News
lipub
samparksetu

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ଆପଣଙ୍କ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେବାର ପ୍ରଯତ୍ନ କରିବେ। ଅବଶ୍ୟ ଆବଶ୍ୟକତା ପୂରଣ ସକାଶେ ଧାରକରଜ ଲାଗି ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ଭ୍ରମଣଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଘର

ଓଡ଼ିଶାକୁ ରେଳ ବଜେଟରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଅଣଦେଖା

ଓଡ଼ିଶାକୁ କେନ୍ଦ୍ର ସରକାର ରେଳବାଇ ବଜେଟରେ ସବୁବେଳେ ଅଣଦେଖା କରିଆସିଛନ୍ତି । ଏବର୍ଷ ମଧ୍ୟ ସେହିପରି କେତେବେଳେ କେବଳ ବଜେଟରେ ଅର୍ଥ ଦେଖାଇ ଠିକ ସମୟରେ ଅର୍ଥ ମଞ୍ଜୁର ହେଉ ନାହିଁ ତ କେତେବେଳେ ଜମି ଅଧିଗ୍ରହଣ ହୋଇପାରୁନି । କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜ ନିଜ ଭିତରେ ଆରୋପ ଦୋଷାରୋପ

ବଣିଆ ପଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ର ବଣିଆ ପଡ଼ା ଗ୍ରାମରେ ଆଜି ରାଜା - ୧୧(ପୋଡ଼ା ପଡ଼ା) ଏବଂ ବୁଲେଟ -୧୧ (ବଳରାମ ପ୍ରସାଦ) ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ରାଜା -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଗୋଟି ଉଇକେଟ ହରାଇ ୧୩୨ ରନ ସଂଗ୍ରହ

ଖବର ପ୍ରସାରଣ ପରେ ମରାମତି ହେଲା ଝୁଲନ୍ତା ବିଦ୍ୟୁତ ତାର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ବିଜାଡିହି ଗାଁ ରେ ସାତ କି ଆଠ ଫୁଟ ଉଚ୍ଚତାରେ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ ତାର। ଅନ୍ୟମନସ୍କ ଭାବେ ଯଦି କେହି ହାତ ଉଠାଇ ଦେବ, ଜୀବନ ଚାଲି ଯିବାର ଭୟ ମଧ୍ୟ ରହିଥିଲା । ବିଭାଗୀୟ କର୍ମଚାରୀ ସବୁ ଦେଖି ନ ଦେଖିଲା ପରି

ହିନ୍ଦୋଳ ମୀରାବଜାର ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଗତକାଲି ଶନିବାର ହିନ୍ଦୋଳ ଏନ୍ଏସି ୮ନଂ ଓ୍ଵାର୍ଡ ମୀରାବଜାର ଆନୁକୂଲ୍ୟରେ ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧୂବନ ଖେଳପଡିଆଠାରେ ଉଦଘାଟନ ହୋଆଯାଇଛି ।ମୂଖ୍ୟ ଅତିଥି ଭାବେ ଲକ୍ଷ୍ମୀ ପୂଜା କମିବ ସଭାପତି ସନ୍ତୋଷ ମହାପାତ୍ର ଓ ଉପଦେଷ୍ଟା ନକୁଳ ସାହୁ ଭୂମି ପୂଜନ କରିବା ସହିତ

ଆରମ୍ଭ ହେଲା ପ୍ରେମ ସପ୍ତାହ , ପ୍ରଥମ ଦିନରେ ଆଜି ହେଉଛି ରୋଜ୍ ଡେ

ପ୍ରେମ ନିସ୍ବାର୍ଥ ଆଉ ଶାଶ୍ୱତ, ଆଉ ଏହି ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ। ଆଜିଠାରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ୍। ଆଜି ହେଉଛି ଗୋଲାପ ଦିବସ ବା ରୋଜ୍ ଡେ। ବିଭିନ୍ନ

ଫାଣ୍ଡି ଓ ବସଷ୍ଟପ୍ ନିର୍ମାଣ ପାଇଁ ଦାବି, ସୁରକ୍ଷା ବଦଳ ରେ ଗାଧୁଆକୁ ଗୁରୁତ୍ୱ !

ଢେଙ୍କାନାଳ ସହରର ଏକ ନମ୍ବର ୱାର୍ଡ ସ୍ଥିତ ଶ୍ୟାମାଚରଣପୁର ମୌଜାର ୭ ନମ୍ବର ପ୍ଳଟରେ ଥିବା ବାଇପାସ୍ ପୋଖରୀକୁ ପୋତାଯାଇ ଜାତୀୟ ରାଜପଥ ସଂପ୍ରସାରଣ ଲାଗି ଜନ ସାଧାରଣଙ୍କ ସୁବିଧା ନିମନ୍ତେ ସେଠାରେ ଓଭରବ୍ରିଜ୍ କାମ ଚାଲୁରହିଛି । ତେଣୁ ସେଠାରେ ଥିବା ଫାଣ୍ଡିକୁ ଦୀର୍ଘ ଦିନ ହେବ ହଟାଇ

ଆରମ୍ଭ ହୋଇଛି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଘୋଡାଡିଆଁ ଗ୍ରାମରେ ଗତକାଲି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚ ଟି ପୁରୁଣା ତିଗିରିଆ ଓ ଚୌଦ୍ୱାର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଚୌଦ୍ୱାର ବିଜୟ ଲାଭ କରିଥିଲା ।

‘ସମସ୍ଯା ଓ ଶାନ୍ତି’

ବେଳେବେଳେ ଜୀବନରେ ଖରାପ ମୁହୂର୍ତ ଆସିଥାଏ। ଜୀବନ ଅନେକ ଧକ୍କା ଖାଏ। ସେତେବେଳେ ଆମେ ଚାପଗ୍ରସ୍ତ ହୋଇଥାଉ। ସେହି ସମୟ ରେ ଶାନ୍ତି ଖୋଜିବା କଷ୍ଟକର ହୋଇପଡେ। ସମସ୍ଯା ଟି ସମାଧାନ ନହେଲା ପର୍ଯ୍ଯନ୍ତ ସୁଖ ଓ ଶାନ୍ତି ବ୍ଯାହତ ହୋଇଥାଏ । ସେହି ସମୟରେ ନିଜର ପରିବେଶ କୁ ଧ୍ଯାନ ଦେଇ, ସମସ୍ଯା

ଚାଲନ୍ତୁ ଫିଟ ରୁହନ୍ତୁ ; ଆଜିର ଫିଟନେସ ଫଣ୍ଡା

ଆଜିକାଲି ସମସ୍ତେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ତେଣୁ ପତାଳା ହେବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ତେବେ କିଛି ଲୋକ ବିନା କୌଣସି ପରାମର୍ଶରେ ନିଜ ମନଇଚ୍ଛା ଓଜନ କମ୍‌ କରିବାରେ ଲାଗିପଡ଼ନ୍ତି, ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ। ବର୍ତ୍ତମାନ ସମୟରେ ୧୦ ହଜାର ପାଦ
error: Content is protected !!