତ ହିନ୍ଦୋଳ ଦୁଦୁରକୋଟ ମଧ୍ୟରେ ଅନୁଷ୍ଠିତ

ନବଜାତ ଶିଶୁକୁ ଛାଡି ମା ଫେରାର !

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତ ଶିଶୁ ପୁତ୍ରକୁ ଛାଡି ମା ଚାଲିଯିବା ପରେ ଘଟଣା ଚର୍ଚ୍ଚା ବିଷୟ ହୋଇଛି। ସୂଚନା ମୁତାବକ ଗତ ୬ ତାରିଖ ଶନିବାର ଦିନ କାମାକ୍ଷାନଗର ବ୍ଲକ ଭଣ୍ଡାରିଆ ଗାଁ ର ଶିଶିର ପଧାନଙ୍କ ପତ୍ନୀ ପ୍ରତିମା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ

ଜଙ୍ଗଲକୁ କାଠ ଆଣି ଯାଇଥିଲେ ; ଦନ୍ତା ଆକ୍ରମଣ ରେ ଜୀଵନ ଗଲା !

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ରେଞ୍ଜ ଗୁଣ୍ଡୁରପସି ଗ୍ରାମପଞ୍ଚାୟତ ର ଫୁକାର ସାହି ର ବ୍ରଜକିଶୋର ବେହେରା (୫୫ )ଙ୍କ ଆଜି ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ଗୁଣ୍ଡୁରପସି ଜଙ୍ଗଲ କୁ ବ୍ରଜକିଶୋର କାଠ ପାଇଁ ଯାଇଥିଲେ ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ

ଢେଙ୍କାନାଳ ସଚେତନ ନାଗରିକ ପକ୍ଷରୁ ରାଷ୍ଟ୍ରୀୟ ମହିଳା ଦିବସ ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଡି ସି ସି ପ୍ଲେ ସ୍କୁଲ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡ଼ୁଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ମହାନ କାର୍ଯ୍ୟ ଦକ୍ଷତା ଯୋଗୁଁ ଆଜିର ଦିନକୁ ଭାରତ ବର୍ଷ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳନ
error: Content is protected !!