ବୁଦ୍ଧେଶ୍ଵର ମହୋତ୍ସବରେ ଖୁଣ୍ଟରେ ବାନ୍ଧି ମାଡ଼ ଘଟଣାରେ ୪ଗିରଫ
ଭୁବନ ଥାନା ଅନ୍ତର୍ଗତ ବୁଦ୍ଧେଶ୍ଵର ମହୋତ୍ସବରେ ମୀନାବଜାର ଦୋଳି ପଡ଼ିଥିବା ଗୋପାଳପୂର ୟୁନିଟ ୧୮ ଖତିଆନ ୪୧ପ୍ଲଟ ୮୫୭ ଜମିର ମାଲିକାନା ପ୍ରଶାନ୍ତ ମଲ୍ଲିକ ଙ୍କ ଜେଜେ ନାମରେ ରହିଛି । ପ୍ରଶାନ୍ତ କିମ୍ବା ତାଙ୍କ ବାପା ଭାରତ ମଲ୍ଲିକ କୁ ନଜଣାଇ ମୀନା ବଜାର ଦୋଳି ପକାଯାଇଥିଲା । ଫଳରେ ଜମିକୁ!-->…
ଖତ ଖାଉଛି ଭେଣ୍ଡିଙ୍ଗ ଜୋନ୍ ; ରାସ୍ତା ଉପରେ ଉଠା ଦୋକାନୀ
ଭେଣ୍ଡିଙ୍ଗ ଜୋନ୍ ରେ ଝୁଲୁଛି ତାଲା ପୁଣି ରାସ୍ତା କଡରେ ଲାଗିଲାଣି ଉଠା ଦୋକାନୀଙ୍କ ଭିଡ଼ । ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଉଠା ଦୋକାନୀଙ୍କୁ ସ୍ଥାନାନ୍ତରିତ ବ୍ୟବସ୍ଥା କରାଯିବା ବ୍ୟବସ୍ଥା ନେଇ ଗଢି ଉଠିଛି ଭେଣ୍ଡିଙ୍ଗ ଜୋନ୍ ହେଲେ ତାହା ଏବେ ଖତ ଖାଇବାକୁ!-->!-->!-->…
ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ
ସାରା ରାଜ୍ୟରେ ସଡ଼କ ସୁରକ୍ଷା ଦିବସ ପାଳନ ହେଉଥିବା ବେଳେ ସଡ଼କ ଦୁର୍ଘଟଣା କମୁନାହିଁ ।
ଖବରରୁ ପ୍ରକାଶ ଯେ , ଆଜି ସନ୍ଧ୍ୟା ୭ଟା ସମୟରେ ହିନ୍ଦୋଳ ଥାନା ବାଗଧରିଆ ଗ୍ରାମ ଠାରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ସମ୍ପୃକ୍ତ!-->!-->!-->…
ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁଇବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ୬ ଘଟିକାରେ ହିନ୍ଦୋଳ ଥାନା ଅନ୍ତର୍ଗତ ଆଲୁସିଂ ଗ୍ରାମର ଏନଏସି ସଫେଇ କର୍ମଚାରୀ ନରେଶ ନାଏକ(୪୮) ଝିଅ ଘରକୁ ଯାଇ ମହୀଧରପୁର ଆଡୁ ଏକ ଗ୍ଲାମର ବାଇକ ଯୋଗେ!-->!-->!-->…
ଟ୍ରେନ ଲାଇନ ରେ କାର୍ଯ୍ୟରତ କର୍ମଚାରୀ ଗୁରୁତର
ଢେଙ୍କାନାଳ ରେଳ ଷ୍ଟେସନ ନିକଟରେ ରେଳ ଧାରଣା କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟି ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି ।
କର୍ମଚାରୀ ଜଣକ କୃଷ୍ଣଚନ୍ଦ୍ର ମହାରଣା ବୋଲି ଜଣାଯାଇଛି । ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଛି । କାମ କରୁଥିବା କର୍ମଚାରୀ ମାନେ ତାଙ୍କୁ ଜିଲ୍ଲା ମୁଖ୍ୟ!-->!-->!-->…
ଷଣ୍ଢ ଆକ୍ରମଣରେ ଚାଲିଗଲା ଟ୍ରଲି ଚାଳକଙ୍କ ଜୀବନ
ଖମାର ସାହି ନିକଟରେ ଷଣ୍ଢ ଆକ୍ରମଣରେ ଜଣେ ଟ୍ରଲି ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ସେହି ଖମାର ସାହିର ଗଗନ ନାଏକ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ , ଗଗନ ଟ୍ରଲି ଚଳାଇ ପରିବାର ଚଳାଇଥାନ୍ତି । ଗତକାଲି କାମ ସାରି ରାତି ପ୍ରାୟ ୯ଟା ବେଳେ ଘରକୁ ଫେରୁଥିଲେ । ରାସ୍ତାରେ ଷଣ୍ଢ!-->!-->!-->…
ଜନ ପ୍ରତିନିଧି ଠୁ ସରକାରୀ ଅଧିକାରୀ ସମସ୍ତେ ଚୁପ୍, ପୌରଯନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛି କିଏ ?
ଢେଙ୍କାନାଳ ପୌରପାଳିକାର ପିଛା ଛାଡ଼ୁନି ଦୁର୍ନୀତି । ଲାଇଟ , ସଫେଇ ଠାରୁ ଆରମ୍ଭ କରି ଡ୍ରେନ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ବାରମ୍ବାର ଛନ୍ଦି ହେଉଛି ଢେଙ୍କାନାଳ ପୌରପାଳିକା । ବିଗତ ଦିନରେ ଅଲୌକିକରଣ କାର୍ଯ୍ୟ ରେ ୧୭ ଲକ୍ଷ ର ହିସାବ ମିଳିନଥିବା ବେଳେ ଟାକ୍ସ କଲେକ୍ସନ ରେ ୧୦!-->!-->!-->…
ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି ଏନଏଚଆଇ କର୍ତ୍ତୃପକ୍ଷ ! ବୈଠକ ପରେ ବସୁଛି ବୈଠକ,…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ଥରିୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ସରକାରୀ ଅଧିକାରୀ ଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଦେଇଯାଇଥିବା ୫୫ ନମ୍ବର!-->!-->!-->…
ପିକ୍ଅପ ଧକ୍କାରେ ଜଣେ ମୃତ ,୧ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଗୋବରୀ ଗାଁ ନିକଟରେ ପିକ୍ ଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ଜଣଙ୍କ ମହାବିରୋଡ଼ ଥାନା ଡୋଲିଆ ଗାଁର ମିଲୁ ସିଂହ । ଗୁରୁତର ଯୁବକ ଜଣକ!-->…
ପିକ୍ଅପ ଧକ୍କାରେ ଜଣେ ମୃତ ,୧ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଗୋବରୀ ଗାଁ ନିକଟରେ ପିକ୍ ଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ଜଣଙ୍କ ମହାବିରୋଡ଼ ଥାନା ଡୋଲିଆ ଗାଁର ମିଲୁ ସିଂହ । ଗୁରୁତର ଯୁବକ ଜଣକ!-->…